Browsing Category

ଦେଶ- ବିଦେଶ

ମହିଳାଙ୍କ ପେଟରୁ ବାହାରିଲା ୪୭ କେଜିର ଟ୍ୟୁମର

ନୂଆଦିଲ୍ଲୀ, ୧୬/୨ : ଗୁଜୁରାଟର ଅହମଦାବାଦରେ ଆପୋଲୋ ହସପିଟାଲର ଡାକ୍ତରମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଠାରେ ଜଣେ ମହିଳାଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ଏକ ୪୭ କିଲୋର ଟ୍ୟୁମର ବାହାର କରିବା ସହ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ଟ୍ୟୁମର ପାଇଁ ମହିଳା ଜଣକ ୧୮
Read More...

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଶ୍ରୀ ଶର୍ମାଙ୍କ ବିରୋଧରେ ପ୍ରଥମେ
Read More...

କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ବହୁମାତ୍ରାରେ ହ୍ରାସ ପାଇଛି । ଏବେ ଦେଶରେ ଦୈନିକ ପଜିଟିଭ ସଂଖ୍ୟା ୩୦ ହଜାର ତଳକୁ ଖସି ଆସିଲାଣି । ତେବେ ଏହା ସତ୍ତେ୍ୱ କେତେକ ରାଜ୍ୟ ବିଭିନ୍ନ ଆଳରେ ଅତିରିକ୍ତ କଟକଣା ଲାଗୁ କରିଛନ୍ତି,ଯାହା କି ଠିକ ନୁହେଁ । ଏହି କଟକଣାକୁ ହଟାଇବା
Read More...

ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ : ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ। ଉତ୍ତରପ୍ରଦେଶର ବାରମ୍ବକୀ ଜିଲ୍ଲାରେ ଘଟିଛି ଏ ସଡକ ଦୁର୍ଘଟଣା। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୨ଜଣ  ଛୁଆ ବି ଅଛନ୍ତି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ସୂଚନା ଅନୁସାରେ, ଘଟଣାଟି  ବୁଧବାର ତଥା ଆଜି
Read More...

ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ

ଶ୍ରୀନଗର : ଜାମ୍ମୁକାଶ୍ମୀର ପାଲଗାମରେ ଭୂକମ୍ପର ଝଟକା ଅନୁଭୂତ । ବୁଧବାର ଭୋର ୫ଟା ୪୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି । ଏ ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି ।ଭୂକମ୍ପର ତୀବ୍ରତା ଅଧିକ
Read More...

ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

କୋଲକାତା: ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କର ଆଜି ଏଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଥିଲେ । ଆଜି ହଠାତ୍‌ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କ ଅବସ୍ଥା ଆହୁରି
Read More...

ସିରିଜ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ରାଞ୍ଚି,୧୫/୨: ଏକ ସିରିଜ ଦୁର୍ଘଟଣାରେ ଚାଲିଯାଇଛି ୫ ଜଣଙ୍କ ଜୀବନ । ଏଥିରେ ଆଉ କେତେଜଣ ଆହତ ମଧ୍ୟ ହୋଇଛନ୍ତି । ଝାଡ଼ଖଣ୍ଡରେ ଘଟିଛି ଏହି ଭୟାନକ ସଡ଼କ ଦୁର୍ଘଟଣା । ଝାରଖଣ୍ଡର ରାମଗଡ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଥିବା ପଟେଲ ଚୌକସ୍ଥିତ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି । ଦ୍ରୁତଗାମୀ
Read More...

ସଂପୂର୍ଣ୍ଣ ଅନଲକ୍‌ ହେଲା ଆସାମ

ଗୌହାଟୀ,୧୫/୨ : ସମ୍ପୂର୍ଣ୍ଣ ଅନଲକ୍‌ ହେଲା ଆସାମ । ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ସବୁ ପ୍ରକାର କୋଭିଡ୍‌ କଟକଣା ହଟାଇ ଦିଆଯାଇଛି । ଆଜିଠୁ ସ୍କୁଲ, କଲେଜ, ପୂର୍ବ ପରି ଚାଲିବ । ସିନେମା ହଲ୍‌, ସାଧାରଣ ସଭା, ବିବାହ ଉତ୍ସବରେ କୌଣସି କଟକଣା ରହିବ ନାହିଁ । କେବଳ ତିନିଟି ନିୟମକୁ
Read More...

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ

ପାଟନା,୧୫/୨: ଏକଦା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଶହ ଶହ କୋଟି ଟଙ୍କାର ଗୋ-ଖାଦ୍ୟ ଦୁର୍ନୀତି ମାମଲା ଏବେ ବି ଜୀବିତ ହୋଇ ରହିଛି । ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲାର ଶୁଣାଣି ହେଉଛି । ଆଜି ଏକ ଶୁଣାଣି ହୋଇଥଇା । ଏଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ
Read More...

ଅଫଲାଇନ୍‌ ପରୀକ୍ଷା ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୧୪/୨: ଅଫଲାଇନ ପରୀକ୍ଷାକୁ ଜୋରଦାର ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଏହାକୁ ରଦ୍ଦ କରିବା ଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ଅନ୍ୟ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାରା ଅଫଲାଇନ ପରୀକ୍ଷାର ପ୍ରତିବାଦ କରି ସେମାନେ
Read More...