Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ଜାଣନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କ ଝିଅର ନାମ
ଗତ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ପିତାମାତା ହୋଇଥିଲେ । ପ୍ରିୟଙ୍କା ଏପର୍ଯ୍ୟନ୍ତ ତାଙ୍କ ଝିଅର ନାମ ପ୍ରକାଶ କରିନାହାଁନ୍ତି । ଯଦିଓ ରିପୋର୍ଟ ଅନୁଯାୟୀ, ତାଙ୍କ ଝିଅର ନାମ ମାଲତୀ ମାରି ବୋଲି କୁହାଯାଉଛି । ପ୍ରିୟଙ୍କା ସରୋଗେସି ମାଧ୍ୟମରେ ମାଆ ହୋଇଥିଲେ । ଖବର ମୁତାବକ!-->…
Read More...
Read More...
ଆରପାରିରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଟି.ରାମାରାଓ
ମୁମ୍ବାଇ,୨୦/୪: ବଲିଉଡ ଜଗତର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ଟି ରାମାରାଓଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅଭିନେତା ଅନୁପମ ଖେର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିବା ବେଳେ ବୟସାଧିକ୍ୟ!-->…
Read More...
Read More...
ସାମନ୍ଥାଙ୍କଠୁ ଅଲଗା ହେବା ପରେ ଦ୍ୱିତୀୟ ବିବାହ ଯୋଜନା କଲେଣି ନାଗା ଚୌତନ୍ୟ
ସାମନ୍ଥା ରଥ ପ୍ରଭୁ ଏବଂ ନାଗା ଚୌତନ୍ୟ ଅଲଗା ହେବାର ଦୀର୍ଘ ଦିନ ହୋଇଗଲାଣି । ଉଭୟ ଏକଦା ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ହିଟ୍ ଦମ୍ପତିମାନଙ୍କ ମଧ୍ୟରୁ ଜଣେ ଥିଲେ । ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ରହିବା ପରେ ଉଭୟ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା!-->…
Read More...
Read More...
ପ୍ରତୀକ୍ଷାର ଅନ୍ତ : ଶେଷରେ ପତି-ପତ୍ନୀ ହେଲେ ରଣବୀର-ଆଲିଆ
ମୁମ୍ବାଇ : ସବୁ ଗୁଜବ,କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର । ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି!-->…
Read More...
Read More...
ବିବାହ ତାରିଖ ବଦଳାଇଲେ ଆଲିଆ-ରଣବୀର
ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହର ପ୍ରକୃତ ତାରିଖକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଆଲିଆଙ୍କ କିଛି ବନ୍ଧୁ ଏପ୍ରିଲ୍ ୧୪ରେ ଦୁହିଁଙ୍କ ବିବାହ ହେବ ବୋଲି କହିଥିବା ବେଳେ କିଛି ଏପ୍ରିଲ୍ ୧୫ ରେ ବିବାହ ହେବ ବୋଲି କହିଥିଲେ। ଏବେ ବିବାହ କାର୍ଯ୍ୟକ୍ରମର!-->…
Read More...
Read More...
ଅଲୁ ଅର୍ଜୁନ-ସ୍ନେହାଙ୍କ ଲଭଷ୍ଟୋରୀ, ପ୍ରଥମ ଦେଖାରେ ହୋଇଥିଲା ପ୍ରେମ
ହାଇଦ୍ରାବାଦ : ପୁଷ୍ପା ଷ୍ଟାର ଅଲୁ ଅର୍ଜନ ଏବେ ସାରା ଦେଶରେ ପରିଚିତ ନାମ । ତାଙ୍କର କ୍ରେଜ ଏବେ ବିଦେଶ ପର୍ଯ୍ୟନ୍ତ ମଧ୍ୟ ଲମ୍ବିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିଲା ପୁଷ୍ପା ଫିଲ୍ମକୁ ନେଇ ସେ ଏବେ ଘରେ ଘରେ ପରିଚିତ । ତାଙ୍କର ଡ୍ୟାନ୍ସକୁ ଏବେ ଦେଶ ତଥା ବିଦେଶର ନକଲ କରୁଥିବା!-->…
Read More...
Read More...
ଜାଣନ୍ତୁ,କଙ୍ଗନାଙ୍କ ଉପରେ କାହିଁକି ବର୍ଷିଲେ କୋର୍ଟ
ମୁମ୍ବାଇ: ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍ ମାମଲାରେ ତାଙ୍କ ଅଡୁଆ ଆହୁରି ବଢିଛି । କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ନିକଟରେ କଙ୍ଗନା ଆନ୍ଧେରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ!-->…
Read More...
Read More...
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ RRR
ନୂଆଦିଲ୍ଲୀ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ବିଉଟି ଆଲିୟା ଭଟ୍ଟଙ୍କ ସହ ସାଉଥଷ୍ଟାର ରାମଚରଣ, ଜୁନିୟର ଏନଟିଆର ଏବଂ ଅଜୟ ଦେଗବନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା!-->…
Read More...
Read More...
ଭିନ୍ନ ଲୁକ୍ରେ ତାପସୀ ପନ୍ନୁ
ମୁମ୍ବାଇ,୨୨/୩ : ବଳିଉଡ ନାୟିକା ତାପସୀ ପନ୍ନୁଙ୍କୁ ପରଦାରେ ପୂରା ଏକ ଭିନ୍ନ ଚେହେରାରେ ଦେଖିବାକୁ ମିଳିବ । ଭୂମିକା ନୂଆ,ଚେହେରା ବି ସ୍ୱତନ୍ତ୍ର । ହୋଲି ଅବସରରେ ରିଲିଜ ହୋଇଛି ‘ସାବାସ ମିଠୁ’ର ଟିଜର । ଏହା ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ!-->…
Read More...
Read More...
ସଲମାନଙ୍କୁ ମିଳିଲା ଏହି ବଡ଼ ଆଶ୍ୱସ୍ତି
ନୂଆଦିଲ୍ଳୀ, ୨୨/୩ : କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ମିଳିଛି ବଡ ଆଶ୍ୱସ୍ତି । ସୋମବାର ଦିନ ରାଜସ୍ଥାନ ହାଇକୋର୍ଟ ହରିଣ ଶିକାର ମାମଲାରେ ସୁପରଷ୍ଟାର ସଲମାନ ଖାନଙ୍କ ମାମଲା ସ୍ଥାନାନ୍ତର ଆବେଦନକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସଲମାନଙ୍କ ସହ ଜଡିତ!-->…
Read More...
Read More...