Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଟ୍ରମ୍ପଙ୍କୁ ନିଜର ନୋବେଲ ପୁରସ୍କାର ଦେଲେ ମାଚାଡୋ
ନୂଆଦିଲ୍ଲୀ,୧୬/୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଭେନେଜୁଏଲାର ବିରୋଧୀ ନେତା ତଥା ନୋବେଲ ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ । ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ମାଚାଡୋ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ କହିଛନ୍ତି ଯେ, ସେ ସାକ୍ଷାତ!-->…
Read More...
Read More...
ଆସୁଛି ମୁମ୍ବଇ ପୌର ନିର୍ବାଚନ ଫଳାଫଳ: ଜାଣନ୍ତୁ କାହା ସପକ୍ଷରେ ଯାଉଛି ଜନମତ
ମୁମ୍ବଇ: ମହାରାଷ୍ଟ୍ରର ୨୯ଟି ନଗର ନିଗମର ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯିବ। ସକାଳ ପ୍ରାୟ ୧୦ଟାରେ ଗଣନା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଭୋଟ ଗଣତିରେ ୫୫୧ସିଟରେ ବିଜେପି ଆଗୁଆ ରହିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରତ୍ୟେକ ନଗର ନିଗମରେ କିଏ ବିଜୟୀ ହୋଇଛି ତାହା ସ୍ପଷ୍ଟ!-->…
Read More...
Read More...
ପୁଣି ବଡ ପରଦାରେ ଧମାକା କରିବେ ଅଲ୍ଲୁ ଅର୍ଜୁନ
ମୁମ୍ୱାଇ: 'ପୁଣି ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ମକର ସଂକ୍ରାନ୍ତିରେ ଅଭିନେତାଙ୍କ ନୂଆ ଫିଲ୍ମ ''AA 23'' ଘୋଷଣା ହୋଇଛି । ଯାହାର ନିର୍ଦ୍ଦେଶନା ଦେବେ ନିର୍ଦ୍ଦଶଖ ଲୋକେଶ କନାଗରାଜ । ତେବେ ଜାନୁଆରୀ ୧୪ ରେ, ମୈଥ୍ରୀ ମୁଭି ମେକର୍ସ ସେମାନଙ୍କର!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା 7ଜଣଙ୍କ ଜୀବନ
ନୂଆଦିଲ୍ଲୀ: ରାଜସ୍ଥାନର ଫତେପୁର ଶେଖାବତୀରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୫୨ ନଂ ଜାତୀୟ ରାଜପଥର ହର୍ସଭା ଗାଁ ନିକଟରେ ଏଭଳି ହୃଦୟା ବିଦାରକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଯାଉଥିବା କାରଟି!-->…
Read More...
Read More...
ଚଳନ୍ତା ଟ୍ରେନ ଉପରେ ଖସିଲା କ୍ରେନ୍: ୨୨ ମୃତ
ବ୍ୟାଙ୍କକ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ, ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି। ନିର୍ମାଣକାର୍ଯ୍ୟରେ ନିୟୋଜିତ କ୍ରେନ୍ ବଗି ଉପରେ ଖସିପଡ଼ିବା ଯୋଗୁ ବ୍ୟାଙ୍କକ୍ରୁ ଉତ୍ତର-ପୂର୍ବ ଥାଇଲାଣ୍ଡକୁ!-->…
Read More...
Read More...
କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଦିଲ୍ଲୀ ଘରେ ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏପରିକି କିଛି ଗାଈ ମାନଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ!-->…
Read More...
Read More...
୧୭ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍
ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ଜାନୁଆରୀ ୧୭ରୁ କୋଲକାତା ଏବଂ ଗୌହାଟି ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦା ଟାଉନରେ ଏହାର ଉଦଘାଟନ କରିବେ । କାମାକ୍ଷା ଏବଂ ହାୱଡ଼ା ଜଙ୍କସନ!-->…
Read More...
Read More...
ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ କଲା ବାଂଲାଦେଶ
ଢାକା: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ,!-->…
Read More...
Read More...
ବୁଲା କୁକୁର ମାମଲାର ଶୁଣାଣି ସମୟରେ ଏମିତି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଜି ପୁଣି ଥରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିଛନ୍ତି । କୋର୍ଟ ପୂର୍ବ ଶୁଣାଣିରୁ ନିଜର ମତ ବଜାୟ ରଖିଛନ୍ତି। ଏଥିରେ କୁହାଯାଇଛି ଯେ କୁକୁର କେତେବେଳେ କାମୁଡ଼ିବ ତାହା ନିର୍ଣ୍ଣୟ କରିବା ପାଇଁ କେହି ତା’ର ମନ ପଢ଼ିପାରିବ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ!-->…
Read More...
Read More...
ଅସୁସ୍ଥ ହେଲେ ସୋନିଆ ଗାନ୍ଧୀ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ ଏକ!-->…
Read More...
Read More...