Browsing Category

ଦେଶ- ବିଦେଶ

ସୀମାରେ ମୁତୟନ ହେବ ରାଫେଲ୍

ନୂଆଦିଲ୍ଲୀ: ଚୀନ୍ ଉପରେ ଭରସା ନଥିବାରୁ ଭାରତ ସୀମାରେ ତିନି ବାହିନୀକୁ ଏବେବି ସଜାଗ କରି ରଖିଛି । ଖୁବ୍ଶୀଘ୍ର ସୀମାରେ ରାଫେଲ୍ ଯୁଦ୍ଧ ବିମାନକୁ ମୁତୟନ କରାଯିବ । ଆଜି ବାୟୁସେନାର ବରିଷ୍ଠ ଅଧିକାରୀମାନଙ୍କର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଫେଲ୍ ବିମାନ ପ୍ରୟୋଗ
Read More...

ଦେଶରେ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି ବୋଲି ଆଇଏନ୍ଏ ସ୍ପଷ୍ଟ କରିସାରିଥିବା ବେଳେ ଦୈନିକ ସଂକ୍ରମଣ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି । ଗତ ୨୪ ଘଣ୍ଟାରେ ପୁଣି ରେକଡର଼୍ ସଂଖ୍ୟକ ୩୮ ହଜାର ୯୦୨ ଜଣ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ଅବଧି ଭିତରେ ଆଉ
Read More...

ଆସନ୍ତାକାଲି ଠାରୁ ଏମ୍ସରେ ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରଥମ କରୋନା ଟିକା କୋଭାକ୍ସିନ୍ର ମାନବ ପରୀକ୍ଷଣ ହେବ । ଦିଲ୍ଲୀସ୍ଥିତ ଏମ୍ସରେ ଏହି ପରୀକ୍ଷଣ କରାଯିବ । ଏଥିପାଇଁ ପୂର୍ବରୁ ଅନୁମତି ମିଳିସାରିଛି ଏବଂ ପରୀକ୍ଷଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି
Read More...

ଲେହରେ ସ୍ଥିତି ପରଖିଲେ ରାଜନାଥ

ନୂଆଦିଲ୍ଲୀ : ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ସେ ଅଞ୍ଚଳର ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳେ ଲେହରେ ପହଞ୍ଚିଛନ୍ତି ।ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍
Read More...

କରୋନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ଆହୁରି ଗୁରୁତର ହୋଇପଡ଼ିଛି । ଅସମ୍ଭାଳ ହୋଇଛି ସଂକ୍ରମଣ ଓ ମୃତ୍ୟୁ ସ୍ଥିତି । ଆଜି ସମଗ୍ର ଦେଶରେ ଦଶ ଲକ୍ଷ ୩ ହଜାର ୮୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା
Read More...

ଚେତାବନୀ ସତ୍ତେ୍ୱ ପାଙ୍ଗୋଙ୍ଗ୍ରୁ ହଟୁନି ଚୀନ୍

ନୂଆଦିଲ୍ଲୀ : ଭାରତ ଓ ଚୀନ୍ର ସାମରିକ ନେତାମାନଙ୍କ ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ଆଲୋଚନା ପରେ ଫିଙ୍ଗର୍ ଏରିଆକୁ (ପାହାଡ ଶୃଙ୍ଗ) ବାଦ ଦେଇ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ଉତ୍ତେଜନାସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ।ସମ୍ପୂଣ୍ଣ ସୈନ୍ୟ
Read More...

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ୍

ଜୟପୁର : ରାଜସ୍ଥାନରେ କଂଗ୍ରେସ ସରକାରର ଗୃହ କଳି ଏବେ କୋର୍ଟକୁ ପହଞ୍ଚିଗଲାଣି । ସଚିନ ପାଇଲଟ୍ ଏବଂ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି । ଗୁରୁବାର ଅର୍ଥାତ୍ ଆଜି ଦିନ ୩ଟା ସମୟରେ ଏନେଇ କୋର୍ଟ ଶୁଣାଣି କରିବେ
Read More...

ସବୁ ରେକଡର଼୍ ଭାଙ୍ଗିଲା କରୋନା: ଦିନକରେ ରେକଡର଼୍ ୩୨ ହଜାରରୁ ଊଦ୍ଧ୍ୱର୍ ପଜିଟିଭ୍

ନୂଆଦିଲ୍ଲୀ : ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା । ପ୍ରଥମଥର ପାଇଁ ଗୋଟିଏ ଦିନରେ ମହାମାରୀ କରୋନା ଭାଇରସରେ ୩୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ କରୋନା ୬୦୬ ଜଣଙ୍କ ମୁଣ୍ଡ ନେଇଛି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ
Read More...

ଦେଶର କରୋନା ସଂକ୍ରମଣ ୧୦ ଲକ୍ଷ ମୁହାଁ

ନୂଆଦିଲ୍ଲୀ : ଆଜ ସମଗ୍ର ଦେଶରେ ୯୩୬୧୮୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୯୨୦୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ।
Read More...

ଦକ୍ଷତା ହିଁ ଭାରତକୁ ଆତ୍ମନିର୍ଭର କରିବ

ନୂଆଦିଲ୍ଲୀ: ‘ୱାଲର୍ଡ ୟୋଥ୍ ସ୍କିଲ୍ସ୍ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ
Read More...