Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ : ୩ ମୃତ,ସଂଖ୍ୟାଧିକ ଆହତ
ଜଲପାଇଗୁଡ଼ି : ପଶ୍ଚିମ ବଙ୍ଗରେ ଏକ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଟନାରୁ ଗୌହାଟି ଯାଉଥିବା ଏହି ଟ୍ରେନ ଜଲପାଇଗୁଡ଼ିରେ ଲାଇନଚ୍ୟୁତ ହୋଇଛି । ୫/୬ ବଗି ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ!-->…
Read More...
Read More...
ରାଜସ୍ତାନରେ ନିର୍ଭୟାର ପୁନରାବୃତ୍ତି: ମୃତ୍ୟୁ ସହ ସଂଘର୍ଷ କରୁଛି ବଧିର ନାବାଳିକା
ଅଲୱାର : ଆଜିକୁ ନଅ ବର୍ଷ ତଳେ ୨୦୧୨ରେ ରାଜଧାନୀ ନୂଆଦିଳ୍ଲୀରେ ହୋଇଥିଲା ହୃଦୟବିଦାରକ,ଲୋମଟାଙ୍କୁରା ତଥା ପୈଶାଚିକ ନିର୍ଭୟା ଗଣବଳାକ୍ରାର ଘଟଣା,ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିବା ସହ ସମସ୍ତଙ୍କ ହୃଦୟକୁ ଥରାଇଦେଇଥିଲା । ଗଣବଳାକ୍ରାରରେ ଆଖିବୁଜି ଦେଇଥିଲା ସେହି ଝିଅଟି । ଏହି ଘଟଣାକୁ!-->…
Read More...
Read More...
ନିଷ୍ଠା ଓ ସଂକଳ୍ପର ସୁଫଳ : ୭୭ ବର୍ଷରେ ଦଶମ ପାସ୍ କଲେ ବୃଦ୍ଧ
ଜାଲୋର : ଇଚ୍ଛା ଶକ୍ତି,ଦୃଢ ସଂକଳ୍ପ ଓ ପ୍ରଗାଢ ନିଷ୍ଠା ଥିଲେ ଦିନେ ନା ଦିନେ ସଫଳତା ମିଳିଥାଏ । ବୟସ ବି ତା ଆଗରେ ହାର ମାନେ । ଏହାର ଅନ୍ୟ ଏକ ଦୃଷ୍ଟାନ୍ତ ହେଉଛନ୍ତି ହୁକାମଦାସ ବୈଷ୍ଣବ । ପରିଣତ ବୟସ । ବୟସ ଆସି ୭୭ରେ ପହଞ୍ଚିଲାଣି । କିନ୍ତୁ ଇଚ୍ଛା ଶକ୍ତି ଅସୀମ । ଏହି ପରିଣତ ବୟସରେ ସେ!-->…
Read More...
Read More...
ଏସ୍. ସୋମନାଥ ହେଲେ ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ : ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର (ଭିଏସଏସସି) ନିର୍ଦ୍ଦେଶକ ତଥା ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ଏସ୍. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।!-->…
Read More...
Read More...
୨ କୋଟି ଟପିଲା କିଶୋର ଟିକାକରଣ
ନୂଆଦିଲ୍ଲୀ : ଦେଶରେ କିଶୋର(୧୫ରୁ ୧୮ ବର୍ଷ) ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ସୁଦ୍ଧା ୨କୋଟିରୁ ଅଧିକ କିଶୋରଙ୍କୁ ଟିକା ଦିଆଯାଇସାରିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସକ୍ରିୟ ମାମଲା ୯.୫ ଲକ୍ଷ ଅତିକ୍ରମ!-->…
Read More...
Read More...
