Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍
ନୂଆଦିଲ୍ଲୀ, : ହଜାର ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ ନକରି ଫେରାର ହୋଇଯାଇଥିବା ଭାରତର ଶିଳ୍ପପତି ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ବାଟରେ ପୁଣି ବାଧକ ସୃଷ୍ଟି ହୋଇଛି । ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ବ୍ରିଟିଶ୍ ହାଇ କମିଶନ ରୋକ୍ ଲଗାଇଛନ୍ତି । ଯେପର୍ଯ୍ୟନ୍ତ!-->…
Read More...
Read More...
ସଂକ୍ରମଣରେ ପୁଣି ରେକର୍ଡ଼
ନୂଆଦିଲ୍ଲୀ : ଇତିମଧ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ କେତେକ ପ୍ରମୁଖ ଦେଶକୁ ଅତିକ୍ରମ କରିଛି । ପ୍ରତିଦିନ ଦେଶରେ ୮ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୯, ୩୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨!-->…
Read More...
Read More...
ଲ୍ୟାଣ୍ଡଫଲ୍ କଲା “ନିସର୍ଗ’: ମହାରାଷ୍ଟ୍ରରେ ଧ୍ୱଂସର ତାଣ୍ଡବ
ମୁମ୍ବାଇ : ଶେଷରେ ଅତି ଭୀଷଣ ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଆଲିବାଗ୍ରେ ଆଜି ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ଥିଲା । ଲ୍ୟାଣ୍ଡଫଲର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳରେ ଅସଂଖ୍ୟ ଘର ଓ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି!-->…
Read More...
Read More...
ଦେଶର ନାମ ପରିବର୍ତ୍ତନ ମାମଲା: ନିଷ୍ପତ୍ତି ନେବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ କେବଳ ଭାରତ ରଖିବା ଲାଗି ଦାବି କରି ଦାଏର ହୋଇଥିବା ପିଟିସନ ଉପରେ ସୁପ୍ରିମ୍କୋର୍ଟ ଆଜି ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଦେଶର ନାମ କ'ଣ ରହିବ ସେ ନିଷ୍ପତ୍ତି କେନ୍ଦ୍ର ସରକାର ଗ୍ରହଣ କରିବେ । ସମ୍ବିଧାନରେ!-->…
Read More...
Read More...
୧୭ରେ ୫ ଅସ୍ଥାୟୀ ସଦସ୍ୟଙ୍କ ପାଇଁ ଭୋଟ
ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖାଲି ପଡ଼ିଥିବା ୫ଟି ଅସ୍ଥାୟୀ ସଦସ୍ୟଙ୍କ ପାଇଁ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଆସନ୍ତା ୧୭ ତାରିଖରେ ଭୋଟଗ୍ରହଣ ହେବ । ଫ୍ରାନ୍ସ ବର୍ତ୍ତମାନ ନିରାପତ୍ତା ପରିଷଦର ସଭାପତି ଅଛି । ତେଣୁ ଫ୍ରାନ୍ସ ଅଧ୍ୟକ୍ଷତାରେ ଏହି ଭୋଟଗ୍ରହଣ ହେବ!-->…
Read More...
Read More...
୨ ଲକ୍ଷର ଦ୍ୱାରଦେଶରେ ଭାରତ
ନୂଆଦିଲ୍ଲୀ : ଭାରତ କ୍ରମଶଃ ବିଶ୍ୱର କେତେକ କରୋନା ପ୍ରଭାବିତ ଦେଶଙ୍କୁ ପଛରେ ପକାଇ ସଂକ୍ରମଣ ତାଲିକାର ଉପରକୁ ଉଠିଚାଲିଛି । ଦୈନିକ ସଂକ୍ରମଣ ଏବେ ୮ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୧୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶର ମୋଟ ଆକ୍ରାନ୍ତଙ୍କ!-->…
Read More...
Read More...
ଆସାମରେ ବଡ଼ ଧରଣର ଭୂସ୍ଖଳନ: ୨୦ ମୃତ, ଅନେକ ଆହତ
ଦିସପୁର : ଆସାମରେ ଆଜି ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ରାଜ୍ୟର ଦିସପୁର ଜିଲ୍ଲାରେ ହୋଇଥିବା ଏହି ଅଘଟଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ଅସଂଖ୍ୟ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ!-->…
Read More...
Read More...
ଅଣସବ୍ସିଡି ଗ୍ୟାସ ଦର ବଢ଼ିଲା
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବଜାରରେ ଏଲ୍ପିଜି ଦର ବୃଦ୍ଧି କାରଣରୁ ଭାରତରେ ଅଣସବ୍ସିଡ୍ ରୋଷେଇ ଗ୍ୟାସର ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ଅଣ ସବ୍ସିଡି ଗ୍ୟାସ ସିଲିଣ୍ଡର ପିଛା ୧୧ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ,!-->…
Read More...
Read More...
ଦିନକରେ ପୁଣି ରେକର୍ଡ଼ ୮,୩୯୨ ପଜିଟିଭ୍
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରିତ ହେବା ପରିବର୍ତ୍ତେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି । ବିଶେଷ କରି ଦିନକର ସଂକ୍ରମିତ ସଂଖ୍ୟା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏବେ ଏହା ଲଗାତାର ଦୁଇ ଦିନ ଧରି ଆଠ ହଜାର ଉପରେ ରହିଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଆଠ!-->…
Read More...
Read More...
ଦେଶରେ ୩୦ଜୁନ୍ ଯାଏଁ ଲକଡାଉନ ବଢିଲା
ନୂଆଦିଲ୍ଲୀ : କରୋନା ସଂକଟରୁ ବର୍ତ୍ତିବା ପାଇଁ ଦେଶରେ ୫.୦ ଲକଡାଉନ ଲାଗୁ କରାଯାଇଛି । ଏହା ସର୍ତ୍ତମୂଳକ ଭାବେ ଆସନ୍ତା ୩୦ ଜୁନ ଯାଏ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ଅଂଚଳରେ ଆର୍ଥିକ କାରବାର ଚାଲିପାରିବ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଜାରି!-->…
Read More...
Read More...