Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କଂଗ୍ରେସକୁ କେବେ ବି ଲୋକେ ବିଶ୍ୱାସ କରିବେ ନାହିଁ : ମୋଦୀ
ନୂଆଦିଲ୍ଲୀ: ଯେତେ କଳାଯାଦୁ କଲେ ବି ଲୋକେ କଂଗ୍ରେସକୁ ବିଶ୍ୱାସ କରିବେନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପାନିପତରେ ୯୦୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ପିଢିର (୨ଜି) ଇଥାନଲ ପ୍ଲାଣ୍ଟକୁ ଉଦଘାଟନ କରିବା ସମୟରେ ଏଭଳି କହିଛନ୍ତି । ଗତ କିଛି ଦିନ ହେଲାଣି ବିରୋଧୀ ଦଳ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତିଶ-ତେଜସ୍ବୀ
ପାଟନା: ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ।!-->…
Read More...
Read More...
ଅଟୋ-ବସ୍ ମୁହାଁମୁହିଁ ଧକ୍କା :
ଚାଲିଗଲା ୯ ଜଣଙ୍କ ଜୀବନ
ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମି ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ଆଜି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାଜ୍ୟ ପରିବହନ ବିଭାଗ ଏକ ବସ୍ ସହ ସାମ୍ନା ପଟୁ ଆସୁଥିବା ଅଟୋର ଜୋରଦାର ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।!-->…
Read More...
Read More...
ମେଣ୍ଟ ଭଙ୍ଗ ନେଇ ବିଜେପିର ପ୍ରତିକ୍ରିୟା : ଜନତା ଉଚିତ୍ ଶିକ୍ଷା ଦେବେ
ପାଟାନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, “ଯେଉଁମାନେ ଏଭଳି କରିଛନ୍ତି,ଯେଉଁମାନେ ନିଜ ସହଯୋଗୀ ଦଳକୁ ଧୋକା ଦେଇଛନ୍ତି । ସେମାନଙ୍କୁ ଜନସାଧାରଣ ଉଚିତ ଶିକ୍ଷା!-->…
Read More...
Read More...
ମହାରାଷ୍ଟ୍ର ସରକାରରେ ସିନ୍ଦେ ସବୁଠୁ କମ ପାଠୁଆ
ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । ନୂତନ ମନ୍ତ୍ରିମଣ୍ଡଳରେ ସିନ୍ଦେଙ୍କ ଶିବସେନାରୁ ୯ ଜଣ ଏବଂ ବିଜେପିରୁ ୯ ଜଣ ମନ୍ତ୍ରୀ ହୋଇଛନ୍ତି । ସିନ୍ଦେ କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।!-->…
Read More...
Read More...
ଭାଙ୍ଗିଲା ମେଣ୍ଟ : ଇସ୍ତଫା ଦେଲେ ନୀତିଶ,ଏବେ ରାଜ୍ୟପାଳଙ୍କ ଉପରେ ନଜର
ପାଟନା : ବିହାରରେ ସୃଷ୍ଟି ହୋଇଛି ନୂଆ ରାଜନୈତିକ ସମୀକରଣ । ପୂରା ରାଜନୈତିକ ସ୍ଥତିି ଓଲଟପାଲଟ ହୋଇଛି । ରାଜ୍ୟରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଛି । ବିଜେପି ସହ ସଂପର୍କ ଛିନ୍ନ କରି ପୁଣି ଲାଲୁ ଯାଦବଙ୍କ ଆରଜେଡି ଓ କଂଗ୍ରେସ ସମର୍ଥନରେ ନୂଆ ସରକାର ଗଠନ କରିବାକୁ ଯାଉଛନ୍ତି ଜେଡିୟୁ!-->…
Read More...
Read More...
ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ ସରକାର, ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
ପାଟନା : ଶେଷରେ ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାର ଭାଙ୍ଗିଛି । ସୂଚନାନୁସାରେ, ସିଏମ ନୀତୀଶ କୁମାରଙ୍କ ବାସଭବନରେ ଜେଡିୟୁ ବିଧାୟକମାନଙ୍କ ବୈଠକରେ ବିଜେପିଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଧାୟକଙ୍କ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଜେଡିୟୁ ଆଉ ବିଜେପି!-->…
Read More...
Read More...
ସିନ୍ଦେ ସରକାରରେ ସାମିଲ ହେଲେ ୧୮ ମନ୍ତ୍ରୀ, ବିଜେପି ଖାତାରେ ୯ ମନ୍ତ୍ରୀ
ନୂଆଦିଲ୍ଲୀ : ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ।
ଗତ କିଛି ଦିନ ହେଲାଣି!-->!-->!-->…
Read More...
Read More...
ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଚାଲିବ ଯାତ୍ରୀବାହୀ ଟ୍ରେନ
ଶ୍ରୀନଗର: ଦେଶର ବିକାଶରେ ଭାରତୀୟ ରେଳର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା କଶ୍ମୀର ଉପତ୍ୟକାକୁ ଦେଶ!-->…
Read More...
Read More...
ସିଏସ୍ଆଇଆର ପାଇଲା ପ୍ରଥମ ମହିଳା ମହାନିର୍ଦ୍ଦେଶିକା
ନୂଆଦିଲ୍ଲୀ: ଶନିବାର ବରିଷ୍ଠ ବୈଜ୍ଞାନିକ ନଲ୍ଲାତମ୍ବୀ ସେଲ୍ୱିଙ୍କୁ ‘କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ’ର (ସିଏସ୍ଆଇଆର୍) ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିଛି । ‘ସିଏସ୍ଆଇଆର୍’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ ରହିଛି!-->…
Read More...
Read More...