ରିୟାଙ୍କୁ ପୁଣି ଜେରା

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଅଧିକାରୀମାନେ ପୁଣୀ ଜେରା କରିଛନ୍ତି । ଗତକାଲି ତାଙ୍କୁ ସାତଘଣ୍ଟା ଜେରା କରାଯାଇଥିଲା । ଆହୁରି ବହୁ ତଥ୍ୟ ବାହାର କରିବା ଲାଗି ତାଙ୍କୁ ଆଜି ପୁନର୍ବାର ଜେରା କରାଯାଇଥିଲା । ଖୁବ୍‌ଶୀଘ୍ର
Read More...

ବିଧାୟକଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର କରଳାରୂପ ତୀଖ ଛୁଇଁଥିବା ବେଳେ ବନ୍ୟା ବିତ୍ପାତ ରାଜ୍ୟର ପ୍ରାୟ ୧୧ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ପୁଣି ଏଭଳି ସମୟରେ ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ପିଲା ସର୍ବଭାରତୀୟ ପରୀକ୍ଷା ନିଟ୍ ଓ ଜେଇଇ ଦେବାକୁ ଯାଉଛନ୍ତି । ଏଣୁ ଏହି ସ୍ଥିତିକୁ ଦେଖି
Read More...

ପିତା ହିଁ ମୋର ପ୍ରକୃତ ପ୍ରେରଣାଦାତା

ମୁମ୍ବାଇ : କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବା ଲାଗି କିଏ ତାଙ୍କୁ ପ୍ରଥମେ ଓ ଆଜି ପର୍ଯ୍ୟନ୍ତ ପ୍ରେରଣା ଓ ଉତ୍ସାହ ଦେଇ ଆସୁଛନ୍ତି ତାହାର ଖୁଲାସା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ, କ୍ରୀଡ଼ା
Read More...

ରାଓନିକ୍‌ଙ୍କୁ ହରାଇଲେ ଜୋକୋଭିକ୍‌

ନ୍ୟୁୟର୍କ : ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗିଲ୍ସ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ର‍୍ୟାଙ୍କରେ ଥିବା ନୋଭାକ୍‌ ଜୋକୋଭିକ୍‌ ତାଙ୍କର ପ୍ରତିପକ୍ଷ କାନାଡ଼ାର ମିଲୋସ୍‌ ରାଓନିକ୍‌ଙ୍କୁ ପରାସ୍ତ କରିଛନ୍ତି । ଏଥିସହ ସେ ଏଟିପି ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ୩୩-ବର୍ଷୀୟ
Read More...

ସିଏସ୍‌କେରେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ମୁଣ୍ଡ ଟେକୁଛି

ଦୁବାଇ : ଏଥର ଆଇପିଏଲ୍‌ ସିଜିନ୍‌ରେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ଦଳ ପାଇଁ ସଙ୍କଟ ଦେଖାଦେଇଛି । ଦଳରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି । ପୂର୍ବରୁ ଏହାର ୧୨ଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ କରୋନା କାରଣରୁ ସୁରେଶ ରାଇନା ଓହରି ଆସିଲେ । ଏଥର
Read More...

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ଫୁଟ ହେଲା: ସ୍ଥିତି ଗମ୍ଭୀର ଅବ୍ୟାହତ

ସମ୍ବଲପୁର : ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି,
Read More...

ବନ୍ୟାରେ ଉବୁଟୁବୁ ସୁବର୍ଣ୍ଣପୁର ଜିଲ୍ଲା:ଜଳବନ୍ଦୀ ରେ ଅନେକ ଗାଁ

ସୋନପୁର,୩୦/୮: କ୍ରମାଗତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟଦେଇ ବନ୍ୟାଜଳ ନିଷ୍କାସନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ କୂଳରେ ଥିବା ଅନେକ ଗାଁ ପାଣିଘେରରେ ରହି ଅକଥନୀୟ ଦୁର୍‌ଦ୍ଦଶା ଭୋଗୁଛନ୍ତି । ବିଶେଷକରି ବିନିକା, ଉଲୁଣ୍ଡା, ବୀରମହାରାଜପୁର ବ୍ଲକର ବିଭିନ୍ନ
Read More...

ଗଜପତିରେ ଆଜି ୯ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୩୦/୮- ଗଜପତିରେ ଆଜି ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଗୁମ୍ମାବ୍ଳକରୁ ୩ ଜଣ, ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ , ରାୟଗଡ
Read More...

ଗଜପତିରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମା ବ୍ଳକରୁ ୩ ଜଣ, ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ ରାୟଗଡ ବ୍ଲକରୁ ୨ ଜଣ,
Read More...

ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ,ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୫ ହେଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୫ ହୋଇଛି, ଏମାନଙ୍କ ମଧ୍ୟରୁ ୧୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୪
Read More...