Browsing Category

ଦେଶ- ବିଦେଶ

ଆସ୍ଥାଭୋଟରେ ଜିତିଲେ ନୀତିଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ବିହାର ବିଧାନସଭାରେ ଫ୍ଲୋରଟେଷ୍ଟ୍‌ ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେବା ସହ ‘ଫ୍ଲୋର ଟେଷ୍ଟ୍‌’କୁ ବର୍ଜନ କରିଥିଲା ବିଜେପି । ସଂଖ୍ୟାଗରିଷ୍ଠତା ସତ୍ତେ୍ୱ…
Read More...

ସିଞ୍ଜୋଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେବେ ମୋଦୀ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ଆସନ୍ତା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ମୋଦୀ ନିଜର ଏହି ଜାପାନ ଗସ୍ତ କାଳରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ…
Read More...

ଲକ୍ଷ୍ନୌରେ ଭୂମିକମ୍ପ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂ-ବିଜ୍ଞାନୀ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲକ୍ଷ୍ନୌଠାରୁ ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବ ଅଞ୍ଚଳରେ ଏହା ଅନୁଭୂତ ହୋଇଛି। ଗତକାଲି ରାତି ଗୋଟାଏ ୧୨ରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା।…
Read More...

ଭାରତ-ବାଂଲା ସୀମାରେ ସଂଘର୍ଷ; ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଆଜି ଭାରତ-ବାଂଲାଦେଶରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏ ଘଟଣା ପରେ ସେଠାରେ ସୁକ୍ଷା କଡ଼ାକଡ଼ି କରାଯାଇଛି । ଉତ୍ତର ତ୍ରିପୁରାର କାଞ୍ଚନପୁର ସବଡିଭିଜନରେ ଥିବା ଭାରତ-ବାଂଲାଦେଶ ସୀମାରେ ଏନଏଲଏଫଟି(ନ୍ୟାସନାଲ ଲିବରେସନ୍‌ ଫ୍ରଣ୍ଟ ଅଫ୍‌…
Read More...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍‌ । ଆଜି ସକାଳୁ ସକାଳୁ ତାଙ୍କ ବାସଭବନ ଏବଂ ଦିଲ୍ଲୀ ଓ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଜୋରଦାର…
Read More...

ଆଉ ୮ ୟୁ-ଟ୍ୟୁବ୍‌ ଚ୍ୟାନେଲ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ୟୁ-ଟ୍ୟୁବ ଚାନେଲ ଉପରେ କଡ଼ା ପ୍ରହ÷ାର କରିଚନ୍ତି । ଏକାବେଳକେ ୮ଟି ଚାନେଲକୁ ସରକାର ବନ୍ଦ କରିଦେଇଛନ୍ତି । ତା ମଧ୍ୟରେ ରହିଛି ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ୍‌ ଚାନେଲ । ଏହି ଚାନେଲ ଗୁଡିକରେ ଭାରତ ବିରୋଧୀ ମିଥ୍ୟା ଖବର ପରିବେଶଣ…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣି ମୁମ୍ବାଇ :
ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଡଙ୍ଗା ଜବତ

ମୁମ୍ବାଇ: ଭାରତରେ ଯେକୌଣସି ସମୟରେ ଆତଙ୍କୀ ହମଲା ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାମାନେ ଦେଇଥିବା ସୂଚନାରେ ସତ୍ୟତା ରହିଥିବାର ଆଭାସ ଆଜି ମିଳିଛି । ସମ୍ଭାବ୍ୟ ହମଲାକୁ ନେଇ ପୁଲିସ ସତର୍କତାମୂଳକ ଅଭିଯାନ ଚଳାଇଥିବା ବେଳେ ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି,ଯାହା ସମସ୍ତଙ୍କୁ ଚକିତ…
Read More...

ବିଜେପି ସଂସଦୀୟ ବୋର୍ଡରୁ ହଟିଲେ ନିତିନ ଓ ଶିବରାଜ ଚୌହାନ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡର ପୁନର୍ବାର ଗଠନ କରାଯାଇଛି। ଏହା ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା। ବିଜେପି ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ଅଣାଯାଇ ପୂର୍ବତନ ଅଧ୍ୟକ୍ଷ ନିତିନ ଗଡକରୀ ଏବଂ ଶିବରାଜ ସିଂ ଚୌହାନଙ୍କୁ ବୋର୍ଡରୁ ହଟାଇ ଦିଆଯାଇଛି। ଏହା ସହ କର୍ଣ୍ଣାଟକର…
Read More...

ସ୍ୱାଧୀନତା ଦିବସ ପାଇଁ ଜାରିହେଲା କରୋନା ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ସ୍ଥିତିରେ ଗତି କରୁଛି । ସ୍ୱାଧୀନତା ଦିବସ ଉତ୍ସବରେ ଲୋକଭିଡ଼ ହେବ,ଯାହା ସଂକ୍ରମଣ ବୃଦ୍ଧି ଘଟାଇପାରେ । ଏହାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଇଁ ଆଜି ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର…
Read More...

ଘରଭଡା ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ଘରଭଡ଼ା ନେଉଥିବା ବ୍ୟକ୍ତି କିମ୍ବା ସଂସ୍ଥାମାନଙ୍କୁ ଆଗକୁ ଏବାବଦରେ ଅିକ ଟଙ୍କା ଗଣିବାକୁ ପଡ଼ିବ । କାରଣ ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଓ ସେବା କର(ଜିଏସଟି) । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ,୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ଆସନ୍ତା ଜୁଲାଇ ୧୮ରୁ ନୂଆ…
Read More...