ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

0 36

ନୂଆଦିଲ୍ଲୀ : ଅମର ଜବାନ ଜ୍ୟୋତିକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍‌ ଉିପରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପିଏମ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ,ବର୍ତ୍ତମାନ ସାରା ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ମୁଁ ଖୁସିର ସହ ଘୋଷଣା କରୁଛି ଯେ, ଗ୍ରାନାଇଟ୍‌ରେ ପ୍ରସ୍ତୁତ ତାଙ୍କର ଭବ୍ୟ ପ୍ରତିମା ଇଣ୍ଡିଆ ଗେଟ୍‌ ଉପରେ ସ୍ଥାପନ କରିଯିବ । ଏହାକୁ ଜାନୁଆରୀ ୨୩ ତାରିଖରେ ଉନ୍ମୋଚନ କରାଯିବ ।

hiranchal ad1
Leave A Reply

Your email address will not be published.

3 + 16 =