Browsing Category

ଦେଶ- ବିଦେଶ

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ବିଜେପି ଓ ଟିଏମସି ମଧ୍ୟରେ ତିକ୍ତତା ଜାରି ରହିଥିବା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆଦିଲ୍ଲୀରେ ଥିବା ମୋଦିଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ୪ ଦିନିଆ
Read More...

ଦୁଇ ସପ୍ତାହ ପାଇଁ ଜେଲ ହାଜତକୁ ଗଲେ ପାର୍ଥ ଓ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ
Read More...

ଦରବୃଦ୍ଧିକୁ ନେଇ ଦେଶତମାମ ଗର୍ଜିଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଘନ ଘନ ଜେରା ଓ ରେଡକୁ ନେଇ ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ତଥା କ୍ରୋଧ ଏବଂ ଦରଦାମ ବୃଦ୍ଧି,ଜିଏସଟି,ବେକାରୀ ଆଦି ପ୍ରସଙ୍ଗକୁ ଆଧାର କରି ଆଜି ଦେଶତମାମ ଦେଖିବାକୁ ମିଳିଛି ଜାତୀୟ କଂଗ୍ରେସର ଅଭୂତପୁର୍ବ ବିକ୍ଷୋଭ । ପଲ୍ଲୀଠୁ ଆରମ୍ଭ କରି
Read More...

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗ୍ରହଣ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସନ୍ତାକାଲି ହିଁ ଫଳାଫଳ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ପଦ ପାଇଁ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍‌
Read More...

ଦିଲ୍ଲୀରେ ସନ୍ତ୍ରାସବାଦୀ ହମଲା ଷଡ଼ଯନ୍ତ୍ର :
ହାଇଆଲର୍ଟରେ ପୁଲିସ,ଏବେଠୁ ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ରାଜଧାନୀ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଓ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ । ଗୁଇନ୍ଦା ସଂସø୍‌ଥାଗୁଡ଼ିକ ଏଭଳି ସୂଚନା ପାଇବା ପରେ ଦିଲ୍ଲୀ ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି । ଏବେଠୁ
Read More...

ମଙ୍କିପକ୍ସର ମୁକାବିଲା ପାଇଁ ମାଷ୍ଟରପ୍ଲାନ

ନୂଆଦିଲ୍ଲୀ: ମଙ୍କିପକ୍ସ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତିି ଏକ ମାଷ୍ଟରପ୍ଲାନ୍‌ । ଏହି ପ୍ଲାନ ଆଧାରରେ ରାଜ୍ୟମାନେ କାର୍ଯ୍ୟ କରିବେ । ଦିଲ୍ଲୀ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସରକାର ଆଜି ସ୍ଥିତିର ପୁନଃସମୀକ୍ଷା କରିଛନ୍ତି ଏବଂ ନିୟମକୁ
Read More...

ଜଷ୍ଟିସ ଉଦୟ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଜଷ୍ଟିସ ଲଳିତଙ୍କ ନାଁ ସୁପାରିଶ କରିଛନ୍ତି । ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ସରକାରୀ ଚିଠି ପାଇବା ପରେ ବର୍ତ୍ତମାନର ପ୍ରଧାନ ବିଚାରପତି ତାଙ୍କ
Read More...

ଭୂମିକମ୍ପରେ ଥରିଲା ଛତିଶଗଡ

ରାୟପୁର: ଭୂକମ୍ପରେ ଥରିଲା ଛତିଶଗଡ । ଗୁରୁବାର ସୁରଜପୁର ଜିଲ୍ଲାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ମୁତାବକ,ଆଜି ମଧ୍ୟାହ୍ଣ ସମୟରେ ସୁରଜପୁର ଅଞ୍ଚଳରେ ଭୂମିକମ୍ପର ହାଲ୍‌କା ଝଟ୍‌କା ଅନୁଭୂତ ହୋଇଥିଲା ।
Read More...

ୟଙ୍ଗ ଇଣ୍ଡିଆ ଅଫିସରେ ପୁଣି ଚଢାଉ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅଡୁଆ ଥମିବାର ନାଁ ନେଉନାହିଁ । ଗୁରୁବାର କଂଗ୍ରେସ ପାର୍ଟିର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେରାଲ୍ଡ ହାଉସରେ ଇଡି ଅଧିକାରୀଙ୍କ ସାମ୍ନାରେ ନିଜେ ହାଜର ହୋଇଛନ୍ତି । କଂଗ୍ରେସ ମାଲିକାନାରେ ଥିବା ଖବରକାଗଜ ନ୍ୟାସନାଲ ହେରାଲ୍ଡର ସହ
Read More...

ଜାଣନ୍ତୁ,ସିନ୍ଦେ ଗୋଷ୍ଠୀର ଆବେଦନ ଉପରେ କି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪/୮: ସିନ୍ଦେ ଗୋଷ୍ଠୀକୁ ଆଜି ଲାଗିଛି ବଡ ଝଟକା । ସୁପ୍ରିମକୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନରେ ସିନ୍ଦେ ସେମାନେ ପ୍ରକୃତ ଶିବସେନା ଓ ତାଙ୍କୁ ନିର୍ବାଚନୀ ସଙ୍କେତ
Read More...