Browsing Category

ଜୀବନଚର୍ଯ୍ୟା

ଚଢେ଼ଇମାନେ ଦିଗ ଜାଣନ୍ତି କିପରି

ପକ୍ଷୀମାନେ ହଜାର ହଜାର ମାଇଲ ଅତିକ୍ରମ କରି ଆସିବାପରେ ବି ପୁଣି ନିଜ ପ୍ରକୃତ ବାସସ୍ଥଳୀକୁ ଫେରିଯାଇଥାନ୍ତି । ଏଥିରୁ ଏହା ଜଣା ପଡେ ଯେ, ସେମାନେ ଦିଗ ଏବଂ ନିଜ ତଥା ବାସସ୍ଥଳୀର ଅବସ୍ଥିତି ଜାଣବାରେ ଓସ୍ତାଦ ଅଟନ୍ତି । ହେଲେ ସେମାନେ ଏହା ଜାଣନ୍ତି କେମିତ? ବର୍ଷ ବର୍ଷ ଧରି
Read More...

ଭଲ ଖବର: ଗର୍ଭାବସ୍ଥାରେ ଖାଲି ସମୟରେ ଅଳଙ୍କାର ଡିଜାଇନ୍ କରିବା ଆରମ୍ଭ କରିଥିଲେ, ଆଜି ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କା…

ଅହମ୍ମଦାବାଦ ନିବାସୀ ବିଶ୍ୱ ମୋଦୀ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ୨୦୧୬ ରେ ସେ ଗର୍ଭଧାରଣ ହେତୁ ଅଫିସ ଯିବା ବନ୍ଦ କରିଦେଇଥିଲେ । ସେହି ଦିନଠାରୁ ଘରେ ରହିବାକୁ ଲାଗିଲେ । ଏହି ସମୟ ମଧ୍ୟରେ ତାଙ୍କର ଅଧିକାଂଶ ସମୟ ନଷ୍ଟ ହେଉଥିଲା । ସେ ନିଜକୁ ମନୋରଞ୍ଜନ କରିବା ପାଇଁ କିଛି କାମ
Read More...

ପୂଜାଘରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ୍…

ପୂଜାପାଠ ପାଇଁ ସମସ୍ତଙ୍କ ଘରେ ସ୍ୱତନ୍ତ୍ର ପୂଜାଘର ରହିଥାଏ । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ପୂଜା କରିବା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ଆସିବା ସହିତ ପ୍ରଗତିର ପଥ ଖୋଲିଥାଏ । କିନ୍ତୁ ପୂଜା ସ୍ଥଳିରେ କିଛି ଜିନିଷ ରଖିବା ଏବଂ ପୂଜା ସମୟରେ କିଛି ଭୁଲ୍ କରିବା ଠାରୁ ଦୂରେଇ ରହିବା
Read More...

ପ୍ରେରଣାର ଉତ୍ସ : ୭୭ ବର୍ଷ ବୟସରେ ବି ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଅହମଦାବାଦ : ଦୃଢ ସଂକଳ୍ପ, ନିଷ୍ଠା ଓ ସକରାତ୍ମକ ବିଚାରଧାରା ଥିଲେ କୌଣସି କାର୍ଯ୍ୟ ଅସାଧ୍ୟ ହେବନି । ବୟସ ବି ତା ପାଖରେ ହାର ମାନିବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉର୍ମିଲା ଜମୁନାଦାସ । ପ୍ରେରଣାର ଉତ୍ସ ପାଲଟିଛନ୍ତି ଏହି ୭୭ ବର୍ଷିୟ ମହିଳା । ୭୭ ବର୍ଷ ବୟସରେ ବି ତାଙ୍କଠାରେ ଯେଉଁ
Read More...

ଏହି ଗୁଣଧାରୀ ପୁରୁଷମାନେ ଭଲ ପିତା ହୋଇପାରିବେ

ଯେଉଁ ପୁରୁଷମାନଙ୍କ ପାଖରେ ସାହସ,ରୋମାଞ୍ଚ ଏବଂ ଜିତିବାର ସାମର୍ଥ୍ୟ ଥାଏ,ସେମାନେ ଭଲ ପିତା ହୋଇ ପାରିଥାନ୍ତି । ଓହିଓ ଷ୍ଟେଟ ୟୁନିଭରସିଟି ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି । ଗବେଷକମାନେ ଦାବି କରିଛନ୍ତି ଯେ ଏହି ଗୁଣଗୁଡ଼ିକ ପିତାମାତାଙ୍କ ଆଚରଣକୁ ସକରାତ୍ମକ କରିବାରେ
Read More...