୫ ରାଜ୍ୟରେ ବିଧାନସଭା ଭୋଟ ତାରିଖ ଘୋଷଣା ପରଠୁ ବଢୁଛି ସଂକ୍ରମଣ
ନୂଆଦିଲ୍ଲୀ : କରୋନା ତଥା ଓମିକ୍ରନ ସଂକ୍ରମଣର ଦ୍ରୁତ ବୃଦ୍ଧି ନେଇ ଲୋକେ ଓ ସରକାର ମଧ୍ୟ ଚିନ୍ତିତ । କିନ୍ତୁ ସରକାର ଗୋଟିଏ ପଟେ ଚିନ୍ତା ପ୍ରକଟକରି ବିଭିନ୍ନ ପ୍ରକାର କଟକଣା ଲଗାଉଥିବା ବେଳେ ଅନ୍ୟପଟେ ଏମିତସବୁ ପଦକ୍ଷେପ ନେଉଛନ୍ତି, ଯାହା ସଂକ୍ରମଣ ଠାରୁ ଆହୁରି ଚିନ୍ତାଜନକ ଓ ଚକିତ କଲା!-->…
Read More...
Read More...
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ଫସିବା ଘଟଣା, ଯାଞ୍ଚ ଟିମ୍ ଗଠନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ଫସିବା ଘଟଣା । ମାମଲାରେ ସଠିକ୍ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।ମାମଲାର ଶୁଣାଣି ଚାଲିଥିବା ସମୟରେ ସୁପ୍ରିମକୋର୍ଟର!-->…
Read More...
Read More...
ଋଣ ନମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ
ବାଙ୍ଗାଲୋର : କୌଣସି କାମ ଯଦି ହୋଇ ନପାରିଲା,ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ଏମିତି କିଛି ବ୍ୟକ୍ତି ଅଛନ୍ତି,ଚାହୁଁଥିବା କାମ ନହୋଇପାରିଲେ ଚିଡ଼ଚିଡ଼ା ହୋଇଯାଆନ୍ତି । ଘର ଲୋକଙ୍କୁ ଗାଳିମନ୍ଦ କରନ୍ତି । ଆଉ କିଛି ଲୋକ ଜିନିଷପତ୍ର ଫୋପଡ଼ାଫିଙ୍ଗା କରନ୍ତି । କୌଣସି ଅଫିସକୁ କୌଣସି କାମରେ!-->…
Read More...
Read More...
ମାର୍ଚ୍ଚ ଯାଏଁ ରହିବ ତୃତୀୟ ଲହର
ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହରର ବିପଦ ଜାରି ରହିଛି । ଏବେ ଦୈନିକ ସଂକ୍ରମଣ ୧.୭୯ ଲକ୍ଷରେ ପହଞ୍ଚିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଫେବୃଆରୀ ଆରମ୍ଭରେ ତୃତୀୟ ଲହର ଶିଖର ଦେଶରେ ଆସିପାରେ । ଦିଲ୍ଲୀ ଓ ମୁମ୍ବାଇରେ ତୃତୀୟ ଲହରର ଶିଖର ଜାନୁଆରୀ ୧୫ରେ ଆସିପାରେ । ଆଇଆଇଟି କାନପୁରର!-->…
Read More...
Read More...
କୋଭିଡ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ
ନୂଆଦିଲ୍ଲୀ ,୯ ।୧: ଏଣିକି କୋଭିଡ ସାର୍ଟିଫିକେଟରେ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଫଟୋ ରହିବ ନାହିଁ । ଏହାକୁ ଉଠାଇ ନିଆଯିବ । ତେବେ କେବଳ ୫ଟି ରାଜ୍ୟରେ ଏହା ହେବ । କାରଣ,ଏହି ୫ଟି ରାଜ୍ୟରେ ଆସନ୍ତା ଫେବ୍ରୁଆରିରେ ବିଧାନସଭା ହେବ । ଏଥିପାଇଁ ଭାରତର ନିର୍ବାଚନ କମିସନ ଗତକାଲି!-->…
Read More...
Read More...