Browsing Category

ମନୋରଞ୍ଜନ

ସବା ଆଜାଦଙ୍କ ସହ ଘର ସଂସାର କରିବେ ହ୍ରିତିକ ? ଖୁବଶୀଘ୍ର ନେଇପାରନ୍ତି ସାତଫେରି

ବଲିଉଡ ଅଭିନେତା ହ୍ରିତିକ ରୋଶନ ତାଙ୍କ ପ୍ରେମ ଜୀବନ ଯୋଗୁଁ ସବୁବେଳେ ଚର୍ଚ୍ଚାର ରହିଆସିଛନ୍ତି । ଆଜିକାଲି ତାଙ୍କ ନାମ ଗାୟକ ତଥା ଅଭିନେତ୍ରୀ ସବା ଆଜାଦଙ୍କ ସହ ଜଡିତ ହେଉଛି । ନିକଟରେ ସବା ଆଜାଦ ରୋଶନ ପରିବାର ସହିତ ମଧ୍ୟାହ୍ନ ଭୋଜନ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଏକ
Read More...

ନିଜ ବିବାହକୁ ନେଇ ଏମିତି କହିଲେ ରଶ୍ମିକା

ନୂଆଦିଲ୍ଲୀ : ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ। ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌
Read More...

କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ବହୁମାତ୍ରାରେ ହ୍ରାସ ପାଇଛି । ଏବେ ଦେଶରେ ଦୈନିକ ପଜିଟିଭ ସଂଖ୍ୟା ୩୦ ହଜାର ତଳକୁ ଖସି ଆସିଲାଣି । ତେବେ ଏହା ସତ୍ତେ୍ୱ କେତେକ ରାଜ୍ୟ ବିଭିନ୍ନ ଆଳରେ ଅତିରିକ୍ତ କଟକଣା ଲାଗୁ କରିଛନ୍ତି,ଯାହା କି ଠିକ ନୁହେଁ । ଏହି କଟକଣାକୁ ହଟାଇବା
Read More...

ଫିଲ୍ମ ଛାଡି ବ୍ୟବସାୟ କରିବାକୁ ଚାହୁଁଥିଲେ ରଶ୍ମିକା

ମୁମ୍ବାଇ : ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ହେଲେ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପୁଷ୍ପା: ଦି ରାଇଜ’ ତାଙ୍କୁ ବହୁ ଲୋକପ୍ରିୟତାର କରିଛି। ଏବେ ସେହି ଫିଲ୍ମ , ତା ଡାଇଲଗ ସବୁ ଆଡେ ଡିମାଣ୍ଡରେ
Read More...

ଆଉ ନାହାନ୍ତି “ମହାଭାରତ’ର ଭୀମ

ନୂଆଦିଲ୍ଲୀ: ଗାୟିକା ଲତା ମଙ୍ଗେସକରଙ୍କ ପରଲୋକଜନିତ ଦୁଃଖକୁ ଏଯାଏ ଲୋକେ ଭୁଲି ନଥିବା ବେଳେ ଆଜି ଆସିଛି ଆଉ ଏକ ଦୁଃଖଦ ଖବର । ବିଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଟିଭି ସିରିଏଲ ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ଆଉ ନାହାନ୍ତି । ଆଜି ୭୪ ବର୍ଷ ବୟସରେ ତାଙ୍କର
Read More...

ବିବାହ ପ୍ରସ୍ତୁତିରେ ଲାଗିପଡିଲେଣି ଆଲିଆ ଓ ରଣବୀରଙ୍କ ପରିବାର, ତାରିଖକୁ ନେଇ ଆସିଲା ବଡ ଖବର

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ୨୦୨୨ ମସିହାରେ ଏହି ପ୍ରେମ ଯୋଡି ହାତକୁ ଦି ହାତ ହେବେ ବୋଲି କୁହାଯାଉଛି । ସୂଚନାନୁସାରେ, ବିବାହ ପାଇଁ ପ୍ରସ୍ତୁତି କ୍ରମାଗତ ଭାବେ ଚାଲିଛି ଏବଂ ଏହି ବର୍ଷ ଏହି ଯୋଡି ସାତଫେରି ନେଇ ସାତ ଜନ୍ମର
Read More...

