Browsing Category

ଦେଶ- ବିଦେଶ

ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୬ ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ : ତାମିଲନାଡୁର କାଲାକୁରିଚି ଜିଲ୍ଲାର ସାଙ୍କାରପୁରାମ ସହରର ଏକ ବାଣ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତ୍ୟେକ
Read More...

ଆସିଲା ନୂଆ ଗାଇଡଲାଇନ, ବାଇକରେ ଶିଶୁଙ୍କୁ ବସାଇ ନେଉଥିଲେ ମାନିବାକୁ ପଡିବ ଏହି ନିୟମ

ନୂଆଦିଲ୍ଲୀ: ଦୁଇଚକିଆ ଯାନରେ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡଲାଇନ୍‌ ଜାରି କରାଯାଇଛି । ବାଇକରେ ଯଦି ୪ରୁ କମ୍‌ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡ଼ିର ସ୍ପିଡ (ବେଗ) ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ । ଶିଶୁମାନଙ୍କ
Read More...

ତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ : ପୁଟିନ

ମସ୍କୋ: ଆଫଗାନିସ୍ତାନରେ ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀକୁ ରୁଷ ଆଉ ଆତଙ୍କି ବୋଲି କହିବ ନାହିଁ । ଏକଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ଏଠାର ଇଣ୍ଟରନ୍ୟାସନାଲ ଭାଲଡାଇ କ୍ଲବରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ
Read More...

ତିନି ମାଓବାଦୀ ନିହତ

ନୂଆଦିଲ୍ଲୀ: ଆଜି ତିନି ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଳୁଗା ସୀମାରେ ଉଭୟ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ତେବେ ଛତିଶଗଡ ଓ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା
Read More...

ଶାହଙ୍କ ଗସ୍ତ ବେଳେ କାଶ୍ମୀରରେ ନାଗରିକଙ୍କୁ ହତ୍ୟା

ଜମ୍ମୁ : ଜମ୍ମୁ କାଶ୍ମୀରର ଶୋପିଆନ୍‌ରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ଶୋପିଆନ୍‌ର ଜୈନପୋରା ଅଞ୍ଚଳର ବାବାପୋରା ଘଟିଛି । ଅଜ୍ଞାତ ବନ୍ଧୁକଧାରୀ ଉକ୍ତ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ । ମୃତକଙ୍କ ନାମ ସହିଦ
Read More...

୬୦ ମହଲା ବିଶିଷ୍ଟ କୋଠାରେ ଲାଗିଲା ନିଆଁ, ୧୯ତମ ମହଲାରୁ ଡେଇଁ ଯୁବକ ମୃତ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ଏକ ୬୦ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ଘଟିଛି । କରୀ ରୋଡରେ ଅବସ୍ଥିତ ଆଭିଗନା ପାର୍କ ବିଲ୍ଡିଂରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ସମୟରେ୧୯ ତମ ମହଲାରୁ ଜଣେ ଯୁବକ
Read More...

କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଭେଟି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ୍‌ ଭୋଗୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ଡିଏ’ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ
Read More...

ପ୍ରିୟଙ୍କାଙ୍କ ବଡ ଘୋଷଣା, ୟୁପିରେ କଂଗ୍ରେସ ସରକାର ଆସିଲେ ଛାତ୍ରୀଙ୍କୁ ଦିଆଯିବ ସ୍ମାର୍ଟ ଫୋନ ସହ ଇଲେକ୍ଟ୍ରୋନିକ୍‌…

କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଉଦ୍ୟମ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବା
Read More...

ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ୍

ମୁମ୍ବାଇ: ନିରାଶ ହୋଇଛନ୍ତି ବଲିଉଡ୍‌ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ। ମିଳିଲାନି ଜାମିନ୍। ତାଙ୍କ ଆବେଦନକୁ ପୁଣି ଖାରଜ କରି ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ।
Read More...

ପଗଡି ବଞ୍ଚାଇ ଦେଲା ଜୀବନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଶିଖ ସମ୍ପ୍ରଦାୟର କିଛି ଯୁବକଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ଯେତେବେଳେ ଜଣେ ଯୁବକ ପ୍ରବଳ ପାଣିରେ ବୁଡ଼ି ଯାଉଥିଲା ସେତେବେଳେ ଏହି ସବୁ ଘଟିଥିଲା । ବ୍ୟକ୍ତି ଜଣଙ୍କୁ ବଞ୍ଚାଇବା ପାଇଁ ଶିଖ୍‌ ଯୁବକମାନେ
Read More...