Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଦେଶରେ ୬ ହଜାର ଟପିଲା କରୋନାର ସକ୍ରିୟ ମାମଲା, ୨୪ ଘଣ୍ଟା ମଧ୍ୟରେ ୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ- ଭାରତରେ ସକ୍ରିୟ କୋଭିଡ-୧୯ ମାମଲା ସଂଖ୍ୟା 6000 ଅତିକ୍ରମ କରିଛି। ଦେଶରେ ବର୍ତ୍ତମାନ 6133ଟି ସକ୍ରିୟ ମାମଲା ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 378 ଟି ନୂତନ ମାମଲା ପଞ୍ଜିକୃତ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ଛଅ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି, ଯେଉଁଥିରୁ କର୍ଣ୍ଣାଟକରେ ଦୁଇ!-->…
Read More...
Read More...
ଗେହଲଟଙ୍କୁ ଭେଟିଲେ ପାଇଲଟ
ଜୟପୁର: ରାଜସ୍ଥାନ କଂଗ୍ରେସ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଏଠାରେ ଦୁଇ ବଡ଼ ନେତାଙ୍କ ମଧ୍ୟରେ ବିବାଦ ଏବଂ ଭୁଲ୍ ବୁଝାମଣା ବହୁତ ଦିନ ଧରି ଚାଲିଥିଲା, କିନ୍ତୁ ଏବେ ଏହା ଶେଷ ହେବାକୁ ଯାଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ ଶନିବାର ଅଶୋକ ଗେହଲଟଙ୍କ ବାସଭବନକୁ ଯାଇ ତାଙ୍କ!-->…
Read More...
Read More...
ଆସାମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର, ପ୍ରାୟ 6.5 ଲକ୍ଷ ଲୋକ ପ୍ରଭାବିତ
ଗୌହାଟୀ- ବୁଧବାର ଦିନ ଆସାମରେ ବନ୍ୟା ପରିସ୍ଥିତି ବହୁତ ଗମ୍ଭୀର ରହିଛି । କାରଣ ନିରନ୍ତର ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ନୂତନ ଅଞ୍ଚଳ ଜଳମଗ୍ନ ହୋଇଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ।
ବ୍ରହ୍ମପୁତ୍ର ସମେତ ସାତଟି ନଦୀ ବିପଦ ସଙ୍କେତ!-->!-->!-->…
Read More...
Read More...
ପୁଣି ବଢିଲା କରୋନା, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଶହ ଟପିଲା
ନୂଆଦିଲ୍ଲୀ; ପୁଣି ଫେରିଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ ମାମଲା । ଗୁରୁବାର ସୁଦ୍ଧା, ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହା ଯୋଗୁଁ ୧୨ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ରରେ କୋଭିଡର ୮୬ଟି ନୂତନ!-->…
Read More...
Read More...
ପାରିବାରିକ ଝଗଡା ଭିତରେ ଲାଲୁଙ୍କ ଘରେ ଖୁସି ଖବର
ପାଟନା: ବଡ ପୁଅକୁ ନେଇ ବିହାରର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଝଡ ସୃଷ୍ଟିି ହୋଇଥିବା ବେଳେ ଆଜି ଏକ ଖୁସି ଖବର ଆସିଛି। ଲାଲୁ ଯାଦବ ପୁଣି ଥରେ ଜେଜେବାପା ହୋଇଯାଇଛନ୍ତି। ସେହିପରି ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତେଜସ୍ବୀ ଯାଦବ ନିଜେ ଏକ ସୋସିଆଲ!-->…
Read More...
Read More...
ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ
ଭୁବନେଶ୍ୱର: କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ।
ଏହି ଅଭିଯାନ, ଯାହା କେନ୍ଦ୍ରର କୃଷି ଉଦ୍ୟୋଗଗୁଡ଼ିକୁ ତୃଣମୂଳ ସ୍ତରକୁ ନେବ, ଜୁନ୍ ୧୨ରେ ସମାପ୍ତ ହେବ। ‘ବିକଶିତ କୃଷି!-->!-->!-->…
Read More...
Read More...
ଦେଶରେ ପୁଣି ଚିନ୍ତା ବଢାଇଲାଣି କୋଭିଡ
ନୂଆଦିଲ୍ଲୀ-ଦେଶରେ ଲଗାତାର ଭାବେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ଭାରତରେ କୋଭିଡ-୧୯ର ୭୫୨ଟି ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ଫଳରେ ଦେଶରେ ମୋଟ ମାମଲା ସଂଖ୍ୟା ୧,୦୦୦ ରୁ ଅଧିକ ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ!-->…
Read More...
Read More...
ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
!-->!-->!-->…
Read More...
Read More...
ପିତା ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ସେ!-->…
Read More...
Read More...
ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ
ମୁମ୍ବାଇ: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା!-->…
Read More...
Read More...