ଲଙ୍କା ମିନାର : ଯେଉଁଠିକୁ ଭାଇଭଉଣୀ ଏକାଠି ଯାଇପାରିବେନି, ଜାଣନ୍ତୁ ଏହାର କାରଣ

ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାର କଲପି ନାମକ ଏକ ସ୍ଥାନ ଅଛି ଯେଉଁଠାରେ ଲଙ୍କା ମିନାର ନାମକ ଏକ ଟାୱାର ଅଛି ଯାହା ମଥୁରା ପ୍ରସାଦ ଦ୍ୱାରା ନିର୍ମିତ ହୋଇଥିଲା । ପ୍ରାୟ ୨୧୦ ଫୁଟ ଉଚ୍ଚରେ ଥିବା ଏହି ଟାୱାରକୁ ଯାଇ ଆପଣ ଦେଖିପାରିବେ ଯେ ରାବଣ ଏବଂ ତାଙ୍କ ପରିବାରର ପ୍ରତିମୂର୍ତ୍ତି ସ୍ଥାପିତ
Read More...

ଜାଣନ୍ତୁ, ହନୁମାନଙ୍କ ପୂଜାରେ କାହିଁକି ଶାନ୍ତି ହୁଅନ୍ତି ଶନିଦେବ

ଭଗବାନ ହନୁମାନଙ୍କୁ ଶିବଙ୍କ ଅବତାର ବୋଲି ବିବେଚନା କରାଯାଏ । ଏଥିସହିତ ଏହା ମଧ୍ୟ କୁହାଯାଇଛି ଯେ ହନୁମାନ ଜୀଙ୍କ ପୂଜାରେ ଶାନିଦେବ ଶାନ୍ତ ହୁଅନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଯେତେବେଳେ ହନୁମାନ ଜୀ ଶିବଙ୍କର ଅବତାର, ସେତେବେଳେ ହନୁମାନ ଜୀଙ୍କ ପୂଜା କରିବା ପରେ ଶନି ଦେବ
Read More...

ପେଣ୍ଟିଂର ଦାମ୍ ଏତିକି ଟଙ୍କା

ପ୍ରସିଦ୍ଧ ଫ୍ରେଞ୍ଚ୍ କଳାକାର କ୍ଲାଉଡ୍ ମୋନେଟ୍‌ଙ୍କ ମନ ମୁଗ୍ଧକର ୱାଟର୍ ଲିଲିଜ୍‌(ନୀଳକମଳ) ପେଣ୍ଟିଂ ୫.୪୦ କୋଟି ଡଲାର୍‌ରେ ବିକ୍ରି ହୋଇଛି । ମୋନେଟ୍‌ଙ୍କୁ ଏ ପର୍ଯ୍ୟନ୍ତ ତାଙ୍କ କାଳାକୃତି ପାଇଁ ସମଗ୍ର ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ରାଶି ପ୍ରାପ୍ତ ହୋଇଛି । ତାଙ୍କ ଚିତ୍ରକୁ ସ୍ଥାନୀୟ
Read More...

ନାମର ପ୍ରଥମ ଅକ୍ଷର କହିବ ଆପଣ କେତେ ରୋମାଣ୍ଟିକ

ବ୍ୟକ୍ତିର ନାମ ତାର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ଏହା ସହ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ୱ ଓ ସେ କେତେ ଭାଗ୍ୟଶାଳୀ ତାହା କହି ଦିଏ ବୋଲି କୁହାଯାଏ । କିନ୍ତୁ ଜାଣିଛନ୍ତି କି ନାମର ପ୍ରଥମ ଅକ୍ଷରରୁ ଜଣାପଡିଯାଏ ଜଣେ ବ୍ୟକ୍ତି
Read More...

ମହିଳାମାନଙ୍କୁ କାହିଁକି ଧୋକା ଦିଅନ୍ତି ପୁରୁଷ

ମଣିଷଙ୍କ ସମ୍ପର୍କ ବିଶେଷକରି ସ୍ତ୍ରୀ-ପୁରୁଷଙ୍କ ସମ୍ବନ୍ଧ ବିଶ୍ୱାସ ଏବଂ ଭରସାରେ ଯୋଡ଼ିଥାଏ । କିନ୍ତୁ ଏଭଳି କାହିଁକି ହୁଏ କି ଗୋଟେ ମୁହୂର୍ତ୍ତରେ ବର୍ଷକର ସମ୍ପର୍କରେ ଫାଟ ଆସିଯାଏ ଏବଂ ତାହା ଭାଙ୍ଗିଯାଏ । କାହିଁକି ହାତରେ ହାତ ରଖି ଚାଲୁଥିବା ମଣିଷ ହଠାତ୍‌ରେ ବିଶ୍ୱାସଘାତ କରେ । ମହିଳା
Read More...