Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ୍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ସେ!-->…
Read More...
Read More...
ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ
ତିରୁଅନନ୍ତପୁରମ୍: କେରଳରେ ଚିହ୍ନଟ ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ ସୁସ୍ଥ ହୋଇଛନ୍ତି । ସେ ତିରୁଅନନ୍ତପୁରମର ସରକାରୀ ମେଡିକାଲ୍ କଲେଜ୍ରେ ଚିକିତ୍ସିତ ହେଉଥିଲେ । କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍ ଶୀଘ୍ର!-->…
Read More...
Read More...
ପ୍ରଧାନ ବିଚାରପତିଙ୍କ ଉଦବେଗ :
ଖୁବ ଅଳ୍ପ ଲୋକ କୋର୍ଟକୁ ଆସୁଛନ୍ତି
ନୂଆଦିଲ୍ଲୀ : ଆମ ଦେଶରେ ମୋଟ ଜନସଂଖ୍ୟାର ଖୁବ୍ କମ୍ ଲୋକ କୋର୍ଟକୁ ଆସନ୍ତି । ଏହାର କାରଣ ଏକାଧିକ । ସଚେତନତା ତଥା ଆବଶ୍ୟକ ଉପାୟ ଅଭାବରୁ ଅଧିକାଂଶ ଲୋକ କୋର୍ଟ ଆସି ନପାରି ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି । ଆଜି ଅନୁଷ୍ଠିତ ସର୍ବଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରଥମ ବୈଠକରେ!-->…
Read More...
Read More...
ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି : ମୋଦୀ
ନୂଆଦିଲ୍ଲୀ: ଆଇନଗତ ସହାୟତା ପାଇଁ ବିଭିନ୍ନ ଜେଲ୍ରେ ହଜାର ହଜାର ବିଚାରାଧୀନ କଏଦୀ ଅପେକ୍ଷା କରି ରହିଛନ୍ତି । ସେମାନଙ୍କ ମୁକ୍ତି ଦିଗରେ ନ୍ୟାୟପାଳିକା ତତ୍ପର ହେଉ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ଆୟୋଜିତ ପ୍ରଥମ ‘ଅଲ୍ ଇଣ୍ଡିଆ!-->…
Read More...
Read More...
ବିଶ୍ୱରେ ୨୦ ହଜାରମୁହାଁ ମଙ୍କିପକ୍ସ ମାମଲା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଏବେ ଡରାଇଲାଣି ମଙ୍କିପକ୍ସ । ବିଭିନ୍ନ ଦେଶରେ ପ୍ରାୟ ୧୬ ହଜାରରୁ ଅଧିକ ଏହି ମାମଲା ସାମନାକୁ ଆସିଥିବା ବେଳେ ଭାରତରେ ଏବେ ସୁଦ୍ଧା ୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏବେ ଦେଶରେ ବାହାରିଛି ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ!-->…
Read More...
Read More...
ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ ଧାଡ଼ିକିଆ ପ୍ରତିକ୍ରିୟା ରଖିଲେ ପାର୍ଥ
କୋଲକାତା : “କେଉଁଟା ସତ,କେଉଁଟା ମିଛ,ସବୁ ସମୟ କହିବ’’- ଏଭଳି ଧାଡ଼ିକିଆ ମନ୍ତବ୍ୟ ଦେଇଛନ୍ତି ପଶ୍ଚିମ ବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଏବେ ଇଡି ହେପାଜତରେ ଅଛନ୍ତି ପାର୍ଥ । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ!-->…
Read More...
Read More...
ଶେଷରେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିଛନ୍ତି । ସେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖି ଏଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି,‘ମୁଁ!-->…
Read More...
Read More...
ମଶାରି ଭିତରେ ଅନଶନ
ନୂଆଦିଲ୍ଲୀ: ଅନଶନ ତ ଅନଶନ,ତାହା ପୁଣି ମଶାରୀ ଭିତରେ! କଥାଟା ଅସ୍ୱାଭାବିକ ଲାଗିଲେ ବି ପୂରା ସତ୍ୟ । ଏଭଳି ଅଭିନବ ଅନଶନ ବା ଧାରଣା ଦେଖିବାକୁ ମିଳିଛି ସଂସଦ ବାହାରେ । ବିରୋଧୀ ସାଂସଦମାନେ ସଂସଦ ବାହାରେ ମୁକ୍ତାକାଶ ତଳେ ଚଳାଇଥିବା ୫୦ଘଣ୍ଟିଆ ପ୍ରତିବାଦ ଧାରଣାର ଦ୍ୱିତୀୟ ଦିବସରେ ମଶା!-->…
Read More...
Read More...
ମୋଦୀଙ୍କୁ ଭେଟିବେ ମମତା ବାନାର୍ଜୀ!
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି । ଆସନ୍ତା ୭ରେ ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ବୈଠକ ହେବ । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ!-->…
Read More...
Read More...
ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ୨୦ ହଜାର ଉପରେ ରହିଛି । ଦୈନିକ ପଜିଟିଭିଟି ହାର ୫.୧୨% ରେକର୍ଡ କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୮୨% ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର!-->…
Read More...
Read More...