Browsing Category

ଦେଶ- ବିଦେଶ

ଉଡ଼ାଣ ପୂର୍ବରୁ ବିମାନରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଆଜି ଏକ ବିମାନ ଉଡ଼ାଣ ପୂର୍ବରୁ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ । ମସ୍କଟରୁ କୋଚିନ ଆସିବାକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି ଦୁର୍ଘଟଣା ଘଟିଛି । ଧୂଆଁ ବାହାରିବା ପରେ ବିମାନ ଉଡାଣ ବାତିଲ କରାଯାଇଛି । ଉଡାଣ ୩
Read More...

ଲିଫ୍ଟ ଭୁଶୁଡ଼ି ୮ ଶ୍ରମିକ ମୃତ

ଅହମ୍ମଦାବାଦ : ଅହମ୍ମଦାବାଦରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ସମସ୍ତ ମୃତକ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣା ଆଜି ସକାଳେ ଏଠାରେ କୋଠାର କାମ ଚାଲୁଥିବା ବେଳେ ଶ୍ରମିକମାନେ ଲିଫ୍ଟ ସହାୟତାରେ
Read More...

ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆସନ୍ତା ୧୯ ତାରିଖରେ ଶେଷକୃତ୍ୟ ହେବ । ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ୱ ନେତୃବୃନ୍ଦ ଯୋଗଦେବେ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ
Read More...

ଖାଇକୁ ଖସିଲା ବସ୍‌ ; ୧୧ ମୃତ, ୮ ଆହତ

ଜାମ୍ମୁ : ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବାରି ନିକଟରେ ଗଭୀର ଖାଇକୁ ଏକ ବସ୍‌ ଖସିଯିବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସଟି ସବଜିଆନରୁ ମାଣ୍ଡି ଆଡକୁ ଯାଉଥିଲା । ଘଟଣାର କିଛି ସମୟ ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ସେନା ଦ୍ୱାରା
Read More...

ପୁଲିସ୍‌ ନିଯୁକ୍ତିରେ ମହାଦୁର୍ନୀତି :
୩୩ ସ୍ଥାନରେ ଚାଲିଛି ସିବିଆଇ ରେଡ୍‌

ଶ୍ରୀନଗର,୧୩/୯: : ଜମ୍ମୁ-କଶ୍ମୀରରେ ପୁଲିସ୍‌ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢାଉ କରିଛି । ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ
Read More...

ପୁଣି ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ,୧୩/୯: ପୁଣି ଥରେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ । ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ଏହାପୂର୍ବରୁ ମୁକୁଲ ରୋହତଗୀ ଜୁନ୍‌ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ
Read More...

ବିଶ୍ୱସ୍ତରୀୟ ମେଡିକାଲ ୟୁନିଭର୍ସିଟି ହେବ ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ : ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମାମଲାରେ ସଂସଦର ସ୍ଥାୟୀ କମିଟି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୁପାରିସ କରିଛି । ଦିଲ୍ଲୀ ଏମ୍ସର ପୁନର୍ବିକାଶ ପାଇଁ ମାଷ୍ଟରପ୍ଲାନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ଏଥିରେ କୁହାଯାଇଛି । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ
Read More...

ଗୋଟିଏ ଟ୍ରକରେ ପିଟିହେଲା ତିନୋଟି କାର, ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଭିଡିଓ

ଚଣ୍ଡିଗଡ : ପଞ୍ଜାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇଥିବା ଟ୍ରଲର (ଟ୍ରକ୍‌) ସହ ବାଡେଇ ହୋଇ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭାରସାମ୍ୟ ହରାଇଥିବା ଏହି ଟ୍ରକ ସହ ଏକସାଙ୍ଗରେ ତିନୋଟି କାର ବାଡେଇ
Read More...

୬୦ଟି ସ୍ଥାନରେ ଏନଆଇଏ ରେଡ୍‌

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ ତା’ର ତଦନ୍ତକୁ ଜୋରଦାର କରିଛି । ଦେଶର ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି ସ୍ଥାନରେ ଆଜି ସକାଳୁ ଏନଆଇଏ ନିଜ ଚଢାଉକୁ ଜୋରଦାର କରିଛି । ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ କନେକସନ୍‌ ମାମଲାରେ ଏହି ଚଢାଉ ଚାଲିଛି । ବହୁ ସଂଖ୍ୟାରେ କୁଖ୍ୟାତ
Read More...

ରାମ ମନ୍ଦିର ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି

ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର । ଖୁବ ଜୋର୍‌ସୋର୍‌ରେ ମନ୍ଦିର ନିର୍ମାଣ କାମ ଚାଲିଛି । ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି । ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର
Read More...