Browsing Category

ଦେଶ- ବିଦେଶ

ତାଲିବାନ ନେତାଙ୍କ ସହ ଭାରତର ପ୍ରଥମ ବୈଠକ

ନୂଆଦିଲ୍ଲୀ: ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ଭାରତ । ଗତବର୍ଷ ଅଗଷ୍ଟ ୧୫ରୁ ତାଲିବାନ ଆଫଗାନରେ ଶାସନ କରୁଥିଲେ ମଧ୍ୟ ଭାରତ ସରକାର ଏହାକୁ ବିଧିବଦ୍ଧ ମାନ୍ୟତା ଦେଇ ନାହାନ୍ତି । ହେଲେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ
Read More...

ସୋନିଆ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ବ୍ୟତୀତ ଆହୁରି ବହୁ କଂଗ୍ରେସ ନେତା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର ରହିଛି । ନିକଟରେ ରାଜସ୍ଥାନରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ଚିନ୍ତନ ଶିବିରରେ ଶ୍ରୀମତୀ ଗାନ୍ଧି ଯୋଗ ଦେଇଥିଲେ
Read More...

ଜାଣନ୍ତୁ,ଦେଶର ଶିକ୍ଷା ବ୍ୟବସ୍ଥା ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥା ଓ ସ୍ଥିତି ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଶିଳ୍ପରେ ପରିଣତ ହୋଇଛି । ଏହି କାରଣରୁ, ଯେଉଁ ଛାତ୍ରଛାତ୍ରୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ
Read More...

ଓଡ଼ିଶାର ୨ ସହିଦ ଯବାନଙ୍କୁ ମିଳିଲା ଶୌର୍ଯ୍ୟଚକ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶାର ୨ ସହିଦ ଯବାନଙ୍କୁ ମରଣୋତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କ ସଂପର୍କୀୟଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ
Read More...

କଲ୍ୟାଣ ଯୋଜନାର ସଫଳତାକୁ ନେଇ ଏଭଳି ଦୃଷ୍ଟାନ୍ତ ଦେଲେ ମୋଦୀ

ଶିମଲା,୩୧/୫ : କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ତେବେ ବିଶେଷତଃ,ଗରିବ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା । ଏହି ସଙ୍କଳ୍ପ ଓ ଲକ୍ଷ୍ୟକୁ ସାକାର କରିବା ଲାଗି ସରକାର ଏକାଧିକ ଯୋଜନା ପ୍ରଚଳନ କରିଛନ୍ତି । ୧୬ଟି
Read More...

କେବଳ ଗୋଟିଏ ସିଗାରେଟ ଆୟୁଷକୁ ୧୪ ମିନିଟ କମାଇଥାଏ

ନୂଆଦିଲ୍ଲୀ,୩୧/୫ : ଦେଶରେ ତମାଖୁଜନିତ ସ୍ୱାସ୍ଥ୍ୟ ସମସ୍ୟାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସେଥିରୁ ଆଶାନୁରୂପ ଫଳ ମିଳୁ ନାହିଁ । ବରଂ ସମସ୍ୟା ବଢିଚାଲିଛି । ଏକ ରିପୋର୍ଟ ଅନୁଯାୟୀ,ଭାରତରେ ତମାଖୁ ସେବନକାରୀଙ୍କ ସଂଖ୍ୟା ୨୬୭ ନିୟୁତରୁ ଅଧିକ । ତମାଖୁ
Read More...

ବେପରୁଆ ଡ୍ରାଇଭିଂ ହେଲା କଳା, ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଲକ୍ଷ୍ନୌ: ଶୋଇପଡିଲେ ଆମ୍ବୁଲାନ୍ସ ଡ୍ରାଇଭର। ବେପରୁଆ ଡ୍ରାଇଭିଂ ହେଲା କଳା। ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ। ଆଜି ଭୋରୁ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ
Read More...

ପଦ୍ମ ଧରିବେ ହାର୍ଦ୍ଦିକ

ଅହମ୍ମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଏବେ ‘ପଦ୍ମ’ ଧରିବେ। ଆସନ୍ତା ଜୁନ୍‌ ୨ ତାରଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି। ହାର୍ଦ୍ଦିକ ପଟେଲ ପୂର୍ବରୁ ହିଁ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଏବେ ସେ ଗୁଜରାଟ
Read More...

ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ,ଓଡ଼ିଶାରୁ କିଏ ହେଲେ ଆଇଏଏସ ଜାଣନ୍ତୁ

ନୂଆଦିଲ୍ଲୀ : ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ୟୁପିଏସସିର ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶ୍ରୁତି ଶର୍ମା ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଛି । ପ୍ରଥମ ଚାରିଟି ସ୍ଥାନରେ ଝିଅମାନେ ରହିଛନ୍ତି । ଷ୍ଟିଫେନ୍ସ କଲେଜ ଏବଂ ଜେଏନୟୂରେ ଶ୍ରୁତି
Read More...

କେରଳ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ସ୍ଥଳଭାଗ ଛୁଇଁଛି ମୌସୁମୀ ବାୟୁ । ଏନେଇ ଟୁଇଟ୍ କରି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୧ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଆଇଏମଡି । ମୌସୁମୀ ବାୟୁ କେରଳ
Read More...