Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ନୂଆବର୍ଷରୁ କରୋନା ତୃତୀୟ ଲହର !
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଦୈନିକ ୮ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୦ ୮୧ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୬୪ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ, ୭ ୪୬୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ!-->…
Read More...
Read More...
‘ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ ୧୮।୧୨: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦ ଆଗେଇଲା ଭାରତ । ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପ୍ରତିଦିନ ଭାରତ ଆଣବିକ କ୍ଷେତ୍ରରେ ତା’ର ଶକ୍ତି ବୃଦ୍ଧି କରୁଛି । ଓଡ଼ିଶାର ଭଦ୍ରକସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଣବିକ କ୍ଷମତା ସମ୍ପନ୍ନ ‘ଅଗ୍ନି ପ୍ରାଇମ’!-->…
Read More...
Read More...
ଝିଅଙ୍କୁ ୧୬ ବର୍ଷରୁ ବିବାହ କରିଦେବା ଉଚିତ୍, କାରଣ କହିଲେ ସପା ସାଂସଦ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ୧୮ରୁ ୨୧ କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି । ଏହାକୁ ସମାଜବାଦୀ ପାର୍ଟି(ସପା)ର ବହୁ ନେତା ବିରୋଧ କରୁଛନ୍ତି । ଗତକାଲି ଅବୁଆଜମୀ, ଶପିକୁରହମାନ ବର୍କଙ୍କ ପରେ ଆଜି ସପା ସାଂସଦ ଏସଟି ହସନ ମଧ୍ୟ କେନ୍ଦ୍ର ସରକାରଙ୍କ!-->…
Read More...
Read More...
ମିସ ୱାର୍ଲଡ-୨୦୨୧ ସ୍ଥଗିତ, ଭାରତର ମାନସାଙ୍କ ସମେତ ୧୭ କରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଅଟକିଛି ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ଫାଇନାଲ Puerto Ricoରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ!-->…
Read More...
Read More...
ନିଲାମ ହେବ ବିଶ୍ୱର ପ୍ରଥମ ଏସ୍ଏମ୍ଏସ୍, ମିଳିପାରେ ଦେଢକୋଟି ଟଙ୍କା
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଦୁନିଆର ପ୍ରଥମ ଏସ୍ଏମ୍ଏସ୍କୁ ନିଲାମ କରିବାକୁ ଯାଉଛି । ବିଶ୍ୱର ପ୍ରଥମ ଏସ୍ଏମ୍ଏସ୍ ୧୪ ଟି ଶବ୍ଦ ବିଶିଷ୍ଟ ଥିଲା ଏବଂ ଏହା ୧.୫ କୋଟିରୁ ଅଧିକ ମୂଲ୍ୟରେ ନିଲାମ ହେବ ବୋଲି ଆଶା କରାଯାଉଛି । କମ୍ପାନୀ କହିଛି ଯେ ଏହି ଏସ୍ଏମ୍ଏସକୁ ଏକ!-->…
Read More...
Read More...
ଓମିକ୍ରନ | ଦେଶରେ ମାଡିଚାଲିଛି ଓମିକ୍ରନ
ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି ଓମିକ୍ରନ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢୁଛି ଭୟ ।ଗୁରୁବାର ପୁଣି କର୍ଣ୍ଣାଟକରେ ଓମିକ୍ରନର ୫ ଜଣ ଏବଂ ହାଇଦ୍ରାବାଦରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୭କୁ ବୃଦ୍ଧି ପାଇଛି!-->…
Read More...
Read More...
ରାଜଧାନୀରୁ ପୁଣି ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: କରୋନାର ମାରାତ୍ମକ ରୂପ ଓମିକ୍ରନ ଏବେ ଦେଶରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ଓମିକ୍ରନ ପଞ୍ଝାରେ ପଡ଼ୁଥିବା ବେଳେ ସଂକ୍ରମଣ ହାର ବି ବଢ଼ୁଛି। ଏସବୁ ଭିତରେ ଦେଶର ରାଜଧାନୀ ଦିଲ୍ଲୀରୁ ଆଉ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ!-->…
Read More...
Read More...
ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପରଲୋକ | ବିମାନ ଦୁର୍ଘଟଣାରେ ଆହତ ହୋଇ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପରଲୋକ
ନୂଆଦିଲ୍ଲୀ: କୁନ୍ନୁର ବିମାନ ଦୁର୍ଘଟଣାରେ ଦେଶ ତା’ର ପରାକ୍ରମୀ ଯୋଦ୍ଧାଙ୍କୁ ହରାଇଥିବାବେଳେ ଆଜି ଏହି ଦୁର୍ଘଟଣାର ଶିକାର ହୋଇଥିବା ଆଉ ଏକ ବୀର ଯୋଦ୍ଧାଙ୍କୁ ଦେଶ ହରାଇଛି । ଚିକିôସାଧୀନ ଅବସ୍ଥାରେ ଶେଷରେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ’ଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଘଟିବା ପରେ!-->…
Read More...
Read More...
ରାଜଧାନୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି!-->…
Read More...
Read More...
ଓମିକ୍ରନ ଭୂତାଣୁ | ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ କ୍ଷୀପ୍ର ଗତିରେ ବ୍ୟାପୁଛି ଓମିକ୍ରନ
ଜେନେଭା:
ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଭୂତାଣୁ କୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଓମିକ୍ରନ ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇ ପାରୁଛି। ସେହିପରି ଏହା ଡେଲ୍ଟା ଷ୍ଟ୍ରେନ ତୁଳନାରେ ଅଧିକ ବେଗରେ!-->!-->!-->…
Read More...
Read More...