କାର୍‌ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

0 149

ନୂଆପଡ଼ା : କାର୍‌ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ମୃତ । ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଚକାଡୁଙ୍ଗରୀ ନିକଟରେ ଦୁର୍ଘଟଣା ଘଟିଛି।ମୃତକଙ୍କ ନାମ ନିର୍ମଲ ଦଳପତି, ସେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।ଖବର ଅନୁଯାୟୀ, ଗଡ୍ରାମୁଣ୍ଡା ଗାଁରେ ନିର୍ମଲ ଦଳପତି କୌଣସି କାମରେ ବାଇକ୍‌ ଯୋଗ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲେ । ନୂଆପଡ଼ା ଜିଲ୍ଲା ନୂଆପଡ଼ା ଚକାଡଙ୍ଗୁରୀ ନିକଟରେ ଏକ କାର୍‌ ଶିକ୍ଷକଙ୍କ ବାଇକ୍‌ ଧକ୍କା ଦେଇଥିଲା । ଯାହାଫଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣା ସଂପର୍କରେ ଖବର ତୁରନ୍ତ ପହଞ୍ଚି କାର୍‌କୁ ଜବତ କରିଛି । ଏହାସହିତ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

hiranchal ad1
Leave A Reply

Your email address will not be published.

four × 3 =