Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଫ୍ଲୋର୍ ଟେଷ୍ଟ୍ରେ ସିନ୍ଦେ ପାସ୍
ମୁମ୍ବାଇ,୪/୭ : ହାତରୁ କ୍ଷମତା ଯିବା ପରଠୁ ଶିବ ସେନା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସଫଳତା ପରେ ସଫଳତା ମିଳିଚାଲିଛି । ପ୍ରତ୍ୟେକ ପରୀକ୍ଷାରେ ସେ ପାସ୍ କରୁଛନ୍ତି । ଗତକାଲି!-->…
Read More...
Read More...
ଭାରତରେ ସଂକ୍ରମଣ ସ୍ଥିତିକୁ ଗୁରୁତର କରିପାରେ ଓମିକ୍ରନ୍ର ଉପ-ପ୍ରଜାତି
ନୂଆଦିଲ୍ଲୀ: ଭାରତରେ ଅତି ସଂକ୍ରମଣଶୀଳ ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତି ‘ବିଏ.୨.୭୫’ ରହିଛି ବୋଲି ଜଣେ ଇସ୍ରାଏଲୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଉକ୍ତ ଓମିକ୍ରନ୍ ଉପ-ପ୍ରଜାତି ଭାରତର ୧୦ଟି ପ୍ରଦେଶରେ ଚିହ୍ନଟ କରାଯାଇଛି । ସେଥିରେ ରହିଛି!-->…
Read More...
Read More...
ସ୍ୱାଧାନତା ସଂଗ୍ରାମୀଙ୍କ ଝିଅଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ : ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଭୀମବରମରେ ପହଞ୍ଚିଥିଲେ । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀ ପାସାଲା କୃଷ୍ଣମୂର୍ତ୍ତିଙ୍କ ପରିବାରକୁ ମଧ୍ୟ ଭେଟିଥିଲେ ।!-->…
Read More...
Read More...
ଭୟଙ୍କର ଦୁର୍ଘଟଣା; ଖାତକୁ ଖସିଲା ଯାତ୍ରୀବାହୀ ବସ, ୧୬ ମୃତ
କୁଲ୍ଲୁ: ହିମାଚଳ ପ୍ରଦେଶ କୁଲ୍ଲୁରେ ଆଜି ସକାଳୁ ସକାଳୁ ଭୟଙ୍କ ଦୁର୍ଘଟଣା ଘଟିଛି । ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍ ଖାତକୁ ଖସି ପଡିବାରୁ ୧୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ରହିଛନ୍ତି । ୨୦ରୁ ଅଧିକ ଲୋକ ଘଟଣାରେ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ!-->…
Read More...
Read More...
ଦଳର ଭବିଷ୍ୟତ ନେଇ ଏମିତି କହିଲେ ଶାହ
ହାଇଦ୍ରାବାଦ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ଜାରି ରହିବ। ଅର୍ଥାତ କେନ୍ଦ୍ରରେ ବିଜେପିର କ୍ଷମତା କାଏମ ରହିବ। ଦଳର ଭବିଷ୍ୟତ ନେଇ ଏମିତି କିଛି ଆକଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍। ଖାଲି ଆକଳନ କରିନାହାନ୍ତି ଭାରତ ବିଶ୍ୱଗୁରୁ ହେବ ବୋଲି ଶାହ କହିଛନ୍ତି।!-->…
Read More...
Read More...
ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି
ମୁମ୍ବାଇ: ବିଜେପି ବିଧାୟକ ରାହୁଲ ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି । ଆଜି ବସିଥିବା ବିଧାନସଭା ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାହୁଲଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଶିବେସନା ବିଦ୍ରୋହୀ ନେତା ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଗୋଟିଏ!-->…
Read More...
Read More...
ଫାଟିଲା ଗ୍ୟାସ୍ ସିଲିଣ୍ଡର, ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଶାହଜାହାନପୁରରେ ଗ୍ୟାସ ସିଲିଣ୍ଡର ଫାଟି ୪ଜଣଙ୍କ ଜୀବନ ଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନାନୁସାରେ, ୟୁପି ଶାହାଜାହାନପୁରର ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା ।!-->!-->!-->…
Read More...
Read More...
ଦେଶରେ ଉପରମୁହାଁ କୋରୋନା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । କିଛି ଦିନ ହେବ ସଂକ୍ରମଣ ୧୫ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୭,୦୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୨୩ ଜଣଙ୍କ ଜୀବନ ନେଇଛି ମହାମାରୀ ।
ଏଯାବତ ଦେଶରେ ୫ ଲକ୍ଷ୨୫ ହଜାର ୧୩୯!-->!-->!-->…
Read More...
Read More...
ନୂପୁର ଶର୍ମାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଦେଶବାସୀଙ୍କ କ୍ଷମା ମାଗିବାକୁ କହିଲେ
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି। ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି ସର୍ବୋଚ୍ଚ!-->…
Read More...
Read More...
ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, ସଂଧ୍ୟାରେ ନେବେ ଶପଥ
ମୁମ୍ବାଇ : ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ । ରାଜ୍ୟର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ୍ ଏହି ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି । ଏକନାଥ ସିନ୍ଦେ ଡେପୁଟି ସିଏମଙ୍କ ଏବଂ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବେ ଶପଥ ନେବେ ବୋଲି ବିଶ୍ୱାସ!-->…
Read More...
Read More...