Browsing Category

ବାଣିଜ୍ୟ

୫୫ହଜାର ଟପିବ ସୁନା ମୂଲ୍ୟ

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି । ସ୍ୱାଭାବିକ ଭାବେ ସୁନାଗହଣା ବେପାର ମଧ୍ୟ ବଢି ଚାଲିଛି । ତେବେ ଆଗକୁ ଅର୍ଥାତ୍‌ ୨୦୨୨ରେ ଲୋକଙ୍କ ଉପରେ ଏ ବାବଦ ବୋଝ ଆହୁରି ଅଧିକ ପଡିବ । ମିଳିଥିବା ସୂଚନା ଅନୁସାରେ ୨୦୨୨ରେ ସୁନାଗହଣା ରେଟ୍‌ ପ୍ରାୟ ୭ହଜାର ଅଧିକ ହେବ । ଅର୍ଥାତ୍‌ ୧୦ ଗ୍ରାମ ସୁନା
Read More...

୨୫ଟଙ୍କା କମିଲା ପେଟ୍ରୋଲ ଦର

ରାଞ୍ଚି :ଦେଶରେ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ ଜନ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଝାଡଖଣ୍ଡ ସରକାର ରାଜ୍ୟବାସୀଙ୍କୁ ଏ କ୍ଷେତ୍ରରେ ଆଶ୍ୱସ୍ତି ଦେଇଛନ୍ତି । ରାଜ୍ୟରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୨୫ଟଙ୍କା ହ୍ରାସ କରାଯାଇଛି । ମୁଖ୍ୟତଃ ୨ ଚକିଆ ଯାନ ପାଇଁ ଏହି
Read More...

କରୋନା ଯୋଗୁଁ ବନ୍ଦ ହୋଇଗଲା ସିନେମା ହଲ୍‌; ବିରୋଧରେ ସ୍ବର ଉତ୍ତୋଳନ କଲେ ଜନତା

ବ୍ରସେଲ୍ସ ୨୮/୧୨: ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କୋଭିଡ-୧୯ କଟକଣାକୁ ଏବେ ପ୍ରାଥମିକତା ଦିଆଯାଉଛି। ଏଥି ପାଇଁ ସରକାର ମାନେ ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି। ଓମିକ୍ରନ୍‌ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାର‌େ। ଏହାରି ମଧ୍ୟରେ ବେଲଜିୟମର
Read More...

ଏୟାରଟେଲ ପରେ ଜିଓ ରିଚାର୍ଜ ପ୍ଲାନ୍ ମହଙ୍ଗା ହେଲା

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (ଭିଆଇ) ଏବଂ ଏୟାରଟେଲ ପରେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହାର ପ୍ରିପେଡ୍ ପ୍ଲାନ ମହଙ୍ଗା କରିବାକୁ ଘୋଷଣା କରିଛି। ଡିସେମ୍ବର ୧ ତାରିଖରୁ ରିଲାଏନ୍ସ ଜିଓ ତା’ର ପ୍ରିପେଡ୍ ପ୍ଲାନର ବୃଦ୍ଧି କାର୍ଯ୍ୟକାରୀ ହେବ। ପ୍ରିପେଡ୍ ଟାରିଫ୍ ଦର ବୃଦ୍ଧି ସହ ଜିଓ ପ୍ରିପେଡ୍
Read More...

ଆଣ୍ଟାର୍କଟିକାରେ ପ୍ରଥମ ଥର ଅବତରଣ କଲା ବାଣିଜ୍ୟିକ ବିମାନ

କେପଟାଉନ ୨୫।୧୧:  ବରଫାବୃତ ଆଣ୍ଟାର୍କଟିକାରେ ଏକ ବାଣିଜ୍ୟିକ ବିମାନ ପ୍ରଥମ ଥର ପାଇଁ ଅବତରଣ କରିଛି । ପାଇଲଟର କାର୍ଲୋସ ମିରପୁରି ଏବଂ ତାଙ୍କର ଅନ୍ୟ ସହ କର୍ମଚାରୀଗଣ କେପଟାଉନରୁ ୪୫୦୬ କିଲୋମିଟର ଯାତ୍ରା କରିବାର ପ୍ରାୟ ୫ ଘଣ୍ଟା ପରେ ଆଣ୍ଟାର୍କଟିକାରେ ଅବତରଣ କରିଥିଲେ । ହାଇ ଫ୍ଲାଇ
Read More...

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଦୀପାବଳି ଭେଟି ସ୍ୱରୂପ କେନ୍ଦ୍ର ସରକାର ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ।
Read More...

ବଢିପାରେ ଏଲ୍‌ପିଜି ଦର

ନୂଆଦିଲ୍ଲୀ : ଦେଶର ବଢୁଥିବା ଦରଦାମ ଦେଖି ଗ୍ରାହକଙ୍କ ଉପରେ ପଡିଛି ଚଡକ । ପେଟ୍ରୋଲ, ପନିପରିବା ପରେ ଏବେ ପୁଣିଥରେ ବଢିବାକୁ ଯାଉଛି ଏଲ୍‌ପିଜି ସିଲିଣ୍ଡର । ଆସନ୍ତା ସପ୍ତାହ‌ରେ ଆହୁରି ଦରବୃଦ୍ଧି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଏବେ ପ୍ରତି ସିଲିଣ୍ଡର ପିଛା
Read More...

ଦୁଇ ଦିନ ପରେ ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଦୁଇ ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ଏବଂ ଡିଜେଲ ଦର ୩୫-୩୫ ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୯୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ବିକ୍ରି ହେଉଛିା
Read More...

ନଭେମ୍ବର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଆଗକୁ ଆପଣଙ୍କୁ ଜରୁରୀ ବ୍ୟାଙ୍କ କାମ ରହିଛି କି ? ଯଦି ଆପଣଙ୍କର ବହୁତ ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଆପଣ ଏହି ଖବର ନିଶ୍ଚିତ ପଢନ୍ତୁ। ବ୍ୟାଙ୍କିଂ ସେବାରେ ଯେଭଳି କୌଣସି ବାଧା ନ ଉପୁଜେ, ତେଣୁ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାଲିକା ପୂର୍ବରୁ ହିଁ ଘୋଷଣା କରିଥାଏ। ଅକ୍ଟୋବର ମାସ
Read More...

ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ : ସରକାରୀ ତେଳ କମ୍ପାନୀମାନେ ଗୁରୁବାର ପାଇଂ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି । ଆଜି ପୁଣି ଥରେ ତେଳ ଦର ବଢିଛି, ଯାହା ସାଧାରଣ ଜନତାଙ୍କୁ ଝଟକା ଦେଇଛି । ଆଜି ଡିଜେଲ ଲିଟର ପ୍ରତି ୩୮ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଲିଟର ପ୍ରତି ୩୬ ପଇସା ବଢିଛି ।
Read More...