ନିୟନ୍ତ୍ରିତ ହେଉ ନାହିଁ ବେଆଇନ ବନ୍ଧୁକ କାରବାର ପୁଲିସ ଦ୍ୱାରା ନିୟମିତ ଧରପକଡ଼ ଜାରି

ସମ୍ବଲପୁର, ନିର୍ବାଚନ କୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ନିୟମିତ ଧରପକଡ଼ ଜାରି ରହିଥିବା ସ୍ବତ୍ତେ ବେଆଇନ ବନ୍ଧୁକ କାରବାର ନିୟନ୍ତ୍ରଣ ରେ ଆସୁ ନାହିଁ । ଗତକାଲି ପୁଲିସ ଏକ ଗୁପ୍ତ ସୂଚନା ପାଇ ସ୍ଥାନୀୟ ଜୁଜୁମୁରା ଥାନା ଅନ୍ତର୍ଗତ ଟାମ୍ପରସିଂହ ଗ୍ରାମରେ ଚଢ଼ାଉକରି ଏକ ବେଆଇନ ଦେଶି
Read More...

ନିର୍ବାଚନ ଲଢିବେନି ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର : କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବନାହିଁ ବୋଲି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଭାବରେ ଜଣାଇଛନ୍ତି । ପ୍ରଭାତ କହିଛନ୍ତି ଚିଟ୍ଫଣ୍ଡ ଘଟଣାରେ ସେ ଅଭିଯୁକ୍ତ ଥିବାରୁ ଓ ତାଙ୍କ ମାମଲା
Read More...

ପ୍ରାର୍ଥୀ ଚୟନ କୁ ନେଇ ସବୁ ପାର୍ଟିରେ ଦ୍ଵନ୍ଦ, ମାଟିପୁତ୍ର ବନାମ ବାହାରି ପ୍ରାର୍ଥୀ

ସମ୍ବଲପୁର, ନାମାଙ୍କନ ପାଇଁ ଶେଷ ତାରିଖ ପାଖେଇ ଆସୁଥିଲେ ମଧ୍ୟ ଏଠାରେ ପ୍ରମୁଖ ରାଜନୈତିକ ପାର୍ଟିମାନେ ତାଙ୍କର ପ୍ରାର୍ଥୀ ଚୟନକୁ ନିଜ ସ୍ଥିତି ସ୍ପଷ୍ଟ କରି ନାହାନ୍ତି ଓ ବିଶେଷକରି ଲୋକସଭା ପ୍ରାର୍ଥୀ କୁ ନେଇ ସେମାନେ ଦ୍ବନ୍ଦ ରେ ଥିଲାପରି ଜଣାପଡୁଛି । କାରଣ ଅନେକ ସ୍ଥାନରେ ଜିଲ୍ଲା
Read More...

ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଚାହିଁଲେ ସୁରକ୍ଷା ଯୋଗାଇ ଦିଆଯିବ: ଡିଜି

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତି ବିଶେଷ ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ମାଗିଲେ ଓଡ଼ିଶା ପୁଲିସ ପକ୍ଷରୁ ତାହା ଯୋଗାଇ
Read More...

ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନରେ ସମସ୍ତେ ଖୁସି

ନୂଆଦିଲ୍ଲୀ,୨୬/୩: ଆଇପିଏଲ୍ରେ ଡାଭିଡ୍ ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ତାଙ୍କ ଫ୍ରାଞ୍ଚାଇଜ୍ ଟିମ୍ର ସବୁ ଖେଳାଳି ଅତ୍ୟନ୍ତ ଉତ୍ସାହିତ । କେରଳର ଦ୍ରୁତ ବୋଲର ବାସିଲ୍ ଥମ୍ପି ଏହାକୁ ନେଇ ଅଧିକ ଖୁସି ଥିବା ଲକ୍ଷ୍ୟ କରାଯାଉଛି । ଥମ୍ପି ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ,
Read More...

