Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଭୂମିକମ୍ପରେ ଥରିଲା ଛତିଶଗଡ
ରାୟପୁର: ଭୂକମ୍ପରେ ଥରିଲା ଛତିଶଗଡ । ଗୁରୁବାର ସୁରଜପୁର ଜିଲ୍ଲାରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ମୁତାବକ,ଆଜି ମଧ୍ୟାହ୍ଣ ସମୟରେ ସୁରଜପୁର ଅଞ୍ଚଳରେ ଭୂମିକମ୍ପର ହାଲ୍କା ଝଟ୍କା ଅନୁଭୂତ ହୋଇଥିଲା ।!-->…
Read More...
Read More...
ୟଙ୍ଗ ଇଣ୍ଡିଆ ଅଫିସରେ ପୁଣି ଚଢାଉ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅଡୁଆ ଥମିବାର ନାଁ ନେଉନାହିଁ । ଗୁରୁବାର କଂଗ୍ରେସ ପାର୍ଟିର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେରାଲ୍ଡ ହାଉସରେ ଇଡି ଅଧିକାରୀଙ୍କ ସାମ୍ନାରେ ନିଜେ ହାଜର ହୋଇଛନ୍ତି । କଂଗ୍ରେସ ମାଲିକାନାରେ ଥିବା ଖବରକାଗଜ ନ୍ୟାସନାଲ ହେରାଲ୍ଡର ସହ!-->…
Read More...
Read More...
ଜାଣନ୍ତୁ,ସିନ୍ଦେ ଗୋଷ୍ଠୀର ଆବେଦନ ଉପରେ କି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୪/୮: ସିନ୍ଦେ ଗୋଷ୍ଠୀକୁ ଆଜି ଲାଗିଛି ବଡ ଝଟକା । ସୁପ୍ରିମକୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନରେ ସିନ୍ଦେ ସେମାନେ ପ୍ରକୃତ ଶିବସେନା ଓ ତାଙ୍କୁ ନିର୍ବାଚନୀ ସଙ୍କେତ!-->…
Read More...
Read More...
ତାଇୱାନ ଏୟାର ଡିଫେନ୍ସ ଜୋନରେ ଚାଇନାର ୨୭ ଯୁଦ୍ଧ ବିମାନ
ବେଜିଂ: ତାଇୱାନକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଘନୀଭୂତ ହେବାରେ ଲାଗିଛି । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ଏବେ ତାଇୱାନରୁ ଯିବା ପରେ ବେଜିଂ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି । ଏଥିପାଇଁ ଆଜି ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡାଣ!-->…
Read More...
Read More...
ପାର୍ଥ ଓ ଅର୍ପିତାଙ୍କ ରିମାଣ୍ଡ ଅବଧି ୨ ଦିନ ବଢିଲା
କୋଲାକତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହୋଗୀ ଅର୍ପିତାଙ୍କ ରିମାଣ୍ଡ ଅବଧି ଆଉ ଦୁଇ ଦିନ ବଢିଛି । ଆଜି ଉଭୟଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ପାର୍ଥ ଓ!-->…
Read More...
Read More...
ସିଲ୍ ହେଲା ୟଙ୍ଗ ଇଣ୍ଡିଆନ ଅଫିସ :
ସୋନିଆଙ୍କ ଘର ଆଗରେ ପୁଲିସ ମୁତୟନ
ନଆଦିଲ୍ଲୀ: ହେରାଲ୍ଡ ହାଉସରେ ଚଢଉ ପରେ ଆଜି ଏହି ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ଆଜି ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏହାପରେ, ଉତ୍ତେଜନା ଆଶଙ୍କାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସ ଭବନ ବାହାରେ ସଙ୍ଗେ ସଙ୍ଗେ ପୁଲିସ ମୁତୟନ କରାଯାଇଛି ।!-->…
Read More...
Read More...
ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ
ଜାତିସଂଘ: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ପ୍ରଥମ ଥରପାଇଁ ଜଣେ ମହିଳା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ହେଲେ ରୁଚିରା କମ୍ବୋଜ୍ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କ ନିକଟରେ ନିଜର କାଗଜପତ୍ର ଦାଖଲ କରିଛନ୍ତି । ନ୍ୟୁୟର୍କରେ ଥିବା ଜାତିସଂଘର ମୁଖ୍ୟାଳୟରେ!-->…
Read More...
Read More...
ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ :
ଆଗକୁ ମାଗଣା ଯୋଜନା ଉପରେ ଲାଗିବ ରୋକ୍!
ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ରାଜନୈତିକ ଦଳଗୁଡ଼ିକର ଲୋଭନୀୟ ପ୍ରତିଶ୍ରୁତି ତଥା ମାଗଣା ଯୋଜନା ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ଏହା ଅଧିକ ଗତି ଧରିଛି । ଭୋଟରମାନଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ଘୋଷଣା କରୁଥିବା ଏହି ମାଗଣା!-->…
Read More...
Read More...
ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ବଢିଲା ଉତ୍ତେଜନା :
ଆମେରିକା-ଚୀନ ମୁହାଁମୁହିଁ,ଆକ୍ରମଣ ଧମକ ଦେଲା ବେଜିଂ
ନୂଆଦିଲ୍ଲୀ,୩/୮: ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନଥିବା ବେଳେ ଏବେ ଆଉ ଏକ ଯୁଦ୍ଧର ଆଶଙ୍କା ମୁଣ୍ଡ ଟେକିଛି । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ଦୁଇ ମହାଶକ୍ତି ଚୀନ ଓ ଆମେରିକା ଏବେ ମୁହାଁମୁହିଁ । ଆମେରିକା ଉପରେ ରାଗ ଶୁଝାଇବା ପାଇଁ ଚୀନ!-->…
Read More...
Read More...
ଦେଶରେ ୮କୁ ବୃଦ୍ଧି ପାଇଲା ମଙ୍କିପକ୍ସ ମାମଲା
ଥିରୁବନ୍ତପୁରମ୍: କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୦ ବର୍ଷିୟ ଯୁବକ ଏହି ଭାଇରସ୍ରେ ସଂକ୍ରମିତ ହୋଇଥିବା ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍ ଅଞ୍ଚଳର । ସେ ୨୭ ଜୁଲାଇରେ ୟୁଏଇରୁ!-->…
Read More...
Read More...