Browsing Category

ରାଜନୀତି

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ । କଟକ ମେୟର ହେବା ପରେ ସାଂସଦ ପଦରୁ ଦେଲେ ଇସ୍ତଫା । କହିଲେ, ମୁଁ ଗୋଟିଏ ପଦବୀରେ ରହି କାମ କରିବି । କଟକର ମେୟର ଭାବରେ ରହି କାମ କରିବି । ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡିଶାର ଅନେକ
Read More...

କଂଗ୍ରେସକୁ ପିକେଙ୍କ ମନ୍ତ୍ର, ଓଡିଶା ସମେତ ଏହି ସବୁ ରାଜ୍ୟରେ ଏକାକୀ ଲଢ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦେଶର ସବୁ ରାଜନୈତିକ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦଲେଣି । ନିକଟରେ ଶେଷ ହୋଇଥିବା ୫ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିନାହିଁ । ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ସହ
Read More...

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ

ଭୁବନେଶ୍ଵର,: ରାଉରକେଲାର ଜଣାଶୁଣା ସମାଜସେବୀ, ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଶ୍ରୀ ରାୟଙ୍କୁ ଦଳକୁ ସ୍ଵାଗତ କରିଥିଲେ। ଶ୍ରୀ ରାୟଙ୍କ ଭଳି
Read More...

ବିଜେପି ପ୍ରତିଷ୍ଠା ଦିବସ : ୪୨ ବର୍ଷରେ ବିଜେପି ୨ରୁ ୩୦୧ ଆସନରେ ପହଞ୍ଚିଛି, ଜାଣନ୍ତୁ ଦଳର ସଂଘର୍ଷର ୧୦ ବଡ କଥା

ନୂଆଦିଲ୍ଲୀ : ଦେଶବ୍ୟାପୀ ଆଜି ବିଜେପି ତା'ର ପ୍ରତିଷ୍ଠା ଉତ୍ସବ ପାଳନ କରୁଛି । ଯଦିଓ ଭାରତୀୟ ଜନତା ପାର୍ଟି (ବିଜେପି) ୬ ଏପ୍ରିଲ ୧୯୮୦ ରେ ପ୍ରତିଷ୍ଠିତ ହୋଇଥିଲା, କିନ୍ତୁ ଦେଶର ଶାସକ ଦଳ ମଧ୍ୟ ୧୯୫୧ ରୁ ୧୯୮୦ ପର୍ଯ୍ୟନ୍ତ ଭାରତୀୟ ଜନତା ସଂଗଠନ ଏବଂ ଜନତା ପାର୍ଟି ରୂପେ ଯାତ୍ରା ଶେଷ
Read More...

ବଜେଟ୍‌ ଅଧିବେଶନ ପରେ ବଦଳିବ ମନ୍ତ୍ରୀମଣ୍ଡଳ ଚେହେରା !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ମୁଖ୍ୟମନ୍ତ୍ରୀତ୍ୱ ସମୟ ଏବେକୁ ପାଖାପାଖି ୩ ବର୍ଷ ପୂରଣ ହେବାକୁ ଯାଉଛି । ଆସନ୍ତା ୨୦୨୪ରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବ । ତେବେ ମୁଖ୍ୟମନ୍ତ୍ରୀ ଚାହିଁଲେ ରାଜ୍ୟରେ ବିଧାନସଭା ନିର୍ବାଚନ ଏହାର ଯଥେଷ୍ଟ ପୂର୍ବରୁ କରିପାରିବେ ।
Read More...

କାର୍‌ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ନୂଆପଡ଼ା : କାର୍‌ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ମୃତ । ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଚକାଡୁଙ୍ଗରୀ ନିକଟରେ ଦୁର୍ଘଟଣା ଘଟିଛି।ମୃତକଙ୍କ ନାମ ନିର୍ମଲ ଦଳପତି, ସେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।ଖବର ଅନୁଯାୟୀ, ଗଡ୍ରାମୁଣ୍ଡା ଗାଁରେ ନିର୍ମଲ ଦଳପତି କୌଣସି କାମରେ
Read More...

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଅମୃତସର : ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ବାସ୍ତବରେ, ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ନବଜୋତ ସିଂ
Read More...

ହାରିଲେ ସିଦ୍ଧୁ, ଆପକୁ ଅଭିନନ୍ଦନ ଜଣାଇଲେ

ନୂଆଦିଲ୍ଲୀ : ପଞ୍ଜାବରେ ଖେଳ ସରିଯାଇଛି । ଆମ ଆଦମୀ ପାର୍ଟିର ସରକାର ଗଢ଼ିବା ନିଶ୍ଚିତ ହୋଇଯାଇଛି । କଂଗ୍ରେସରେ ଅସ୍ଥିରତା ସୃଷ୍ଟି କରି ଆସୁଥିବା ନବଜୋତ ସିଂ ସିଦ୍ଧୁ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି ।ଅପରପକ୍ଷରେ ସିଦ୍ଧୁ ପରାଜୟ ସ୍ୱୀକାର କରିଛନ୍ତି । ଟ୍ୱିଟ କରି ସେ ଆପକୁ ଅଭିନନ୍ଦନ
Read More...

ହାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ

ନୂଆଦିଲ୍ଲୀ : ପଞ୍ଜାବରେ ଆପର ଧମାକାଦାର ପ୍ରଦର୍ଶନ ବହୁ ବଡ଼ ବଡ଼ ନେତାଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଛି । କଂଗ୍ରେସରୁ ବାହାରିବା ପରେ ନୂଆ ଦଳ ଗଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ ପଟିଆଲା ଅର୍ବାନ ବିଧାନସଭା ଆସନରୁ ହାରି ଯାଇଛନ୍ତି । ଆପ ପ୍ରାର୍ଥୀ ଅଜିତ
Read More...

ସୁବାସ ସିଂ ଧୋନୀ ମେୟର ପ୍ରାର୍ଥୀ, ଜାଣନ୍ତୁ ତାଙ୍କର ସଂପତ୍ତି ପରିମାଣ

କଟକ: ସିଲିଭର ସିଟି କଟକରେ  ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ  ଶାସକ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଥିବା କଟକର ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂ ସବୁଠୁ ଧନୀ । ସମ୍ପତ୍ତି ତାଲିକାରେ କଂଗ୍ରେସର ଗିରିବାଳା ବେହେରା ଓ ବିଜେପିର ଶ୍ରୀତମ
Read More...