ବ୍ୟାଟିଂରେ ସୁଧାର ପାଇଁ କୋହଲିଙ୍କୁ ଅନୁଧ୍ୟାନ କରେ: ମନଜୋତ୍

ନୂଆଦିଲ୍ଲୀ,୨୬/୩: ବ୍ୟାଟିଂ ମୋର ପ୍ରଥମ ଆକର୍ଷଣ । ପ୍ରତି ଗେମ୍ରେ କିପରି ଆହୁରି ଅଧିକ ଭଲ ବ୍ୟାଟିଂ କରିବି ସେଥିନେଇ ମୋର ଚିନ୍ତା ନାହିଁ । ତେଣୁ ବ୍ୟାଟିଂରେ ଅଧିକ ଉନ୍ନତି ଆଣିବା ଲାଗି ମୁଁ ସବୁବେଳେ ବିରାଟ କୋହଲିଙ୍କ ବ୍ୟାଟିଂର ଭିଡ଼ିଓ ଭଲ ଭାବରେ ନିରୀକ୍ଷଣ କରେ । ଏକଥା ପ୍ରକାଶ
Read More...

ସୁବାସ ଚୌହାନଙ୍କ ଇସ୍ତଫା

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୨୦୧୪ ନିର୍ବାଚନ ବେଳେ ବରଗଡ ଆସନରୁ ଲୋକସଭା ପ୍ରାର୍ଥୀ ହୋଇଥିବା ସୁବାସ ଚୌହାନ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ଚୌହାନ ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟାଳୟରେ ରାଜ୍ୟ ସଭାପତି
Read More...

ସ୍ୱାଧୀନ ପ୍ରାର୍ଥୀ ହେଲେ ଜାକବ

ଭୁବନେଶ୍ୱର : କଂଗ୍ରେସ ଟିକେଟ ନପାଇ ବିଧାୟକ ଜାକବ ପ୍ରଧାନ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଜି.ଉଦୟଗିରିରୁ ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ପ୍ରଧାନ ନିଜର ନାମାଙ୍କନପତ୍ର ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ବିଧାୟକ ଥିବା ଜାକବଙ୍କୁ
Read More...

କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୪ ଗିରଫ

ଭୁବନେଶ୍ୱର : ଟିକେଟ୍ କଟିବା ଘଟଣାକୁ କେନ୍ଦ୍ର କରି ଗତ ତିନିଦିନ ତଳେ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିବା ଘଟଣାରେ ୪ଜଣଙ୍କୁ ଆଜି ପୁଲିସ ଗିରଫ କରିଛି । ଭୁବନେଶ୍ୱର ଏକାମ୍ର ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶୟୀ ଶେଖ୍ ଅମିର ଅହମ୍ମଦ ଓ ତାଙ୍କର
Read More...

ବିଦ୍ରୋହୀଙ୍କୁ ନେଇ ଭାଜପା ଅଡ଼ୁଆ ରେ ପଡିଛି

ସମ୍ବଲପୁର, ବର୍ତ୍ତମାନ ଓଡିଶା ରେ ସାଧାରଣ ନିର୍ବାଚନ ଅନୁସାରେ ଲୋକସଭା ଓ ବିଧାନସଭା ପାଇଁ ମତଦାନ ଏକସାଥିରେ ହେବା ଦୃଷ୍ଟିରୁ ଶାସକ ପକ୍ଷ ବିଜୁ ଜନତା ଦଳ କୁ ଭାରତୀୟ ଜନତା ପାର୍ଟି ଭଲ ଟକ୍କର ଦେଇ ପାରିବ ବୋଲି ଆଶା କରାଯାଏ । କିନ୍ତୁ ପ୍ରାର୍ଥୀମାନଙ୍କୁ ଟିକଟ ଦେବା ଘୋଷଣା ପରେ ଅନେକ
Read More...