Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଉଦ୍ଧବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ଗୁରୁବାର ହେବ ଆସ୍ଥା ଭୋଟ
ନୂଆଦିଲ୍ଲୀ : ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ । ଏ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି!-->…
Read More...
Read More...
ଆବୁଧାବିରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଗସ୍ତ ଶେଷ କରି ଆଜି ୟୁଏଇରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ୟୁଏଇର ରାଷ୍ଟ୍ରପତି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ସବୁ ପ୍ରୋଟକଲକୁ ଭାଙ୍ଗି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ!-->…
Read More...
Read More...
ଜୁଲାଇ ୧ରୁ ସାରା ଦେଶରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ନିଷିଦ୍ଧ ହେବ । ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି!-->…
Read More...
Read More...
ଅଗ୍ନିବୀର ହେବାକୁ ଯୁବକମାନଙ୍କ ମଧ୍ୟରେ ବଢୁଛି ଆଗ୍ରହ, ୪ ଦିନ ୯୪ ହଜାର କଲେଣି ଆବେଦନ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଦେଶବ୍ୟାପୀ ବିରୋଧ ସତ୍ତେ୍ୱ ଏହି ଯୋଜନା ପ୍ରତି ଯୁବକଙ୍କ ଆଗ୍ରହ ସୃଷ୍ଟି ହୋଇଥିବା ଜଣାପଡିଛି । ମାତ୍ର ୪ ଦିନ ମଧ୍ୟରେ ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ୯୪ହଜାର ଅଧିକ ଯୁବକ ଆବେଦନ!-->…
Read More...
Read More...
ତିନି ଝିଅ ପରେ ପୁଅ ଚାହୁଁଥିଲେ; ଏକାଥରକେ ଜନ୍ମ ନେଲେ ୪ ଶିଶୁ, ଏବେ ଅଟୋ ଡ୍ରାଇଭର ହେଲେ ୭ପିଲାର ବାପା
ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଅଟୋଡ୍ରାଇଭରଙ୍କ ପତ୍ନୀ ଏକାଥରକେ ୪ ଶିଶୁ ଜନ୍ମ ଦେଇଛନ୍ତି, ଯାହା ଏବେ ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ମାଆ ଓ ୪ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ସମସ୍ତେ ଏବେ ଡାକ୍ତରଙ୍କ!-->…
Read More...
Read More...
ପ୍ରବଳ ଜ୍ବର ଏବେ କୋଭିଡ୍ର ପ୍ରମୁଖ ଲକ୍ଷଣ: ବିଶେଷଜ୍ଞ
କୋଲକାତା: ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଉଛି। କିନ୍ତୁ ଏବକାର ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମ ଓ ଦ୍ବିତୀୟ ଲହର ଭଳି ମାରାତ୍ମକ ଲକ୍ଷଣ ଯଥା ଫୁସ୍ଫୁସ୍ ସଂକ୍ରମଣ, ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା, ପ୍ରବଳ କାଶ ଓ ଥଣ୍ଡା ଏବଂ!-->…
Read More...
Read More...
ରୋଚକ ଦୃଶ୍ୟ : ପଛରୁ ଆସି ମୋଦୀଙ୍କ ପିଠିରେ ହାତରଖି ଡାକିଲେ ଓ ଅଭିନନ୍ଦନ ଜଣାଇଲେ ବାଇଡେନ
ନୂଆଦିଲ୍ଲୀ : ଜି-୭ ସମ୍ମିଳନୀ ପାଇଁ ଏବେ ଜର୍ମାନୀ ଗସ୍ତରେ ଅଛନ୍ତି । ଆଜି ସେ ବିଭିନ୍ନ ଦେଶର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଆଜି ଯେଉଁ ଘଟଣାଟି ଘଟିଛି,ତାହା ସମଗ୍ର ବିଶ୍ୱରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । କାରଣ,ଘଟଣା ତଥା ଦୃଶ୍ୟଟି ସେହିଭଳି । ତାହା ଯେତିକି!-->…
Read More...
Read More...
ଦେଶର ମିଡିଆ ଉଦ୍ୟୋଗର ଭବିଷ୍ୟତ ଉଜ୍ଜ୍ୱଳ : ଅନୁରାଗ
ନୂଆଦିଲ୍ଲୀ : ଦେଶରେ ଦ୍ରୁତଗତିରେ ବିକଶିତ ହେଉଛି ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ର । ଏହାର ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ)ର ପୋଷ୍ଟ ପ୍ରଡକ୍ସନ ହବ୍ରେ ପରିଣତ!-->…
Read More...
Read More...
ମହାରାଷ୍ଟ୍ର କ୍ଷମତା ଲଢେଇ : ସବୁ ପକ୍ଷଙ୍କୁ ନୋଟିସ ଜାରିକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୭/୬: ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଲଢେଇ ଏବେ ଆହୁରି ଜୋରଦାର ହୋଇଛି । ଦୁଇ ପକ୍ଷ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେ ମୁହାଁମୁହିିଁର ଚରମ ସୋପାନରେ ପହଞ୍ଚିଛନ୍ତି । କେହି ପଛକୁ ହଟିବା ନାଁ ଧରୁ ନାହାନ୍ତି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ସିନ୍ଦେ ଗୋଷ୍ଠୀର!-->…
Read More...
Read More...
ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଯଶଓ୍ୱନ୍ତ ସିହ୍ନା
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ!-->…
Read More...
Read More...