Browsing Category

ଦେଶ- ବିଦେଶ

ଜର୍ମାନୀର ବଡ଼ ମନ୍ତବ୍ୟ : ଭାରତର ସାହାଯ୍ୟ ବିନା କୌଣସି ସମସ୍ୟାର ସମାଧାନ ଅସମ୍ଭବ

ନୂଆଦିଲ୍ଲୀ,୨୭/୪ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ମଧ୍ୟରେ ବାଦବିବାଦ ଲାଗି ରହିଥିବା ବେଳେ ଜର୍ମାନୀ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି । ଭାରତର ବିନା ସାହାଯ୍ୟ ସହଯାଗରେ କୌଣସି ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ଆଦୌ ସମ୍ଭବ ନୁହେଁ । ଜର୍ମାନ ଫେଡେରାଲ
Read More...

୮୦ ଲକ୍ଷ ଲୋକ ଛାଡ଼ିଲେଣି ୟୁକ୍ରେନ

ନୂଆଦିଲ୍ଲୀ,୨୬/୪ : ଋଷ-ୟୁକ୍ରେନ ଯୁଦ୍ଧ ଦୁଇ ମାସ ଅତିକ୍ରମ କରିଯାଇଥିଲେ ବି ଥମିବାର ନାଁ ଧରୁନି । କେବେ ସରିବ,ତାହାବି କେହି କହିପାରୁ ନାହାନ୍ତି । ଯୁଦ୍ଧରେ ଏକାଧିକ ସହର ଛାରଖାର ହୋଇଗଲାଣି । ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ପଳାଇଲେଣି । ଆଗକୁ ଏହି
Read More...

ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ

ନୂଆଦିଲ୍ଲୀ: ଏବେ ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବାରୁ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ମୁକାବିଲା ପାଇଁ ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକାକରଣ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହିକ୍ରମରେ, ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ
Read More...

ଜାଣନ୍ତୁ,କ’ଣ ପାଇଁ ରାତାରାତି ହିରୋ ବନିଗଲା ଏହି କୁକୁର

ନୂଆଦିଲ୍ଲୀ: କୁକୁର,ଗାଈ,ଘୋଡ଼ା ପଶୁ ହେଲେ ବି ସେମାନଙ୍କର ଭଲ ଗୁଣ ଓ କାର୍ଯ୍ୟ ଯୋଗୁ ସେମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି । ମଣିଷ ବିଶ୍ୱାସଘାତକତା କରିପାରେ,କିନ୍ତୁ ପଶୁ ତାହା କରିନଥାଏ । ନିଜେ ମରିଯିବେ ପଛକେ କିନ୍ତୁ ମାଲିକକୁ ମରିବାକୁ ଦେବେନି । ତାଲିମପ୍ରାପ୍ତ ପଶୁ ତ ଆହୁରି ଉଚ୍ଚରେ
Read More...

ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

ଟୋକିଓ : ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଏହି ଜାପାନୀ ବ୍ୟକ୍ତିଙ୍କ ନାମ କେନ ଟାନାକା । ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜାପାନ ସରକାର ସୋମବାର ଘୋଷଣା କରିଛନ୍ତି । ସେ ୧୯୦୩ ମସିହାରେ ଜନ୍ମ
Read More...

ସାମରିକ ବ୍ୟୟରେ ବିଶ୍ୱରେ ଭାରତ ତୃତୀୟ

ଷ୍ଟକ୍‌ହୋମ୍‌: ୨୦୨୧ ମସିହାରେ ବିଶ୍ୱ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍‌ ଡଲାର୍‌ ହୋଇ ଏଯାବତ୍‌ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ (ଏସ୍‌ଆଇପିଆର୍‌ଆଇ) କହିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ
Read More...

ଇଣ୍ଡୋନେସିଆରେ ଭୂକଂପ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପାପୁଆ ପ୍ରଦେଶରେ ସୋମବାର ଭୂକଂପ ହୋଇଛି । ଏହାର ତୀବ୍ରତା ୫.୭ ଥିଲା ବୋଲି ସରକାରୀଭାବେ କୁହାଯାଇଛି । ଏହି ଭୂକମ୍ପ କେନ୍ଦ୍ରର କିରୋମ ଜିଲ୍ଲାର ୪୩ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏବଂ ୮୭ କିଲୋମିଟର ଗଭୀରତାରେ ଘଟିଛି । କିରୋମ ଜିଲ୍ଲାର ତଥା ପ୍ରଦେଶର
Read More...

ବୁଧବାର କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି କରୋନାର ଦୈନିକ ସଂକ୍ରମଣରେ ଯେଭଳି ବୃଦ୍ଧି ଘଟିଚାଲିଛି,ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଆସନ୍ତା ବୁଧବାର କୋଭିଡ ସ୍ଥିତିର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ଏବଂ
Read More...

ପ୍ରଧାନମନ୍ତ୍ରୀ ପାଇଲେ ପ୍ରଥମ ଲତା ଦୀନାନଥ ମଙ୍ଗେସକର ସମ୍ମାନ

ନୂଆଦିଲ୍ଲୀ,୨୪/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ପ୍ରଥମ ଲତା ଦୀନାନାଥ ମଙ୍ଗେସକର ସମ୍ମାନ । ଆଜି ମୁମ୍ୱାଇରେ ଆୟୋଜିତ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଙ୍ଗୀତ ପରି ଗଭୀର ବିଷୟ ବାବଦରେ ମୋର ଅଧିକ ଜ୍ଞାନ
Read More...

ଚୀନ ବିରୋଧରେ ଏଭଳି ପଦକ୍ଷେପ ନେଲା ଭାରତ

ନୂଆଦିଲ୍ଲୀ,୨୪/୪ : କେତେକ ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ ମଧ୍ୟରେ ସଂପର୍କ ଅଧିକ ବିଗିଡ଼ିବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ ଚୀନ ବିରାଧରେ ଭାରତ ଏକାଧିକ ବଡ଼ ପଦକ୍ଷେପ ଗ୍ରହଣ କରିସାରିଥିବା ବେଳେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଭିସା ସଂପର୍କିତ ।
Read More...