Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବର୍ଷା ଓ ବଜ୍ରପାତ ନେଲା ୧୭ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପାଟନା: ବିହାରରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ବିଭିନ୍ନ ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ରାଶି!-->…
Read More...
Read More...
“ଅଗ୍ନିବୀର’ଙ୍କ ପାଇଁ ବଡ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସେନାର ‘ଅଗ୍ନିବୀର’ଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ୪ ବର୍ଷ ମଧ୍ୟରେ ଅଗ୍ନିବୀର ଯେଉଁ ଜ୍ଞାନ କୌଶଳ ହାସଲ କରିବେ ଏବଂ ଯେପରି ଶୃଙ୍ଖଳିତ ହେବେ ତାହା ଦ୍ୱାରା ସେମାନଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ପାଇଁ ଭଲ ସୁଯୋଗ!-->…
Read More...
Read More...
ଭାରତୀୟଙ୍କ ଉପରୁ ଭିସା କଟକଣା ହଟାଇଲା ଚୀନ୍
ନୂଆଦିଲ୍ଲୀ,୧୫/୬ : ଭାରତୀୟ ନାଗରି,ବିଶେଷତଃ ଭାରତୀୟ ଛାତ୍ରଛାତ୍ରୀ ପାଇଁ ଏକ ଖୁସି ଖବର । ଭାରତୀୟଙ୍କ ଭିସା ଉପରେ ଲଗାଯାଇଥିବା କଟକଣାକୁ ଚୀନ ପ୍ରତ୍ୟାହାର କରିନେଇଛି । କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ଚୀନ ଏହି କଟକଣା ଲଗାଇଥିଲା । ଏଣିକି ସେମାନଙ୍କୁ ଭିସା ଦେବାକୁ ଚାଇନା!-->…
Read More...
Read More...
୫-ଜିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ଦେଶରେ ଖୁବ୍ଶୀଘ୍ର ଉପଲବ୍ଧ ହେବ ୫-ଜି ନେଟ ସେବା । ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫-ଜି ସ୍ପେକଟ୍ରମ୍କୁ ବିଧିବଦ୍ଧ ମଞ୍ଜୁରି ମିଳିଛି । ଖୁବ୍ଶୀଘ୍ର ଏହି ସ୍ପେକଟ୍ରମ୍ ପାଇଁ!-->…
Read More...
Read More...
ରାହୁଲ ଗାନ୍ଧୀଙ୍କୁ ଇଡିର ପଚରାଉଚରା ଶେଷ, ଏହି ସବୁ ପ୍ରଶ୍ନର ସମ୍ମୁଖୀନ ହେଲେ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଜି ଇଡି ପକ୍ଷରୁ ପଚରାଉଚରା କରାଯାଇଛିି । ଇଡି ପକ୍ଷରୁ କଂଗ୍ରେସ ନେତାଙ୍କୁ ପ୍ରାୟ ତିନି ଘଣ୍ଟା ପ୍ରଶ୍ନ କରାଯାଇଥିଲା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଖୋଜିଯାଇଥିଲା । ଏହି ସମୟରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ!-->…
Read More...
Read More...
ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ : ସଂକ୍ରମଣ ବଢୁଛି,ସତର୍କ ରୁହ
ନୂଆଦିଲ୍ଲୀ : ଦେଶରେ କରୋନା ସକ୍ରମଣ ବୃଦ୍ଧି ପାଉଛି । ସାମାନ୍ୟତମ ଢିଲା ବା ଅବହେଳା ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ପୂରା ସତର୍କ ରୁହ । ଏଭଳି କଡ଼ା ଢଙ୍ଗରେ କେନ୍ଦ୍ର ସରକାର ଆଜି ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ!-->…
Read More...
Read More...
ରାଜ୍ୟସଭା ନିର୍ବାଚନ: ମତଦାନର ଭିଡିଓଗ୍ରାଫି ହେବ
ନୂଆଦିଲ୍ଲୀ: ଆଗକୁ ୪ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର କହିଛନ୍ତି ଯେ ମତଦାନ ପ୍ରକ୍ରିୟାର ତଦାରଖ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ରାଜ୍ୟସଭା ନିର୍ବାଚନରେ ମତଦାନର!-->…
Read More...
Read More...
ବିନା ବରରେ ବିବାହ କଲେ ଗୁଜରାଟର କ୍ଷମା ବିନ୍ଦୁ
ନୂଆଦିଲ୍ଲୀ:ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଶେଷରେ ବିବାହ କରିଛନ୍ତି । ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ପାଳନ ହୋଇଥିଲା । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ନା ବର ଥିଲେ ନା ପଣ୍ଡିତ । ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ!-->…
Read More...
Read More...
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ଜୁଲାଇ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ସମ୍ବିଧାନର ଧାରା ୬୨ ଅନୁସାରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ!-->…
Read More...
Read More...
ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ :ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗୁରୁବାର ଦିନ ଅପରାହ୍ନ ୩ ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ ଶେଷ ହେବ ।ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା!-->…
Read More...
Read More...