ମେଡିକାଲ୍ ବାରଣ୍ଡାରେ ଚାଲିଗଲା ଶିଶୁର ଜୀବନ ମୋଟରସାଇକେଲରେ ବୁହାହେଲା ଶବ

ବାଲିଗୁଡ଼ା, ୧୩/୭: ଡାକ୍ତରଖାନା ବାରଣ୍ଡାରେ ଚାଲିଗଲା ସାତ ବର୍ଷ ଶିଶୁର ଜୀବନ । ମୋଟରସାଇକେଲରେ ଘରକୁ ଶବ ନେଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ମୋଟରସାଇକେଲରେ ଶବ ବୁହା ହେବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା
Read More...

କେବେ ମରାମତି ହେବ ଖୁଣ୍ଟବନ୍ଧ-ଚଣ୍ଡିଗଡ ରାସ୍ତା ?

ବୌଦ୍ଧ,୧୩/୭– ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ୧.୯୫ କୋଟି ଟଙ୍କା ବ୍ୟୟରେ ୨୦୧୬ ମସିହାରେ ନିର୍ମାଣ କରାଯାଇଥିଲା ଖୁଣ୍ଟବନ୍ଧ-ଚଣ୍ଡିଗଡ ରାସ୍ତା । ରାସ୍ତାକାମ ସରିବାପରେ ୩.୫ କି.ମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାପାଶ୍ୱର୍
Read More...

କନ୍ଧମାଳ ପୋଲିସ୍ କୁ ପୁଣି ସଫଳତା:ସିର୍ଲା ଅଞ୍ଚଳରୁ ଜଣେ ମାଓ ସମର୍ଥକକୁ ଗିରଫ କରି କୋର୍ଟ ଚାଲାଣ କଲା ତୁମୁଡ଼ିବନ୍ଧ…

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୋଲିସ ଦ୍ୱାରା ସିର୍ଲା ଅଞ୍ଚଳରୁ ଜଣେ ମାଓ ସମର୍ଥକ (ମେଲେସିଆ) ଗିରଫ । ଗିରଫ ମେଲିସିଆ ଜଣକ ସିର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରୁପଟା ଗ୍ରାମର ଭିମା ଦିଗାଲ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗତ ୫ ତାରିଖ ଦିନ ସିର୍ଲା ପଞ୍ଚାୟତର
Read More...

ବିଲରେ ଚାଷ କରିବା ସମୟରେ ଟ୍ରାକ୍ଟର ଓଲଟି ଚାଳକ ମୃତ

ଦାରିଙ୍ଗବାଡ଼ି, ୧୨/୭: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ପଞ୍ଚାୟତ ଆଦିବାସୀ ଗ୍ରାମ ନିକଟ ଲୁଦୁବାନ୍ଦା ଗ୍ରାମରେ ଆଜି ଅପରାହ୍ନ ୪ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଏକ ଚାଷ ଜମିରେ ଚାଷ କରିବା ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଟ୍ରାକ୍ଟର ଚାଳକ ଜଣକ ବିଲ ଭିତରେ ଚାପି
Read More...

ଧୋନୀଙ୍କ ସହ ବିତାଇଥିବା ପୁରୁଣା ଦିନକୁ ମନେ ପକାଇଲେ ଗମ୍ଭୀର, କହିଲେ ଏହି କଥା

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏବେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ବିତାଇଥିବା ପୁରୁଣା ଦିନକୁ ମନେ ପକାଉଛନ୍ତି । ସେ ଏକ ସୋ ଜରିଆରେ କହିଛନ୍ତି ଯେ, ଆମେ ଧୋନୀଙ୍କ ସହ କେବଳ କେଶ ଉପରେ ଚର୍ଚ୍ଚା କରିଥାଉ । ଗମ୍ଭୀର ଏକ ସିରିଜ
Read More...

ଦ୍ୱାର ଖୋଲୁଖୋଲୁ ମାଲାମାଲ ହେଲେ ଏହି ମନ୍ଦିର, ୩୦ ଦିନରେ ମିଳିଲା ୧୬.୭କୋଟି ଦାନ ରାଶି

ନୂଆଦିଲ୍ଲୀ : ତିରୁମଳା ପାହାଡ ସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଜଣେ ଅଜ୍ଞତା ଶ୍ରଦ୍ଧାଳୁ ସୁନାର ୨୦ଟି ବିସ୍କୁଟ ଦାନ କରିଛି । ତିରୁମଳା ତିରୁପତି ଦେବସ୍ଥାନମ(ଟିଟିଡି)ର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂଘଲ କହିଛନ୍ତି ଯେତେବେଳେ ଶନିବାର ଦିନ ଦାନବାକ୍ସ ଖୋଲାଯାଇଥିଲା,
Read More...

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍‌, ଜୟା ବଚ୍ଚନ ନେଗେଟିଭ

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କର ପୁତ୍ର ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ୍ ଟୋପେ ଟ୍ୱିଟ୍ କରି
Read More...

ପାଟଣାଗଡର ଏହି ଅଂଚଳ କଣ୍ଟେନମେଣ୍ଟ ଜୋନ୍

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ଗଡଭିତରରେ ୨୩ ବର୍ଷିୟ ଯୁବକ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ନମ୍ବର ୱାର୍ଡର ୨୩ ବର୍ଷର ଯୁବକ ଜଣକ କିରିଗିସ୍ଥାନରୁ ଗତ ୪ ତାରିଖରେ ପାଟଣାଗଡ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ । ଆଜି ତାର କରୋନା ଟେଷ୍ଟ ପଜିଟିଭ ବାହାରିବାରୁ
Read More...

ଘନୀଭୂତ ହେଉଛି ରାଜସ୍ଥାନ ସରକାରଙ୍କ ସଙ୍କଟ

ଜୟପୁର : ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ପ୍ରତି ଦେଖାଦେଇଥିବା ସଙ୍କଟ ଅଧିକ ଘନୀଭୂତ ହୋଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଞ୍ଚାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବିଜେପି ସରକାର ଭାଙ୍ଗି କ୍ଷମତା ଦଖଲ କରିବା ଲାଗି
Read More...

କରୋନାକୁ ନେଇ ଆଉ ଏକ ସମସ୍ୟା: ସୁସ୍ଥ ହେବା ପରେ ବି ଦେଖାଯାଉଛି ଲକ୍ଷଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ତଥା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ବଡ଼ ସମସ୍ୟା ଦେଖାଦେଇଛି । ଆକ୍ରାନ୍ତ ହେଉଥିବା ଲୋକମାନେ ସୁସ୍ଥ ହେବା ପରେ ବି ସେମାନଙ୍କ ଦେହରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି । ଯାହା ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇ ଦେଇଛି
Read More...