ଡୋର୍‌ ଷ୍ଟେପ୍‌ ସର୍ଭିସ୍‌ ସେବା ଆରମ୍ଭ

0 632

ଭୁବନେଶ୍ବର: ଉତ୍କଳ ହୁଣ୍ଡାଇର ପଟିଆ ସର୍ଭିସ୍‌ ସେଣ୍ଟର୍‌ରେ ତ୍ବରିତ ସେବା ପ୍ରଦାନ କରିବା ପାଇଁ ଡୋର୍‌ ଷ୍ଟେପ୍‌ ସର୍ଭିସ୍‌ ସେବାର ଶୁଭାରମ୍ଭ କରାଯାଇଛି। ଏହାକୁ ସୁବାସ ଚନ୍ଦ୍ର ମହାନ୍ତି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସଂସ୍ଥାର ଗ୍ରାହକ ସେବା ମହାପ୍ରବନ୍ଧକ ଜ୍ଞାନ ରଞ୍ଜନ ପତି ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ, ଆମର ଏହି ସେବା ଦ୍ବାରା ହୁଣ୍ଡାଇ ଏହାର ଗ୍ରାହକଙ୍କ ତ୍ବରିତ ସେବା ପ୍ରଦାନ କରିପାରିବ। ଏହି ଅବସରରେ ସର୍ଭିସ୍‌ ମ୍ୟାନେଜର ସରୋଜ ତ୍ରିପାଠୀ ଓ କଷ୍ଟମର କେୟାର ମ୍ୟାନେଜର ବିଜୟଲକ୍ଷ୍ମୀ ପଣ୍ଡା ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

nineteen − 5 =