Browsing Category

ଦେଶ- ବିଦେଶ

ପୁନର୍ଜୀବନ ପାଇବ ବିଏସଏନଏଲ :
କ୍ୟାବିନେଟ ବୈଠକରେ ୧.୬୪ ଲକ୍ଷ କୋଟିର ପ୍ୟାକେଜକୁ ଅନୁମୋଦନ

ନୂଆଦିଲ୍ଲୀ: ଦେଶରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌କୁ ମିଳିବ ପୁନର୍ଜୀବନ । ଏଥିପାଇଁ କେନ୍ଦ୍ର ସରକାର ଏକ ବଡ଼ ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଖୁବଶୀଘ୍ର ନ୍ୟାୟିକ ଅଧିକାରୀଙ୍କୁ ମିଳିବ ବର୍ଦ୍ଧିତ ବେତନ

ନୂଆଦିଲ୍ଲୀ: ଦେଶର ପ୍ରାୟ ୨୫ ହଜାର ନ୍ୟାୟିକ ଅଧିକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେମାନଙ୍କୁ ମିଳିବ ବର୍ଦ୍ଧିତ ବେତନ । ୧ ଜାନୁଆରୀ ୨୦୧୬ରୁ ବଢିଥିବା ବେତନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ତିନୋଟି କିସ୍ତିରେ ଲାଗୁ ବକେୟା ଏରିଅର ଦେବା ପାଇଁ
Read More...

ଡିଜିସିଏ କଟକଣା : ୨ ମାସ ପାଇଁ ଉଡ଼ିପାରିବନି ସ୍ପାଇସଜେଟ୍‌ର ଅଧା ବିମାନ

ନୂଆଦିଲ୍ଲୀ : ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସଜେଟ୍‌ ଉପରେ କେତେକ କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଦୁଇ ମାସ ପାଇଁ କଟକଣା ଲଗାଯାଇଛି । କମ୍ପାନିର ନିରାପତ୍ତା
Read More...

ତିନି ପର୍ଯ୍ୟାୟରେ ସୋନିଆଙ୍କୁ ୧୨ ଘଣ୍ଟା ଜେରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ତୃତୀୟ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୩ ଘଣ୍ଟା ଜେରା କରିଛି । ଏହି ପର୍ଯ୍ୟାୟରେ ସୋନିଆ ସବୁ ପ୍ରଶ୍ନର ଜବାବ ଚଟାପଟ ଦେଇଥିଲେ । ପରବର୍ତ୍ତୀ ସମନ ଜାରି ପର୍ଯ୍ୟନ୍ତ
Read More...

ପିଟିସନ ଖାରଜ :
ଇଡିର ସମସ୍ତ କ୍ଷମତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଗିରଫ କ୍ଷମତାକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନ ବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ଇଡିକୁ ଏହି ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି । ଇଡି ବିରୋଧରେ ତଦନ୍ତ,ସର୍ଚ୍ଚ,ସିଜ୍‌ ଓ ଗିରଫଦାରୀ
Read More...

ରାଜ୍ୟସଭାରୁ ନିଲମ୍ବିତ ହେଲେ ଆଉ ଜଣେ ସାଂସଦ

ନୂଆଦିଲ୍ଲୀ,୨୭/୦୭: ଗତ କିଛି ଦିନ ଧରି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳୁଛି । ପ୍ରତିଦିନ ଏକାଧିକ ସାଂସଦ ସଂସଦରୁ ନିଲମ୍ବିତ ହେଉଛନ୍ତି । ସମସ୍ତେ କେବଳ ଗୋଟିଏ କାରଣ ଆଧାରରେ ହିଁ ନିଲମ୍ବିତ ହେଉଛନ୍ତି । ତାହା ହେଉଛି ଗୃହରେ ହଙ୍ଗାମା ଓ ଅଶୋଭନୀୟ ଆଚରଣ । ଗତକାଲି ରାଜ୍ୟସଭାରୁ ୧୯ ଜଣ
Read More...

ଶେଷ ହେଲା ସୋନିଆ ଗାନ୍ଧିଙ୍କୁ ଇଡିର ଜେରା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ପଚରାଉଚରା ଶେଷ ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ କଂଗ୍ରେସ ମୁଖିଆଙ୍କୁ ପ୍ରାୟ ୩ ଘଣ୍ଟା ପ୍ରଶ୍ନ ପଚରାଯାଇଥିଲା । ପରବର୍ତ୍ତୀ ସମନ ପର୍ଯ୍ୟନ୍ତ ତାଙ୍କୁ କେନ୍ଦ୍ରୀୟ
Read More...

ଚିନ୍ତା ବଢାଉଛି ମଙ୍କିପକ୍ସ :
ହାଇଆଲର୍ଟରେ ପ୍ରଭାବିତ ରାଜ୍ୟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ତଳ-ଉପର ସ୍ଥିତିଦେଇ ଗତି କରୁଥିବା ବେଳେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଲାଣି । ବର୍ତ୍ତମାନ ସୁଦ୍ଧା କେବଳ କେରଳ ଓ ରାଜଧାନୀ ଦିଲ୍ଲୀରୁ ଏହି ରୋଗ ଚିହ୍ନଟ ହୋଇଛି । ଦେଶରେ ସମୁଦାୟ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ
Read More...

କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ

ନୂଆଦିଲ୍ଲୀ: ଆଜି ଦେଶ ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବ ମନାଉଛି । ଆଜିର ଦିନରେ ୧୯୯୯ ମସିହା କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା । ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି ଦେଶର ଟେକ ରଖିଥିଲା । ଆଜି ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ
Read More...

ଦ୍ୱିତୀୟ ପର୍ଯ୍ୟାୟରେ ସୋନିଆଙ୍କୁ ଇଡିର ୬ ଘଣ୍ଟା ଜେରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁନର୍ବାର ଜେରା କରିଛି । ତାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ବିଭିନ୍ନ ଦିଗ ଉପରେ ଜେରା କରାଯାଇଥିଲା । ଆସନ୍ତାକାଲି ମଧ୍ୟ ତାଙ୍କୁ ପୁଣି
Read More...