Browsing Category

ଦେଶ- ବିଦେଶ

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିରେ ଆଜି ପଚରାଉଚରା କରାଯିବ । ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମାନ କାରରେ ଯାଇଥିଲେ । ଇଡି କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ
Read More...

ଚୀନର ମୁକାବିଲା ପାଇଁ ଭାରତଠାରୁ ବ୍ରହ୍ମସ୍‌ କିଣିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ : ଚୀନ ଆଡ଼ୁ ଥିବା ବିପଦର ମୁକାବିଲା ପାଇଁ ଇଣ୍ଡୋନେସିଆ ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମସ କିଣିବ । ଏ ନେଇ ଦୁଇଦେଶ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିସାଇଲ ଯୋଗାଣ ପାଇଁ ଚୁକ୍ତି
Read More...

ରେଲୱେ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର :
ଏଣିକି ଘରଠାରୁ ୩୦୦ କିମି ଦୂରତା ଭିତରେ ଦେଇହେବ ପରୀକ୍ଷା

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ସେମାନେ ଦେଇପାରିବେ ପରୀକ୍ଷା;ଫଳରେ ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ । ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରେଳବାଇର ଜଣେ ବରିଷ୍ଠ
Read More...

ଶ୍ୱଶୁର ଘର ବିରୋଧରେ ଏଭଳି ଅଭିଯୋଗ ଆଣିଲେ ଲାଲୁଙ୍କ ପୁଅ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ସମ୍ପର୍କରେ କୋର୍ଟରେ ଶୁଣାଣି କରିବା ପରେ ଶ୍ୱଶୁରଘର ଲୋକଙ୍କ ଉପରେ ବର୍ଷିଛନ୍ତି । ଫେସବୁକରେ ଲାଇଭ ଭିଡିଓ କରି ତେଜ ପ୍ରତାପ କହିଛନ୍ତି ଯେ ତାଙ୍କ ଶ୍ୱଶୁରଘର ଲୋକ ତାଙ୍କୁ
Read More...

ବିଚାରପତିଭାବେ ୨୧ ନ୍ୟାୟିକ ଅଧିକାରୀଙ୍କୁ ମିଳିବ ପଦୋନ୍ନତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି କଲେଜିୟମ
Read More...

ଦେଶରେ ପୁଣି ୨୦ ହଜାର ଟପିଲା କୋଭିଡ୍‌ ସଂକ୍ରମଣ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୨୦ ହଜାର ଟପିଛି । ଆଜି ପଜିଟିଭିଟି ହାର ୪.୧% ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୬୪% ଅଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭
Read More...

ଟିକାକରଣ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଟିକାକରଣରେ ଭାରତର ବିରଳ ରେକଡର଼୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ଭାରତରେ ୨୦୦ କୋଟି ଡୋଜ୍‌ ଟିକାକରଣ ହୋଇସାରିଛି । କରୋନା ଟିକାକରଣରେ
Read More...

ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ୧୩୪ଟି ଭୋଟ ପାଇ ପ୍ରତିପକ୍ଷକୁ ପରାସ୍ତ କରି ରାନିଲ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଛନ୍ତି ।
Read More...

ଝାଡଖଣ୍ଡରେ ହରିୟାଣା ଘଟଣାର ପୁନରାବୃତ୍ତି, ମହିଳା ସବଇନ୍ସପେକ୍ଟରଙ୍କୁ ଗାଡି ମଡାଇ ମାରିଦେଲେ

ରାଞ୍ଚି: ଝାଡଖଣ୍ଡରେ ହରିୟାଣା ହତ୍ୟା ଘଟଣାର ପୁନରାବୃତ୍ତି । ଚେକ ପୋଷ୍ଟରେ ଗାଡି ଯାଞ୍ଚ ସମୟରେ ଗାଡି ମଡାଇ ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପୋଙ୍କୁ ହତ୍ୟା କରାଯାଇଛି । ଗାଡ଼ି ଜବତ ସହ ଅଭିଯୁକ୍ତ ଅଟକ ଥିବା ରାଞ୍ଚି ଏସପି ସୂଚନା ଦେଇଛନ୍ତି ।ଚେକ ପୋଷ୍ଟରେ ଗାଡି ଚାଳକଙ୍କ ଚେକିଂ
Read More...

ବ୍ରିିଟେନ ପିଏମ ରେସ୍‌ : ଚତୁର୍ଥ ରାଉଣ୍ଡରେ ମଧ୍ୟ ଆଗରେ ସୁନକ

ନୂଆଦିଲ୍ଲୀ,୧୯/୭: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଆଜି ୪ର୍ଥ ରାଉଣ୍ଡର ଭୋଟିଂ ସରିଥିବା ବେଳେ ଏଥିରେ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ । ୧୧୮ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ରାଉଣ୍ଡରେ ଆଗରେ ରହିଛନ୍ତି । ଏଥିସହିତ ସେ
Read More...