Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବିଶ୍ୱ ଏବେ ଦୁଇ ଭାଗରେ ବିଭକ୍ତ : ମୋଦୀ
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ଏପର୍ଯ୍ୟନ୍ତ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି ଓ ରଖିବ ମଧ୍ୟ । ଅନ୍ୟାୟ କାର୍ଯ୍ୟକୁ ଭଶରତ ଖେବେ ବି ସମର୍ଥନ କରିବ ନାହିଁ । ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ!-->…
Read More...
Read More...
ମୁଣ୍ଡ ନୁଆାଁଇଲେ ଶ୍ରୀଲଙ୍କା ସରକାର : ପ୍ରତ୍ୟାହାର କଲେ ଜରୁରୀ ପରିସ୍ଥିତି
କଲମ୍ବୋ: ଶ୍ରୀଲଙ୍କା ପରିସ୍ଥିତି ପୂର୍ବପରି ଜଟିଳ ରହିଛି । ଜନସାଧାରଣଙ୍କ ଆକ୍ରୋଶ ଆହୁରି ବଢୁଛି । ଆନ୍ଦୋଳନ ଭୟଙ୍କର ରୂପ ନେଉଛି । ସରକାରଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ବିରୋଧରେ ଆନ୍ଦୋଳନ ଭୟଙ୍କର ହେଉଥିବା ଦେଖି ସରକାର ଆଜି ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରିନେଇଛନ୍ତି ।!-->…
Read More...
Read More...
ଚୀନରେ ତାଣ୍ଡବ ରଚୁଛି କରୋନା
ବେଜିଂ: ଚୀନରେ କରୋନା ତାଣ୍ଡବ ରଚୁଛି । ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୧୬ହଜାର ୪୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ । ଚୀନର ‘ଜିରୋ କୋଭିଡ’ ଷ୍ଟ୍ରାଟେଜୀ ବିଫଳ!-->…
Read More...
Read More...
ଏହି ରାଜ୍ୟରେ ମିଳିବ ୧୫ ଟଙ୍କାରେ ମିଲ, ୫ ଟଙ୍କାରେ ଟିଫିନ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ଅନ୍ନପୂର୍ଣ୍ଣ କ୍ୟାଣ୍ଟିନ ଚାଲିବା ନେଇ ଘୋଷଣା କରାଯାଇଛି । ଏହି ଯୋଜନାରେ ୧୫ ଟଙ୍କାରେ ମିଲ ଓ ୫ ଟଙ୍କାରେ ଟିଫିନ ମିଳିପାରିବ ।ଏହି କ୍ୟାଣ୍ଟିନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ ।!-->…
Read More...
Read More...
ପରୀକ୍ଷାର୍ଥୀଙ୍କ ପୁଷ୍ପା କ୍ରେଜ୍, ପରୀକ୍ଷା ଖାତାରେ ଲେଖିଲେ ଏମିତି
ନୂଆଦିଲ୍ଲୀ : ‘ପୁଷ୍ପା : ଦ ରାଇଜ’ ସିନେମାର କ୍ରେଜ ସାରା ଦେଶରେ ବଢ଼ିବାରେ ଲାଗିଛି । ଇନଷ୍ଟାଗ୍ରାମ ହେଉକି ସର୍ଟ ଭିଡ଼ିଓରେ ପୁଷ୍କାର ଡାଇଲଗ ଓ ଗୀତ ଭାଇରାଲ ହୋଇଛି । ଏମିତିକି କିଛି ଚୋରମାନେ ଏବେ ପୁଷ୍ପା ଷ୍ଟାଇଲରେ ଚୋର କାରବାର କରୁଥିବା ବି ଦେଖିବାକୁ ମିଳୁଛି । ଏସବୁ ଚର୍ଚ୍ଚା!-->…
Read More...
Read More...
ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି
କଲମ୍ବୋ: ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶକୁ ହଟାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘନ ଆର୍ଥିକ ସଂକଟ ଜନିତ ବିକ୍ଷୋଭ ପରେ ସ୍ଥିତି ସମ୍ଭାଳିବା ଲାଗି ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି । ସ୍ଥିତିରେ କୌଣସି!-->…
Read More...
Read More...
ରାହୁଲ,ପ୍ରିୟଙ୍କାଙ୍କୁ ସମାଲୋଚନା କରି ପଦବୀ ହରାଇଲେ ବରିଷ୍ଠ ଦଳୀୟ ନେତା
ଚେନ୍ନାଇ,୫/୪ : ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳକୁ ସଜାଡ଼ିବା ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ବିଶେଷକରି,ବିଦ୍ରୋହୀ ନେତାମାନଙ୍କୁ ସାବାଡ଼ କରିବା ପାଇଁ ସୋନିଆ ଗାନ୍ଧି ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନେଉଛନ୍ତି । ଯେଉଁମାନେ!-->…
Read More...
Read More...
ବିଦ୍ରୋହୀ ନେତାଙ୍କୁ ଚେତାଇଲେ,କନ୍ଦଳ ଛାଡ଼ିବାକୁ କହିଲେ ସୋନିଆ
ନୂଆଦିଲ୍ଲୀ,୫/୪ : ଦେଶର ଆଭ୍ୟନ୍ତରୀଣ ସୁକ୍ଷା ପ୍ରତି ବିପଦ ବଢୁଛି । ବିଭାଜନକାରୀ ଶକ୍ତିମାନେ ଦେଶକୁ ବରବାଦ କରିବାକୁ ବସିଛନ୍ତି । ଆମ ଦଳରେ ଥିବା ଅସୁବିଧାରୁ ଫାଇଦା ଉଠାଇବାକୁ ଚେଷ୍ଠା କରୁଛନ୍ତି । ତେଣଉ ସାବଧାନ ହୋଇଯାଅ । ସମସ୍ତ ପ୍ରକାର ମତଭେଦ ଭୁଲି ଏକଜୁଟ ହୁଅ ଏବଂ ପାର୍ଟିକୁ ମଜବୁତ!-->…
Read More...
Read More...
ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର
କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିଥି ଦିନକୁ ଦିନ ଆହଉରି ଖରାପ ହେଉଛି । ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି । ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି ରାଜନୀତିକ ଦଳ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ!-->…
Read More...
Read More...
ଆଶା-ଆଶଙ୍କାରେ ଇମ୍ରାନ : ଆସନ୍ତାକାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ
ଇସଲାମାବାଦ,୫/୪ : ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଂସଦ ଭଙ୍ଗ ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଦେବାର ଥିଲା । ତେଣୁ ଆଜି ସମସ୍ତଙ୍କର ନଜର ଥିଲା କୋର୍ଟ ଉପରେ । କିନ୍ତୁ କୋର୍ଟ ସମସ୍ତଙ୍କୁ ନିରାଶ କରିଛନ୍ତି ଏବଂ ମାମଲାର ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି!-->…
Read More...
Read More...