Browsing Category

ଦେଶ- ବିଦେଶ

ୟୁକ୍ରେନ ଉପରେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ପକାଇଲା ରୁଷ୍‌

କିବ୍‌ : ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ସଂଖ୍ୟା ବଢିଯାଇଛି । ବିଶେଷ କରି କ୍ରିମିଆ ବ୍ରିଜ ଉପରେ ବୋମା ବିସ୍ଫୋରଣ ପରେ ରୁଷ ଅଧିକ ପ୍ରତିହିଂସା ପରାୟଣ ହୋଇପଡ଼ିଛି । ରାଜଧାନୀ କିବ୍‌ ସମେତ ଅନ୍ୟ ସହରରେ ପ୍ରାୟ ପ୍ରତିଦିନ ଘନ ଘନ କ୍ଷେପଣାସ୍ତ୍ର ମାଡ଼
Read More...

ହସପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

ମୁମ୍ବାଇ : ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପାୱାରଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଛି । ପାୱାରଙ୍କୁ ନଭେମ୍ବର ୨ରେ ହସପିଟାଲରୁ
Read More...

ପୋଲ ଭୁଶୁଡ଼ିବା ଘଟଣାରେ ମୁଁ ରାଜନୀତି କରିବାକୁ ଚାହେଁନି: ରାହୁଲ

ନୂଆଦିଲ୍ଲୀ: ଗୁଜରାଟ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ ଏଥିରେ ରାଜନୀତି କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି । ଝୁଲା ପୋଲ ଦୁର୍ଘଟଣା ପାଇଁ କାହାକୁ ଦାୟୀ କରିବେ ବୋଲି ପ୍ରଶ୍ନ ହୋଇଥିଲା । ଜବାବରେ ମୁଁ ଏବିଷୟରେ
Read More...

ଗୁଜରାଟ ଝୁଲାପୋଲ ଟ୍ରାଜେଡି : ୯ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ମୋର୍ବି: ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ଘଟଣାରେ ଗୁଜରାଟ ପୁଲିସ୍‌ ଆଜି ୯ ଜଣଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ବ୍ରିଜ୍‌ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡିତ । ରବିବାର ଝୁଲାପୋଲ ଭୁଶୁଡିଥିବା ବେଳେ ଆଜି ଏପରି ଗିରଫଦାରୀ ହୋଇଛି । ଗିରଫଦାରୀ ପୂର୍ବରୁ ସମସ୍ତଙ୍କୁ
Read More...

ଗୁଜୁରାଟରେ ଭୁଶୁଡିଲା ଝୁଲା ପୋଲ,ଥିଲେ ୪ଶହ ଲୋକ

ଅହମ୍ମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋରବିରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି | ଆଜି ମଛୁ ନଦୀ ଉପରେ ଥିବା କେବୁଲ ବ୍ରିଜ(ଝୁଲା ପୋଲ) ଭୁଶୁଡି ପଡିଛି । ଏହି ଘଟଣା ସମୟରେ ବ୍ରିଜ ଉପରେ ଠିଆ ହୋଇଥିବା ଅନେକ ଲୋକ ନଦୀରେ ପଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ
Read More...

ଫୁଟ୍‌ବଲ୍ ଷ୍ଟାଡିୟମ୍ ନିକଟରେ ବିସ୍ଫୋରଣ, ୧୦ ମୃତ

ବାଗ୍‌ଦାଦ: ଫୁଟ୍‌ବଲ୍ ଷ୍ଟାଡିୟମ୍ ନିକଟରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଏହି ଦୁର୍ଘଟଣା ଘଟିଛି। ମିଡିଆ ରିପୋର୍ଟ ମୁତାବକ, ଫୁଟ୍‌ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ
Read More...

ସଡକ ଦୁର୍ଘଟଣାରେ ଆମେରିକାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ପାଠପଢ଼ୁଥିବା ୩ ଜଣ ଭାରତୀୟ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍‌ ନିକଟରେ ଛାତ୍ରମାନେ ଯାଉଥିବା କାରଟି ଆଉ ଗୋଟିଏ ଗାଡ଼ିରେ ପିଟି ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ ଘଟଣାସ୍ଥଳରେ ୨୭
Read More...

ପ୍ରଥମ ଥର ପାଇଁ ଘରୋଇ କଂପାନୀ ନିର୍ମାଣ କରିବ ସାମରିକ ବିମାନ

ନୂଆଦିଲ୍ଲୀ : ଗୁଜୁରାଟରେ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ ତିଆରି ହେବ । ବିଶ୍ୱର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ଏୟାରବସ ଓ ଟାଟା ଗ୍ରୁପ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବେ । ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଆଜି ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର
Read More...

ଅମିତ ଶାହଙ୍କ ବଡ଼ ଘୋଷଣା :
ପ୍ରତି ରାଜ୍ୟରେ ରହିବ ଏନଆଇଏ ଅଫିସ

ସୁରଜକୁଣ୍ଡ (ହରିୟାଣା): ଦେଶର ପ୍ରତି ରାଜ୍ୟରେ ରହିବ ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ) ଅଫିସ । ଆସନ୍ତା ୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଏହି ଅଫିସ ଖୋଲିଯାଇଥିବ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ତାଙ୍କର ଏହି ଘୋଷଣା
Read More...

ସୁନା ଚାଦରରେ ଛାଉଣି ହେଲା କେଦାରନାଥ ଗର୍ଭଗୃହ

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା ଛାଉଣି
Read More...