Browsing Category

ଦେଶ- ବିଦେଶ

ଇସ୍ରାଏଲରେ କ୍ଷମତା ରାଜନୀତି : ଶେଷ ହେବ ନେତାନ୍ୟାହୁ ଯୁଗ, ବେନେଟ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଇସ୍ରାଏଲରେ ଚାଲିଥିବା କ୍ଷମତା ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ୮ ବିରୋଧୀ ଦଳଙ୍କ ମଧ୍ୟ ଗଠବନ୍ଧନ ହୋଇଛି । ଫଳରେ ୧୨ ବର୍ଷ ଧରି କ୍ଷମତାରେ ଥିବା ସରକାର ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପଦ ଯିବା ଥୟ ହୋଇଯାଇଛି । ମାର୍ଚ୍ଚରେ ଅନୁଷ୍ଠିତ…
Read More...

ସିଲିଣ୍ଡର ବିସ୍ଫୋରଣ : ଭୁଶୁଡିଲା ୨ଘର, ୩ ଶିଶୁଙ୍କ ସମେତ ୭ ମୃତ

ଗୋଣ୍ଡା : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇଟି ଘର ଭାଙ୍ଗିଯାଇଛି । ଏଥିରେ ୧୪ ଜଣ ଘର ଭିତରେ ପୋତି ହୋଇଯାଇଥିଲେ । ଏମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ…
Read More...

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଭି.…

ନୂଆଦିଲ୍ଲୀ,୧/୬- ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ଗତ ମହାବାତ୍ୟା ‘ୟାସ’କୁ ସଠିକ ସମୟରେ…
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା

ନୂଆଦିଲ୍ଲୀ : ଦେଶରେ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶଙ୍କଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । କୋଭିଡ ପରବର୍ତ୍ତୀ ସମସ୍ୟା ହେତୁ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । ଏହା ପରେ ତାଙ୍କୁ ଏଠାରେ ଭର୍ତ୍ତି କରିବାକୁ…
Read More...

ମୋଷ୍ଟ ଟ୍ରାଭେଲ୍ଡ ବେବି: ୫ ବର୍ଷର ଶିଶୁ ୪୦ ଦେଶ ବୁଲି ସାରିଲାଣି

ଅଜମେରର ୫ ବର୍ଷର ଝିଅ ଧନାରି ଅଳ୍ପ ବୟସରେ ୪୦ ରୁ ଅଧିକ ଦେଶ ଭ୍ରମଣ କରିଛନ୍ତି । ଧନାରୀ ମଧ୍ୟ ମୋଷ୍ଟ ଟ୍ରାଭେଲ୍ଡ୍ ବେବି ଟାଇଟଲ୍ ଜିତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି । ଧନାରୀ କୌଣସି ଆଖ୍ୟା ପାଇଁ ଏହି ରେକର୍ଡ କରିନାହାଁନ୍ତି, କିନ୍ତୁ ଏହା ପଛର ରହିଛି…
Read More...

ରାମ ମନ୍ଦିରର ମୂଳଦୁଆର ପ୍ରଥମ ଚିତ୍ର: ଅଯୋଧ୍ୟାରେ ଜୋରସରରେ ଚାଲିଛି ନିର୍ମାଣ କାର୍ଯ୍ୟ

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ଏକ ବିଶାଳ ମନ୍ଦିର ନିର୍ମାଣ ପାଇଁ ନିର୍ମାଣ ହୋଇଥିବା ଫାଉଣ୍ଡେସନର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଭିତ୍ତିଭୂମିର ୬ ଟି ସ୍ତର ପ୍ରସ୍ତୁତ କରାଯାଇଛି । ସମୁଦାୟ ୪୪ ଟି ସ୍ତର ତିଆରି ହେବ । ବାତ୍ୟା ତାଉତେ ଓ ୟାସ ଯୋଗୁଁ ଗତ କିଛି ଦିନ ହେବା ନିର୍ମାଣ…
Read More...

୨୦୦ ବୁଲା କୁକୁରଙ୍କୁ ପ୍ରତିଦିନ ଖାଦ୍ୟ ବାଣ୍ଟୁଛନ୍ତି ଏହି ୨୫ ବର୍ଷିୟା ଯୁବତୀ

ଦେଶରେ କରୋନା ମହାମାରୀ ଯୋଗୁଁ ବହୁ ରାଜ୍ୟରେ ଏବେ ଲକଡାଉନ ଜାରି ରହିଛି । ଏହି ସମୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନବଜାର, ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିଛି । ଏହି କାରଣରୁ ବହୁ ବୁଲା କୁକୁର, ଗାଈ, ଷଣ୍ଢ ଭୋକ ବିକଳରେ ମୃତ୍ୟୁମୁଖରେ ପଡୁଛନ୍ତି । ବୁହ…
Read More...