Browsing Category

ଦେଶ- ବିଦେଶ

ମୋଦୀଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ

ଶ୍ରୀନଗର: ମୋଦୀଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ। କାର୍ଯ୍ୟକ୍ରମ ଆୟୋଜିତ ସ୍ଥାନରୁ ୧୨ କିମି ଦୂରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ଜାଣନ୍ତୁ,ବିଦେଶରେ ୮ ବର୍ଷରେ କେତେ ଭାରତୀୟ ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ,୨୨/୪: ବିଦେଶରେ ରହୁଥିବା ଭାରତୀୟମାନଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର ଓ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ,ବିଦେଶରେ ଭାରତୀୟମାନଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ଏହି ମୃତ୍ୟୁ ମଧ୍ୟରେ ରହିଛି ଆତ୍ମହତ୍ୟା । ଗତ ୮ ବର୍ଷ
Read More...

ମନ ବୁଝୁନି; ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମବାଦ: ଭାରତକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତ କିଛି ଦିନ ଧରି ଯେଭଳି ବୟାନ ଦେଉଛନ୍ତି,ସେଥିରୁ ମନେ ହେଉଛି,ଭାରତ ତାଙ୍କର ଅତି ପ୍ରିୟ ଦେଶ । ଭାରତର ସବୁ ଜିନିଷ ତାଙ୍କୁ ଏବେ ଭାରି ଭଲ ଲାଗୁଛି । ନିଜ ଦେଶର ସରକାର ଓ ସେନା ଉପରେ ବର୍ଷୁଥିବା ବେଳେ ଭାରତର
Read More...

ସଙ୍କଟାପନ୍ନ ରୋଗୀଙ୍କୁ ଦିଆଯିବ ଫାଇଜର୍‌ କୋଭିଡ୍‌ ବଟିକା

ଲଣ୍ଡନ୍‌: ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମିତ ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସଙ୍କଟଜନକ ଅବସ୍ଥା ଥିବା ରୋଗୀମାନଙ୍କ ପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଫାଇଜର୍‌’ର କୋଭିଡ୍‌ ଭୂତାଣୁ ନିରୋଧୀ ବଟିକା ‘ପାକ୍ସ୍‌ଲୋଭିଡ୍‌’କୁ ଅନୁମୋଦନ କରିଛି । ‘ବିଏମ୍‌ଜେ’
Read More...

ମୋଦି ମୋର ଖାସ୍‌ ଦୋସ୍ତ : ଜନସନ

ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହି ସମୟରେ ବୋରିସ୍‌ ଜନସନ ଭାରତର ପ୍ରଗତିକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଭାରତ ଆଜି ଦୁନିଆର ଫାର୍ମାସିରେ
Read More...

ବ୍ରିଟିଶ ପିଏମ୍‌ କହିଲେ ମୋତେ ସଚିନ ଓ ଅମିତାଭଙ୍କ ଭଳି ଅନୁଭବ ହେଉଛି

ନୂଆଦିଲ୍ଲୀ : ବ୍ରିଟିଶ ପ୍ରଧାନମନନ୍ତ୍ରୀ ବୋରିସ୍‌ ଜନସନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ବେଳେ ଭାରତରେ ତାଙ୍କୁ ଯେଉଁଭଳି ଭାବେ ସ୍ୱାଗତ କରାଯାଉଛି, ସେଥିରେ ସେ ଖୁସି ପ୍ରକାଶ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ସାକ୍ଷାତ ହେବା ପରେ ସେ ଏହି
Read More...

କାରରେ ଲାଗିଲା ନିଆଁ, ଜଳିଗଲେ ଗୋଟିଏ ପରିବାରର ୫ଜଣ

ରାୟପୁର: ସଡକ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲା ଗୋଟିଏ ପରିବାରର ୫ ନିରିହ ଜୀବନ । ଏଭଳି ଘଟଣା ଘଟିଛି ଛତିଶଗଡର ରଜନନ୍ଦଗାଓଁ ଜିଲ୍ଲାରେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ
Read More...

ଭୂତ ଭୟରେ ସାରା ଗାଁ ଲକଡାଉନ!

ଅମରାବତୀ,୨୧/୪ : ଆନ୍ଧ୍ର ପ୍ରଦେଶର ଏକ ଗାଁରେ ଏଭଳି ଅଜବ ଘଟଣା ଘଟିଛି,ଯାହା ସମସ୍ତଙ୍କୁ ଚକିତ କରିବା ସାଙ୍ଗକୁ ଭୟଭୀତ ମଧ୍ୟ କରିଛି । ପରିସ୍ଥିତି ଏମିତି ହୋଇଛି ଯେ ସାରା ଗାଁ ଏବେ ଲକଡାଉନ । ଘରୁ କେହି ବାହାରୁ ନାହାନ୍ତି । ସମସ୍ତେ ଗୃହବନ୍ଦୀ । ଏପରିକି ଗାଁରେ ଥିବା ସରକାରୀ ଅଫିସ ମଧ୍ୟ
Read More...

ଘରେ ରୋଗୀ ଚିକିତ୍ସା କରି ସସ୍‌ପେଣ୍ଡ ହେଲେ ଡାକ୍ତର ଦମ୍ପତି

କାନପୁର: ସରକାରୀ ଚାକିରି କରି ଘରେ ରୋଗୀ ଚିକିତ୍ସା କରିବା ଡାକ୍ତର ଦମ୍ପତିଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି । ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର ଗୁପ୍ତା ଏବଂ ଡ.
Read More...

ଅବୁ ସାଲେମ ମାମଲାରେ କେନ୍ଦ୍ର ଉପରେ ବର୍ଷି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧/୪ : ଗ୍ୟାଙ୍ଗଷ୍ଟର ଆବୁ ସାଲେମର ଏକ ଆବେଦନ ଉପରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ କେନ୍ଦ୍ର ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସତ୍ୟପାଠରେ ଯେଭଳି ଶୈଳୀ ଓ ଭାଷା ବ୍ୟବହାର କରାଯାଇଛି,ତାହା କୋର୍ଟଙ୍କୁ ସବୁଠୁ ବେଶୀ କ୍ଷୁବ୍ଧ କରିଛି ।
Read More...