ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବହିଷ୍କାର କଲେ କଂଗ୍ରେସ ସହ ୧୪ଟି ଦଳ

0 38

ନୂଆଦିଲ୍ଲୀ,୨୬।୧୧: ଆଜି ସଂସଦ ଭବନରେ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ର ସରକାର ଏକ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି, ଯାହାକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ, ଟିଏମସି ସହିତ ୧୪ଟି ଦଳ ବହିଷ୍କାର କରିଛି। ଏହାଦ୍ବାରା ବିରୋଧୀ ଦଳ ଓ ସରକାରଙ୍କ ବିବାଦ ସାମନାକୁ ଆସିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘାଓ୍ବଲ କହିଛନ୍ତି, ଆଜି ଏତେ ମହତ୍ବପୂର୍ଣ୍ଣ ଦିନ ଓ କଂଗ୍ରେସ ଭଳି ପାର୍ଟି ଯିଏକି ଦେଶ ଉପରେ ୫୦ ବର୍ଷରୁ ଅଧିକ ସମୟ ଶାସନ କରିଛି ସେ ସମ୍ବିଧାନ ଦିବସକୁ ବହିଷ୍କାର କରିଦେଇଛି। କଂଗ୍ରେସ ବଞ୍ଚିଥିବା ବେଳେ ବାବା ସାହେବଙ୍କ ଅପମାନ କରିଛି ଓ ଆଜି ଆୟୋଜିତ ସମ୍ମାନ ଦିବସରେ ବହିଷ୍କାର କରି ଏହା ପ୍ରମାଣିତ କରିଦେଇଛି ଯେ, କଂଗ୍ରେସ କେବଳ ତା’ର ପରିବାର ସମ୍ପର୍କିତ ବ୍ୟକ୍ତିଙ୍କ ସମ୍ମାନ କରିବ ଓ ବାବା ସାହେବ ଓ ସର୍ଦ୍ଦାର ପଟେଲଙ୍କ ଭଳି ମହାପୁରୁଷଙ୍କ ସମ୍ମାନ ବହିଷ୍କାର କରି ଦେଇଛି। ଏଥିରେ ବିରୋଧୀ ଦଳ ଓ ସରକାରଙ୍କ ଭିତରେ ବିବାଦ ସାମନାକୁ ଆସିଛି।

hiring

ଏହା ଉପରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘାଓ୍ବଲ କହିଛନ୍ତି, ଆଜି ଏତେ ମହତ୍ତ୍ବପୂର୍ଣ୍ଣ ଦିନ ଓ କଂଗ୍ରେସ ଭଳି ଦଳ ଯିଏକି ଦେଶ ଉପରେ ୫୦ ବର୍ଷରୁ ଅଧିକ ସମୟ ଶାସନ କରିଛି,ସେ ସମ୍ବିଧାନ ଦିବସ ବହିଷ୍କାର କରିଛି। କଂଗ୍ରେସ ବଞ୍ଚିଥିବା ଅବସ୍ଥାରେ ବାବା ସାହେବଙ୍କ ଅପମାନ କରିଛି ଓ ଆଜି ସ୍ପିକର ସାହେବଙ୍କ ଦ୍ବାରା ଆୟୋଜିତ କରାଯାଇଥିବା ସମ୍ମାନ ଦିବସର ବହିଷ୍କାର କରି ଏହା ସିଦ୍ଧ କରିଦେଇଛନ୍ତି ଯେ, କଂଗ୍ରେସ କେବଳ ତାଙ୍କ ପରିବାର ସହିତ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନ ଦେବ ଓ ବାବା ସାହେବ ଓ ସର୍ଦ୍ଦାର ପଟେଲଙ୍କ ଭଳି ମହାପୁରୁଷଙ୍କ ସମ୍ମାନକୁ ବହିଷ୍କାର କରିବ। ଆମେ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛୁ, କିନ୍ତୁ ଆଜି ଦିନର ବହିଷ୍କାର କରିବା ସମ୍ବିଧାନର ଅପମାନ।

hiranchal ad1
Leave A Reply

Your email address will not be published.

twenty − thirteen =