Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜର ଉପରବେଡା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ ହୋଇଛନ୍ତି। ଆଜି ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ!-->…
Read More...
Read More...
ସାନ୍ତାଳୀ ଶାଢୀ ପିନ୍ଧି ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ! ଜାଣନ୍ତୁ ଉତ୍ସବରେ ଓଡିଶାରୁ କେଉଁମାନେ…
ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଶପଥ ଗ୍ରହଣ କରିବେ । ଏହି ସମୟରେ ତାଙ୍କୁ ଏକ ପାରମ୍ପାରିକ ସାନ୍ତାଳୀ ଶାଢୀରେ ଦେଖିବାକୁ ମିଳିପାରେ । ପୂର୍ବ ଭାରତର ସାନ୍ତାଳୀ ସମ୍ପ୍ରଦାୟର ମହିଳାମାନେ ପିନ୍ଧିଥିବା ଏକ!-->…
Read More...
Read More...
ପ୍ରସ୍ତୁତି ଶେଷ : ଆସନ୍ତାକାଲି ରାଷ୍ଟ୍ରପତିଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ୧୦ଟା ୧୫ମିନିଟ୍ରେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି,କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ!-->…
Read More...
Read More...
ଦେଶରେ ୪ର୍ଥ ମଙ୍କିପକ୍ସ୍ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଆଜି ଚତୁର୍ଥ ମାମଲା ଚିହ୍ନଟ ହୋଇଛି । ବିଦେଶ ଯାତ୍ରା ନ କରି ମଧ୍ୟ ଦିଲ୍ଲୀର ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲୀର । ସମ୍ପ୍ରତି ଉକ୍ତ ୩୧ ବର୍ଷିୟ ଆକ୍ରାନ୍ତଜଣକ ଦିଲ୍ଲୀର ମେଲାନା ଆଜାଦ୍!-->…
Read More...
Read More...
ମଣିଷପଣିଆ : ରାସ୍ତାରୁ ୪୫ ଲକ୍ଷ ଟଙ୍କା ପାଇ ଥାନାରେ ଦେଲେ
ରାୟପୁର: ଛତିଶଗଡ଼ର ଜଣେ ପୁଲିସ କର୍ମଚାରୀ ଏଭଳି କାର୍ଯ୍ୟ କରିଛନ୍ତି,ଯେଉଁଥି ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି । ଶନିବାର ଛତିଶଗଡର ରାଜଧାନୀ ରାୟପୁରରେ ଜଣେ ଟ୍ରାଫିକ୍ ପୁଲିସ ବାଟରୁ ୪୫ ଲକ୍ଷ ଟଙ୍କା ପାଇ ସ୍ଥାନୀୟ ଥାନାରେ ଦାଖଲ କରଛନ୍ତି । ଅତିରିକ୍ତ ପୁଲିସ!-->…
Read More...
Read More...
ଏହି ରାଜ୍ୟରେ ବିଧାୟକଙ୍କ ଦରମା ହେବ ୧.୬୦ ଲକ୍ଷ
ରାୟପୁର: ଛତିଶଗଡ ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ ଦିନ । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅନୁପୂରକ ବଜେଟ ଉପରେ ତର୍କ ଚାଲିଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେଙ୍କ ଘୋଷଣା ମୁତାବକ, ଏବେ ରାଜ୍ୟର!-->…
Read More...
Read More...
ପୋଷ୍ୟ ସନ୍ତାନ ଗ୍ରହଣ ଅପେକ୍ଷାରେ ୨୮,୬୬୩ ଆବେଦନକାରୀ
ନୂଆଦିଲ୍ଲୀ: ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ଚାହିଦା ବଢୁଛି । ଅଧିକରୁ ଅଧିକ ବ୍ୟକ୍ତି ବିଭିନ୍ନ କାରଣରୁ ଏହି ବ୍ୟବସ୍ଥାକୁ ଆପଣାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ୨୮,୬୬୩ ଜଣ ଭାରତୀୟ ଆବେଦନକାରୀ ପୋଷ୍ୟ ସନ୍ତାନ ଗ୍ରହଣ ଅପେକ୍ଷାରେ ଅଛନ୍ତି । କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ!-->…
Read More...
Read More...
‘ଆକାଶ ଏୟାର’ ବିମାନ ପାଇଁ ବୁକିଂ ଆରମ୍ଭ
ନୂଆଦିଲ୍ଲୀ: ଆଜିଠାରୁ ୨୮ଟି ଉଡାଣ ପାଇଁ ଟିକେଟ ବୁକିଂ ଆରମ୍ଭ କରିଛି ନୂଆ ବିମାନ ପରିବହନ କମ୍ପାନୀ ଆକାଶ ଏୟାର । ଜଣାଶୁଣା ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ଦ୍ୱାରା ପ୍ରତିଷ୍ଠିତ ବିମାନ ସଂସ୍ଥା ଆକାଶ ଏୟାର ବୁକିଂ ଆରମ୍ଭ କରିଛି । ଅଗଷ୍ଟ ୭ତାରିଖରୁ ଏହାର ବିମାନ ପ୍ରଥମ ବ୍ୟବସାୟିକ!-->…
Read More...
Read More...
ଦେଶରେ ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ
କୋଚି : କେରଳରେ ଦେଶର ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣାଯାଇଛି । ସେ ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ । ଜ୍ୱର ହେବାକୁ ସେ ମଞ୍ଜରି ମେଡିକାଲ କଲେଜରେ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ ଓ ଜୁଲାଇ ୧୫ରୁ!-->…
Read More...
Read More...
ନିରବ ମୋଦୀଙ୍କ ୨୫୩ କୋଟିର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ : ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ୨୫୩.୬୨ କୋଟି ଟଙ୍କାର ସଂପତ୍ତିକୁ ଜବତ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି!-->…
Read More...
Read More...