ହାର୍ଟ ସର୍ଜରୀ କଲେ ବଲିଉଡର କମେଡି କିଙ୍ଗ୍‌ ସୁନୀଲ ଗ୍ରୋଭର

ବଲିଉଡର କମେଡି କିଙ୍ଗ ତଥା ଅଭିନେତା ସୁନୀଲ ଗ୍ରୋଭରଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ହୃଦୟ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତାଙ୍କୁ ହାର୍ଟ ସର୍ଜରୀ କରିବାକୁ ପଡିଛି । ସେ ମୁମ୍ବାଇର ଏସିଆନ୍‌ ହାର୍ଟ ଇନଷ୍ଟିଚ୍ୟୁଟରେ ଅସ୍ତ୍ରୋପଚାର
Read More...

କ୍ରିକେଟରେ ମଧ୍ୟ ପୁଷ୍ପା କ୍ରେଜ୍‌ : ଶ୍ରୀବଲ୍ଲୀ ଗୀତ ଓ ନାଚରେ ଝୁମୁଛନ୍ତି ସେଲିବ୍ରିଟି

ନୂଆଦିଲ୍ଲୀ : ଏବେ ବିଭିନ୍ନ ଦେଶରେ,ବିଭିନ୍ନ କ୍ଷେତ୍ରରେ ଛାଇଯାଇଛି ତେଲୁଗୁ ବ୍ଲକ୍‌ବଶ୍ଚର ଫିଲ୍ମ “ପୁଷ୍ପା- ଦି ରାଇଜ’ । ଫିଳ୍ମର ମୁଖ୍ୟ ନାୟକ ଅଲ୍ଲୁ ଅର୍ଜୁନ ଓ ନାୟିକା ରଶ୍ମିକା ମନ୍ଧଣା । ଫିଲ୍ମର କାହାଣୀ ତ ଯାହା ହୋଇଛି,କିନ୍ତୁ “ଶ୍ରୀବଲ୍ଲୀ’ ଗୀତ ଏବଂ ଏଥିରେ ଅଲ୍ଲୀଙ୍କ ନାଚ
Read More...

ଆଇଟମ୍‌ ନମ୍ବର ପାଇଁ ଅଭିନେତ୍ରୀମାନେ ନିଅନ୍ତି ଏତିକି ଫିସ୍‌, ଏହି ଚୁଲବୁଲି ନାୟିକା ନିଅନ୍ତି ସବୁଠୁ ଅଧିକ

ବଲିଉଡ ଫିଲ୍ମରେ ଆଇଟମ୍‌ ନମ୍ବରର ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଫିଲ୍ମରେ ତଡକା ଲଗାଇବା ପାଇଁ ହେଉକି ଫିଲ୍ମର ପ୍ରଚାର ପ୍ରସାର ପାଇଁ ଆଇଟମ ସଙ୍ଗର ଚାହିଁଦା ଖୁବ୍‌ ବେଶୀ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କେତେକ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନେ ଆଇଟମ ନମ୍ବର କରିବାରେ ମାହିର
Read More...

ଅଲଗା ହେଲେ ଧନୁଷ-ଐଶ୍ୱର୍ଯ୍ୟା, ସୋସିଆଲ ମିଡିଆରେ ସୂଚନା ଦେଲେ

ନୂଆଦିଲ୍ଲୀ : ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଆଉ ଏକ ପାୱାର୍‌ ଫୁଲ୍‌ ଲୋକପ୍ରିୟ ଦମ୍ପତ୍ତି ସେମାନଙ୍କ ବିବାହ ବିଚ୍ଛେଦକୁ ଘୋଷଣା କରିଛନ୍ତି । ନିକଟରେ ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ଖବର ଶୁଣିବା ପରେ ଏବେ ପୁଣି ଥରେ ଆଉ ଏକ ଷ୍ଟାରଙ୍କ ବିଷୟରେ ଶୁଣିବାକୁ ମିଳିଛି । ତାହା ପୁଣି
Read More...