Browsing Category

ଦେଶ- ବିଦେଶ

ଦୀପାବଳିରେ ଫୁଟିବନି ବାଣ, ବିକ୍ରୀରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ : ଏଥର ମଧ୍ୟ ଦିଲ୍ଲୀରେ ଦୀପାବଳି ଆତସବାଜିରୁ ମୁକ୍ତ ରହିବ । ଦିଲ୍ଲୀ ସରକାର ବାଣ ବିକ୍ରୀ ତଥା ବ୍ୟବହାର ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ…
Read More...

୮ଟି ସରକାରୀ ସାର ପ୍ରସ୍ତୁତକାରୀ କମ୍ପାନୀର ହେବ ଘରୋଇକରଣ

ନୂଆଦିଲ୍ଲୀ : ଘରୋଇକରଣ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି କ୍ରମରେ, ସରକାରଙ୍କ ଦ୍ୱାରା ପରିଚାଳିତ ୮ ଟି ସାର ଓ ରସାୟନିକ କମ୍ପାନୀର ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏହି କଂପାନୀଗୁଡ଼ିକୁ ଘରୋଇ କମ୍ପାନୀମାନଙ୍କ…
Read More...

ପ୍ରଧାନମନ୍ତ୍ରୀଭାବେ ଶପଥ ନେଲେ ଟ୍ରସ୍‌

ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଲିଜ୍‌ ଟ୍ରସ । ତାଙ୍କୁ ଆଜି ରାଣୀ ଏଲିଜାବେଥ-୨ ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତ କରିଛନ୍ତି । ଟ୍ରସ ଆଜି ରାଣୀ ଏଲିଜାବେଥଙ୍କୁ ଭେଟିବା ପରେ ଏପରି ନିଯୁକ୍ତି…
Read More...

ଦିଲ୍ଲୀରେ ମୋଦୀ-ହସୀନା ବୈଠକ

ନୂଆଦିଲ୍ଲୀ : ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ବହୁ ପୁରୁଣା ଏବଂ ସୁଦୃଢ । ଆମେ ବିଭିନ୍ନ କ୍ଷେତ୍ରରେ ମିଳିତଭାବେ କାର୍ଯ୍ୟ କରି ସଫଳତା ପାଇଛୁ । “ପଡୋ଼ଶୀ ପ୍ରଥମ” ନୀତି ଅନୁଯାୟୀ ବାଂଲାଦେଶ ଆମର ଏକ ପ୍ରମୁଖ ଅଂଶୀଦାର ହୋଇଛି । ପାରସ୍ପରିକ ସହଯୋଗ ମାଧ୍ୟମରେ ଆମେ କ୍ରମାଗତ ଭାବରେ ଉଭୟ…
Read More...

ବାୟୋଟେକର ନାଜାଲ କରୋନା ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ କରୋନାର ଦୈନିକ ସଂକ୍ରମଣ ଏବେ ତଳମୁହ÷ାଁ ହୋଇଛି । ସଂକ୍ରମଣ ଦ୍ରୁତ ଗତିରେ କମୁଛି । ତେବେ ଏହି ତଳମୁହାଁ ଧାରା ସତ୍ତେ୍ୱ ଦେଶରେ ଟିକାକରଣ ଜାରି ରହିଛି । ଏବେ ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ଆଉ ଏକ ବଡ ଅସ୍ତ୍ର । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା…
Read More...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ରାଜିନାମା ସ୍ୱାକ୍ଷରିତ

ବେଙ୍ଗାଲୁରୁ : କ୍ରମାଗତ ତୃତୀୟ ବର୍ଷ ପାଇଁ ମହାକାଶ ଶିଳ୍ପ କ୍ଷେତ୍ରରେ ଅଷ୍ଟ୍ରେଲିଆ ଆମର ଏକ ମୁଖ୍ୟ ଅଂଶୀଦାର ଦେଶ ହୋଇ ରହିଆସିଛି । ବେଙ୍ଗାଲୁରୁ ସ୍ପେସ୍‌ ଏକ୍ସପୋ ୨୦୨୨ (ବିଏସ୍‌ଏକ୍ସ ୨୦୨୨) ଅବସରରେ ସୋମବାର ଅଷ୍ଟ୍ରେଲିଆ-ଭାରତ ମହାକାଶ ଶିଳ୍ପ ସମ୍ବନ୍ଧୀୟ ୬ଟି ରାଜିନାମା ସ୍ୱାକ୍ଷରିତ…
Read More...

ଚୀନ୍‌ ଭୂକମ୍ପ ମୃତ୍ୟୁ ୧୦୦ ଟପିଲା

ବେଜିଂ,୬/୯: ଚୀନରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୧୦୦ ଅତିକ୍ରମ କରିଛି । ଚୀନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସବୁଠୁ ବେଶୀ କ୍ଷତି ଘଟିଛି । ଲୋକମାନେ କୋଭିଡ ଲକଡାଉନ ଯୋଗୁଁ ଘରେ ବନ୍ଦୀ ଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେ…
Read More...

ସାଇରସ୍‌ଙ୍କ ବ୍ୟବଚ୍ଛେଦ ରିପୋର୍ଟ :
ମୁଣ୍ଡ,ଛାତିରେ ଶକ୍ତ ଆଘାତ ମୃତ୍ୟୁର କାରଣ

ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଶରୀର ଭିତରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକରେ ଗୁରୁତର ଆଘାତ କାରଣରୁ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରୁ ଜଣାପଡିଛି । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।…
Read More...

ଭାରତରେ ବାଂଲା ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା

ନୂଆଦିଲ୍ଲୀ: ଚାରି ଦିନିଆ ଭାରତ ଗସ୍ତରେ ଆଜି ଏଠାରେ ଆସି ପହଞ୍ଚିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ପରେ ସେ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ହସିନାଙ୍କୁ ବୟନ ଓ ରେଳ ବିଭାଗର ମନ୍ତ୍ରୀ ଦର୍ଶନ ଜର୍ଡଶ ସ୍ୱାଗତ କରିଥିଲେ ।…
Read More...

ଚୀନ୍‌ରେ ଭୂକମ୍ପ, ୨୧ ମୃତ

ବେଜିଂ: ଚୀନରେ ଆଜି ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି । ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।…
Read More...