Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଜଗଦୀପ ଧନଖଡ
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ‘ଏନ୍ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ,!-->…
Read More...
Read More...
ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ରାଷ୍ଟ୍ରପତି ନିର୍ବାଚନ ମ୍ଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନ୍ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ୍ଣ!-->…
Read More...
Read More...
ଭାରତରେ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ଚିହ୍ନଟ
ଦିସପୁର: ଭାରତରେ କରୋନାର ଏକାଧିକ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ତା ସହିତ ମଙ୍କିପକ୍ସ ରୋଗୀ ଦେଶରେ ଚିହ୍ନଟ ହୋଇସାରିଲେଣି । ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଏବେ ଆଉ ଏକ ଆତଙ୍କ ଦେଖାଦେଇଛି । ତାହା ହେଉଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଦେଶରେ ପ୍ରଥମକରି ଏହି ଫ୍ଲୁ ଚିହ୍ନଟ!-->…
Read More...
Read More...
ଟିକାକରଣରେ ଆଉ ଏକ ବଡ଼ ସଫଳତା : ଦେଶରେ ଦିଆଗଲାଣି ୨୦୦ କୋଟି ଡୋଜ
ନୂଆଦିଲ୍ଲୀ: ଭାରତରେ କରୋନ଼ା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ଟିକାକରଣ ଅଭିଯାନ ମଧ୍ୟ ସମାନ୍ତରାଳଭାବେ ଆଗେଇ ଚାଲିଛି । ଟିକାକରଣ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ପ୍ରତିଷ୍ଠା କରି ଚାଲିଛି । ଏବେ ଭାରତ ଏ କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ବର୍ତ୍ତମାନ!-->…
Read More...
Read More...
ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ବହୁ ସ୍ଥାନରେ କର୍ଫ୍ୟୁ
ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସମୟରେ ଗୋଟବାୟା ରାଜପକ୍ଷେ ଦେଶ ଛାଡି ମାଳଦ୍ୱୀପ ପଳାଇ ଯାଇଛନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାରେ ଜନସାଧାରଣ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ!-->…
Read More...
Read More...
ଗୁଜୁରାଟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାରେ ସ୍ଥିତି ବେହାଲ
ଅହମ୍ମଦାବାଦ : ଦେଶରେ ଦିଲ୍ଲୀ, ୟୁପି, ହରିୟାଣା ଭଳି ରାଜ୍ୟରେ ଲୋକମାନେ ଗରମରୁ ମୁକ୍ତି ପାଇବା ପାଇଁ ମୌସୁମୀ ବର୍ଷା ଅପେକ୍ଷା କରିଛନ୍ତି । ଅନ୍ୟ ପଟେ ଗୁଜୁରାଟ, ମହାରାଷ୍ଟ୍ର ଭଳି ଦେଶର ପଶ୍ଚିମ ରାଜ୍ୟରେ ଜଳବନ୍ଦୀ ହେତୁ ଅବସ୍ଥା ଆହୁରି ବିଗିଡି ଯାଇଛି । ଗୁଜୁରାଟରେ ସବୁଠାରୁ ଖରାପ!-->…
Read More...
Read More...
ଇଡିରେ ୨୧ରେ ହାଜର ହେବେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ । ଆଜି ଏଜେନ୍ସି ପକ୍ଷରୁ ସାନି ସମନ ଜାରି କରାଯାଇ ଜୁଲାଇ ୨୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।!-->…
Read More...
Read More...
ନୂତନ ସଂସଦ ଭବନରେ ଅଶୋକ ସ୍ତମ୍ଭ ଉନ୍ମୋଚିତ
ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଛାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍କେତ ବିଶାଳ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ ହୋଇଥିବା ବେଳେ ଏହାର ଉଚ୍ଚତା ୬.୫ ମିଟର । ଏହାପରେ ପ୍ରଧାନମନ୍ତ୍ରୀ ଏହାକୁ ସଠିକ!-->…
Read More...
Read More...
ଶ୍ରୀଲଙ୍କାକୁ ସୈନ୍ୟ ପଠାଇବ ନାହିଁ ଭାରତ
କଲମ୍ବୋ : ଶ୍ରଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ଭାରତ । ତେବେ ଏହି ପଡେ଼ାଶୀ ଦେଶକୁ ସୈନ୍ୟ ପଠାଇବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ,!-->…
Read More...
Read More...
ବିଜୟ ମାଲ୍ୟାଙ୍କୁ ୪ବର୍ଷ ଜେଲ୍
ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଚାରିମାସ ଦଣ୍ଡିତ କରିଛନ୍ତି । ସୁପ୍ରିମକୋର୍ଟ ୨ ହଜାର ଟଙ୍କା ମଧ୍ୟ ଜରିମାନା ଲାଗୁ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି ।!-->…
Read More...
Read More...