ମେଡିସିନ ପାଇଁ ନୋବେଲ ପୁରସ୍କାର 2021 ଘୋଷଣା

0 72

ନୁଆଦିଲ୍ଲୀ : ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଘୋଷଣା । ଦୁଇ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ବେଞ୍ଜାମିନ୍‌ ଲିଷ୍ଟ୍‍ ଓ ଡେଭିଡ୍‌ ମ୍ୟାକ୍‌ମିଲନ୍‌ଙ୍କୁ ନୋବେଲ୍‌ ପୁରସ୍କାର । ଆସିମେଟ୍ରିକ୍‌ ଅର୍‌ଗାନୋକାଟାଲିସିସ୍‌ ବିକଶିତ ପାଇଁ ମିଳିବ ନୋବେଲ । ପୂର୍ବରୁ ମେଡିସିନରେ ନୋବେଲ ଘୋଷଣା କରାଯାଇଥିଲା । ୨୦୨୧ ମସିହା ପାଇଁ ୨ ଜଣଙ୍କୁ ମିଳିତ ଭାବେ ମେଡିସିନରେ ନୋବେଲ ମିଳିବ । ସେମାନେ ହେଲେ ଡେଭିଡ ଜୁଲିଅସ ଓ ଅର୍ଡେମ ପାଟାପୋଟିଆନ୍‌ । ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ ରିସେପ୍ଟର ଉଦ୍ଭାବନ କରିଥିବାରୁ ଦୁଇ ବିଜ୍ଞାନୀଙ୍କୁ ମିଳିତ ଭାବେ ମେଡିସିନ୍‌ରେ ନୋବେଲ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

5 + 17 =