Browsing Category

ଦେଶ- ବିଦେଶ

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ଜୱାଦର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ, କେତେ ପ୍ରଭାବ ପକାଇବ, କେଉଁ କେଉଁ ରାଜ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ
Read More...

ଶିକ୍ଷକଙ୍କ ମାଡରେ ଭାଙ୍ଗିଲା ଛାତ୍ରଙ୍କ ହାତ, ମାମଲା ରୁଜୁ

ଜୟପୁର : ଆମେ ସମସ୍ତଙ୍କୁ ଜଣା ଯେ, ଛାତ୍ର ଭୁଲ କଲେ ଶିକ୍ଷକଶିକ୍ଷୟିତ୍ରୀମାନେ ଦଣ୍ଡ ଦେଇଥାନ୍ତା । କାରଣ ଛାତ୍ରଛାତ୍ରୀମାନେ ନିଜର ଭୁଲ ସୁଧାରିବେ ବୋଲି । କିନ୍ତୁ ଦଣ୍ଡ ଏମିତି ବି ଦିଆଯାଇନଥାଏ ଯେମିତି ଛାତ୍ରଛାତ୍ରୀଙ୍କ ହାତଗୋଡ ଭାଙ୍ଗିବ । ଜଣେ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ରଙ୍କ ହାତ
Read More...

ଦକ୍ଷିଣ ଆଫ୍ରିକାରୁ ଆସିଥିବା ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ

ଚଣ୍ଡିଗଡ: ଓମିକ୍ରନ ଦ୍ରୁତ ଗତିରେ ମାଡି ଚାଲିଥିବାବେଳେ, ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ ଆସିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସାରା ଦେଶର ଚିନ୍ତା ବଢିଛି । ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ତାଙ୍କ ଘର ଚଣ୍ଡିଗଡକୁ ଫେରିଥିବାବେଳେ ସେମାବାର ସକାଳେ ସେ କରୋନା
Read More...

୧୨ ରାଜ୍ୟସଭା ସାଂସଦ ନିଲମ୍ବିତ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ହଙ୍ଗାମା ଏବଂ ବିଶୃଙ୍ଖଳା ଆଚରଣ ଯୋଗୁଁ ରାଜ୍ୟସଭାର ବାରଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଶୀତ ଅଧିବେଶନର ବାକି ଥିବା କାର୍ଯ୍ୟ ଦିବସରେ ଏହି ସାଂସଦମାନେ ସାମିଲ ହୋଇପାରିବେ ନାହିଁ । ଏହା ସହିତ ଶୀତ ଅଧିବେଶନର ପ୍ରକ୍ରିୟା ଆସନ୍ତାକାଲି
Read More...

ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ପରେ ଏମିତି କହିଲେ ଚାଷୀ ନେତା ଟିକାୟତ

ନୂଆଦିଲ୍ଲୀ : ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍‌ ଲୋକସଭାରେ ପାରିତ ହୋଇଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ୍‌ ଆଗତ କରିଛନ୍ତି ଯାହା ବିନା ଆଲୋଚନାରେ ପାରିତ ହୋଇଛି । ଏହି ପରି ଭାବରେ, କୃଷି ଆଇନ ପ୍ରତ୍ୟାହାରକୁ ନେଇ ସରକାର ସାମ୍ବିଧାନିକ
Read More...

ଲୋକସଭାରେ କୃଷି ଆଇନ ଉଚ୍ଛେଦ ବିଲ୍‌ ପାରିତ

ନୂଆଦିଲ୍ଲୀ : ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ବିଲ୍‌ ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିଲା । ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାକୁ ଗୃହର ଉପସ୍ଥାପନ କରିଥିଲେ । ବିରୋଧୀଦଳଙ୍କ ହୋହାଲ୍ଲା ମଧ୍ୟରେ ଲୋକସଭାରେ ଏହି ବିଲ୍‌ ପାରିତ
Read More...

ଭିଓଡ଼ି ବୃଦ୍ଧାଶ୍ରମରେ ୬୯ ଜଣଙ୍କ କରୋନା

ମୁମ୍ବାଇ: ମୁମ୍ବାଇର ଭିଓଡ଼ି ସ୍ଥିତ ମାତୋଶ୍ରୀ ବୃଦ୍ଧାଶ୍ରମରେ ୬୯ ଜଣ କରୋନା ପଜିଟିଭ ହୋଇଛନ୍ତି । ଏହି ସମସ୍ତଙ୍କର ଚିକିତ୍ସା ଠାଣେ ସ୍ଥିତ ଜିଲ୍ଲା ହସ୍ପିଟାଲରେ ଚାଲୁଅଛି ।ଭିଓଡ଼ି ବୃଦ୍ଧାଶ୍ରମର ପ୍ରମୁଖ ଅଶୋକ ପାଟିଲ ରବିବାର ଦିନ କହିଛନ୍ତି ଯେ, ଜଣକ ପରେ ଜଣେ ବୃଦ୍ଧଙ୍କୁ ଗତ ସପ୍ତାହରେ
Read More...

ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’, ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ ୨୭।୧୧: କରୋନାର ନୂତନ ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି।  ଏହି ବୈଠକ ରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବ୍ୟତୀତ କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ
Read More...

ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବହିଷ୍କାର କଲେ କଂଗ୍ରେସ ସହ ୧୪ଟି ଦଳ

ନୂଆଦିଲ୍ଲୀ,୨୬।୧୧: ଆଜି ସଂସଦ ଭବନରେ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ର ସରକାର ଏକ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି, ଯାହାକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ, ଟିଏମସି ସହିତ ୧୪ଟି ଦଳ ବହିଷ୍କାର କରିଛି। ଏହାଦ୍ବାରା ବିରୋଧୀ ଦଳ ଓ ସରକାରଙ୍କ ବିବାଦ ସାମନାକୁ ଆସିଛି। ଏନେଇ
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ଆନ୍ନା ହଜାରେ

ନୂଆଦିଲ୍ଲୀ୧: ସମାଜସେବୀ ଆନ୍ନା ହଜାରେଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ପୁଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ସୂଚନା ଅନୁସାରେ ତାଙ୍କୁ ଏଞ୍ଜିୟୋଗ୍ରାଫି ହୋଇଥିଲା । ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ
Read More...