Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଜାନୁଆରୀ ୩୧ ରୁ ସଂସଦର ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ : ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ସଂସଦର ବଜେଟ୍ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ଜାନୁଆରୀ ୩୧ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପିତ ହେବ ।!-->…
Read More...
Read More...
ମକର ସଂକ୍ରାନ୍ତି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଫିସିଆଲ୍ ଟ୍ୱିଟର!-->…
Read More...
Read More...
ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ଟିକାକୁ ନେଇ ହେଉଥିବା ଅପପ୍ରଚାର ରୋକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୋନା ତଥା ଓମିକ୍ରନ ସଂକ୍ରମଣ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତିି । ଟିକାକୁ ନେଇ ଦେଶରେ ହେଉଥିବା ଅପପ୍ରଚାର ନେଇ ସେ ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଅପପ୍ରଚାରକୁ ରୋକିବା ପାଇଁ!-->…
Read More...
Read More...
ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ : ୩ ମୃତ,ସଂଖ୍ୟାଧିକ ଆହତ
ଜଲପାଇଗୁଡ଼ି : ପଶ୍ଚିମ ବଙ୍ଗରେ ଏକ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଟନାରୁ ଗୌହାଟି ଯାଉଥିବା ଏହି ଟ୍ରେନ ଜଲପାଇଗୁଡ଼ିରେ ଲାଇନଚ୍ୟୁତ ହୋଇଛି । ୫/୬ ବଗି ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ!-->…
Read More...
Read More...
ରାଜସ୍ତାନରେ ନିର୍ଭୟାର ପୁନରାବୃତ୍ତି: ମୃତ୍ୟୁ ସହ ସଂଘର୍ଷ କରୁଛି ବଧିର ନାବାଳିକା
ଅଲୱାର : ଆଜିକୁ ନଅ ବର୍ଷ ତଳେ ୨୦୧୨ରେ ରାଜଧାନୀ ନୂଆଦିଳ୍ଲୀରେ ହୋଇଥିଲା ହୃଦୟବିଦାରକ,ଲୋମଟାଙ୍କୁରା ତଥା ପୈଶାଚିକ ନିର୍ଭୟା ଗଣବଳାକ୍ରାର ଘଟଣା,ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିବା ସହ ସମସ୍ତଙ୍କ ହୃଦୟକୁ ଥରାଇଦେଇଥିଲା । ଗଣବଳାକ୍ରାରରେ ଆଖିବୁଜି ଦେଇଥିଲା ସେହି ଝିଅଟି । ଏହି ଘଟଣାକୁ!-->…
Read More...
Read More...
ନିଷ୍ଠା ଓ ସଂକଳ୍ପର ସୁଫଳ : ୭୭ ବର୍ଷରେ ଦଶମ ପାସ୍ କଲେ ବୃଦ୍ଧ
ଜାଲୋର : ଇଚ୍ଛା ଶକ୍ତି,ଦୃଢ ସଂକଳ୍ପ ଓ ପ୍ରଗାଢ ନିଷ୍ଠା ଥିଲେ ଦିନେ ନା ଦିନେ ସଫଳତା ମିଳିଥାଏ । ବୟସ ବି ତା ଆଗରେ ହାର ମାନେ । ଏହାର ଅନ୍ୟ ଏକ ଦୃଷ୍ଟାନ୍ତ ହେଉଛନ୍ତି ହୁକାମଦାସ ବୈଷ୍ଣବ । ପରିଣତ ବୟସ । ବୟସ ଆସି ୭୭ରେ ପହଞ୍ଚିଲାଣି । କିନ୍ତୁ ଇଚ୍ଛା ଶକ୍ତି ଅସୀମ । ଏହି ପରିଣତ ବୟସରେ ସେ!-->…
Read More...
Read More...
ଏସ୍. ସୋମନାଥ ହେଲେ ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ : ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର (ଭିଏସଏସସି) ନିର୍ଦ୍ଦେଶକ ତଥା ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ଏସ୍. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।!-->…
Read More...
Read More...
୨ କୋଟି ଟପିଲା କିଶୋର ଟିକାକରଣ
ନୂଆଦିଲ୍ଲୀ : ଦେଶରେ କିଶୋର(୧୫ରୁ ୧୮ ବର୍ଷ) ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ସୁଦ୍ଧା ୨କୋଟିରୁ ଅଧିକ କିଶୋରଙ୍କୁ ଟିକା ଦିଆଯାଇସାରିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସକ୍ରିୟ ମାମଲା ୯.୫ ଲକ୍ଷ ଅତିକ୍ରମ!-->…
Read More...
Read More...
୫ ରାଜ୍ୟରେ ବିଧାନସଭା ଭୋଟ ତାରିଖ ଘୋଷଣା ପରଠୁ ବଢୁଛି ସଂକ୍ରମଣ
ନୂଆଦିଲ୍ଲୀ : କରୋନା ତଥା ଓମିକ୍ରନ ସଂକ୍ରମଣର ଦ୍ରୁତ ବୃଦ୍ଧି ନେଇ ଲୋକେ ଓ ସରକାର ମଧ୍ୟ ଚିନ୍ତିତ । କିନ୍ତୁ ସରକାର ଗୋଟିଏ ପଟେ ଚିନ୍ତା ପ୍ରକଟକରି ବିଭିନ୍ନ ପ୍ରକାର କଟକଣା ଲଗାଉଥିବା ବେଳେ ଅନ୍ୟପଟେ ଏମିତସବୁ ପଦକ୍ଷେପ ନେଉଛନ୍ତି, ଯାହା ସଂକ୍ରମଣ ଠାରୁ ଆହୁରି ଚିନ୍ତାଜନକ ଓ ଚକିତ କଲା!-->…
Read More...
Read More...
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ଫସିବା ଘଟଣା, ଯାଞ୍ଚ ଟିମ୍ ଗଠନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ଫସିବା ଘଟଣା । ମାମଲାରେ ସଠିକ୍ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।ମାମଲାର ଶୁଣାଣି ଚାଲିଥିବା ସମୟରେ ସୁପ୍ରିମକୋର୍ଟର!-->…
Read More...
Read More...