Browsing Category

ଜୀବନଚର୍ଯ୍ୟା

ଜାଣନ୍ତୁ ଆଜି କେତେ ରହିଛି ସୁନା ଓ ରୁପା ଦର

ସାମାନ୍ଯ କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୧୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୦,୩୨୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା
Read More...

ଆଜି ବିଶ୍ୱ ଇଞ୍ଜିନିୟର ଦିବସ; ଜାଣନ୍ତୁ କାହିଁକି ଏହି ଦିବସକୁ କରାଯାଏ ପାଳନ,କ’ଣ ରହିଛି ଏହା ପଛରେ ଇତିହାସ

ଭୁବନେଶ୍ୱର : ଆଜି ବିଶ୍ୱ ଇଞ୍ଜିନିୟର ଦିବସ। ଭାରତରତ୍ନ ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ । ୧୯୫୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ
Read More...

ଅଦ୍ଭୁତ ଭକ୍ତ, ୬ ଲକ୍ଷ ଟଙ୍କାରେ କିଣିଲେ ନଡ଼ିଆ

ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ମାପିବା ଅସମ୍ଭବ । ଏହି କ୍ରମରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର ମନ୍ଦିରରେ ପ୍ରଭୁ ମଲିମଙ୍ଗରାୟଙ୍କ ଗାଦିରେ ଥିବା ଏକ ନଡ଼ିଆ ପାଇବାର ସୁଯୋଗ
Read More...

କଙ୍କାଳ ସହିତ ଖେଳୁଛନ୍ତି ମହିଳା,ଭାଇରାଲ ହେଲା ଫଟୋ

ଶ୍ମଶାନର ନାଁ ଶୁଣିବା ମାତ୍ରେ । ଆମ ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥାଏ । ମାତ୍ର ବର୍ତ୍ତମାନ ଏମିତି ଏକ ଫୋଟ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭାବରେ ଡରିଯିବେ। ଏହି ଭାଇରାଲ ଫଟୋରେ ଦେଖିବାକୁ ମିଳିଛି କି ଜଣେ ମୃହିଳା ଶ୍ମଶାନରେ ଥାଇ ହାତରେ କଙ୍କାଳଟିଏ ଧରିଥନ୍ତି । ଆଉ
Read More...

୩ କେଜି ସୁନାରେ ଲେହେଙ୍ଗା

ସୁରତ : ଭିନ୍ନ ଭିନ୍ନ ପୋଷାକର ଡିଭାଇନ ମଧ୍ୟ ବିଭିନ୍ନ। ସଭିଏଁ ନିଜର ଚାହିଦା ଓ ପସନ୍ଦ ଅନୁଯାୟୀ ପୋଷାକ କିଣିଥାଆନ୍ତି। ତେବେ ସାଧାରଣତଃ ଲେହେଙ୍ଗା ବିବାହ, ସ୍ୱତନ୍ତ୍ର ପୂଜାପର୍ବାଣି ସମୟରେ ପିନ୍ଧିଥାଆନ୍ତି। ତେବେ ଜାଣନ୍ତୁ ଏକ ସ୍ୱତନ୍ତ୍ର ଲେହେଙ୍ଗା ବିଷୟରେ। ୩ କେଜି ସୁନାରେ ତିଆରି
Read More...

ପାଣିରେ କାହିଁକି ଭାସେ ମୃତ ଶରୀର ? ଜାଣନ୍ତୁ ଏହାର କାରଣ

ଆପଣ ମାନେ କେବେ ଭାବିଛନ୍ତି କି ଶବ ପାଣିରେ ଭାସେ କାହିଁକି? କିନ୍ତୁ ଆପଣ ମାନେ କେବେ ନା କେବେ ପାଣିରେ ପହଁରିଥିବେ ନିଶ୍ଚୟ ସେହି ସମୟରେ ଆପଣ ମାନେ ଭାସନ୍ତି ନାହିଁ । ହେଲେ ଜଣେ ବ୍ୟକ୍ତିର ମୃତ ଅବସ୍ଥାରେ କାହିଁକି ପାଣିରେ ଭାସିବାକୁ ଲାଗେ ? ତେବେ ଆଜି ଆମେ ଏହାର କାରଣ ସମ୍ପର୍କରେ
Read More...

ଘରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଅନୁଚିତ ଜାଣନ୍ତୁ

ଘରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। ବାସ୍ତୁ ଅନୁଯାୟୀ ଘରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଉଚିତ ନୁହେଁ ଜାଣନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ତୁଳସୀ ଗଛ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଘରେ ତୁଳସୀ ଗଛ
Read More...

ସକାଳୁ କରନ୍ତୁ ଏମିତି, ଅଳ୍ପ ଦିନରେ ଓଜନ ହ୍ରାସ ପାଇବ

ଆଜିକା ସମୟରେ ସମସ୍ତଙ୍କ ଇଛା ପତଳା ହୋଇ ଫିଟ ନଜର ଆସିବେ । ହେଲେ ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ହୁଏ ନାହିଁ । କିନ୍ତୁ କିଛି ଅଭ୍ୟାସ ଏପରି ରହିଛି ଯାହାକୁ ପ୍ରତିଦିନ ସକାଳ ସମରେ କରିବା ଦ୍ୱାରା ଆପଣ ଏକଦମ ଫିଟ ରହିବେ ଓ ଓଜନ ମଧ୍ୟ କମ ରହିବ । ଯେଉଁମାନେ ପତଳା ହେବାକୁ
Read More...

ମେଦବହୁଳତା ପାଇଁ ଚିନ୍ତିତ କି ? ଏହି ଉପାୟରେ କରନ୍ତୁ ଓଜନ ହ୍ରାସ

ଜୀବନଶୈଳୀରେ ଆଜିକା ସମୟର ପରିବର୍ତ୍ତନ ହେତୁ ଓଜନ ବୃଦ୍ଧି ହେବାରେ ଲାଗିଛି । ଲୋକମାନେ ଓଜନ ହ୍ରାସ କରିବାକୁ ଅନେକ ପଦକ୍ଷେପ ନିଅନ୍ତି । ଆଜି ଆପଣଙ୍କୁ ଏପରି ପାନୀୟ ବିଷୟରେ କହିବୁ, ଯାହା ପ୍ରତିଦିନ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମେଦବହୁଳତା ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ
Read More...

ଶସ୍ତା ହେଲା ସୁନା ଓ ରୁପା; ଜାଣନ୍ତୁ କଣ ରହିଛି ଆଜିର ଦାମ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬ ଟଙ୍କା ହୋଇଛି । ସେହିପରି ରୂପା ଦାମ୍ ୦.୧୩ ପ୍ରତିଶତ ହ୍ରାସ ପାଇ ୬୫,୨୦୮
Read More...