Browsing Category

ଦେଶ- ବିଦେଶ

ପ୍ରକାଶ ପାଇଲା ‘ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @୧୦୦ ପୁସ୍ତକର ତୃତୀୟ ସିରିଜ୍

Blue କ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ନିକଟରେ 'ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @ ୧୦୦ ପୁସ୍ତକର ତୃତୀୟ ସିରିଜ୍ ପ୍ରକାଶ କରିଛି। ଏହି ପୁସ୍ତକ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ ପ୍ରସାରଣ 'ମନ କି ବାତ' ଉପରେ ଆଧାରିତ। ଏହି ପୁସ୍ତକରେ
Read More...

ସରକାରୀ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ

ଦିପାବଳୀରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ଦେଲେ ଏକ ବଡ ଉପହାର । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି। ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ । ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ
Read More...

ଇସ୍ରୋର ଐତିହାସିକ ସଫଳତା, ଜହ୍ନ ରାଇଜରେ ପାଦ ରଖିଲା ଭାରତ

ନୂଆଦିଲ୍ଲୀ: ଇସ୍ରୋ ରଚିଛି ଇତିହାସ, ଚନ୍ଦ୍ରପୃଷ୍ଠରେ ଭାରତର ଭୌଗୋଳିକ ରେଖା ଆଙ୍କିବାରେ ହୋଇଛି ସଫଳ। ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ : ଖଡଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ। ବିରୋଧୀ ଦଳଙ୍କ ସହ ବୈଠକ ବେ‌ଳେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏଭଳି କହିଛନ୍ତି। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତ କରିବାକୁ ଆଜି
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଟିଏମସି ୮୨୩୨, ଭାଜପା ୧୭୧୪ ଆସନରେ ବିଜୟୀ

କୋଲକାତା,୧୧।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣନା ଅନୁସାରେ ଟିଏମସି ୮୨୩୨ ଆସନରେ ବିଜୟୀ ହୋଇଥିବା ଭାଜପା ୧୭୧୪ ଆସନରେ ବିଜୟୀ ହୋଇଛି। ଅନ୍ୟ ଆସନ ପାଇଁ ଭୋଟ ଗଣନା ଚାଲିଛି। ୭୩,୮୮୭ ଆସନ ପାଇଁ ଭୋଟ
Read More...

ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ
Read More...

ନଦୀକୁ ଖସିଲା ମିନି ଟ୍ରକ୍‌, ୧୨ ମୃତ

ନୂଆଦିଲ୍ଲୀ : ଓଡିଶାରେ ଗତକାଲି ରାତିରେ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ଏକ ଟ୍ରକ୍‌ ମାଡିଯିବାରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଜିଲ୍ଲାର ଦୁରସଡା
Read More...

ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍‌’ ଉନ୍ମୋଚନ କରିଛନ୍ତି। ବୈଦିକ ମ‌ନ୍ତ୍ରୋଚାରଣ ଚାଲିଥିବା
Read More...

ମୋଦିଙ୍କ ପ୍ରଶଂସାରେ ଅଷ୍ଟ୍ରେଲିଆର ବଡ ବଡ ବ୍ୟକ୍ତିତ୍ୱ

ସିଡନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ମଙ୍ଗଳବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆର ବରିଷ୍ଠ ଶିଳ୍ପପତିମାନଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ଶିଳ୍ପପତିମାନଙ୍କୁ ଭାରତରେ ନିବେଶ
Read More...

ଆମେରିକାରେ ମୋଦିଙ୍କୁ ଦିଆଯିବ ୨୧ ତୋପ ସଲାମୀ

ଓ୍ବାଶିଂଟନ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ଯାତ୍ରା ବିଷୟରେ ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ବତନ୍ତ୍ର କରିବା ପାଇଁ ଭାରତୀୟ ସମ୍ପ୍ରଦାୟ
Read More...