Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସିମନବାଡିରେ ବିଜେଡିର ମିଶ୍ରଣ ପର୍ବ, ବିଜେପି କଂଗ୍ରେସ ଛାଡ଼ି ସାମିଲ ହେଲେ ୮୦ରୁ ଉର୍ଦ୍ଧ୍ୱ କର୍ମୀ
ବାଲିଗୁଡ଼ା: ଭାଙ୍ଗୁଛି ବିରୋଧିଙ୍କ ଗଡ଼, ବଢ଼ୁଛି ବିଜେଡ଼ିର ବଳ । ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କର୍ମୀମାନଙ୍କର ଦଳ ବଦଳ ସେତିକି ବୃଦ୍ଧି ପାଉଛି କନ୍ଧମାଳ ଜିଲ୍ଲା ଘୁ-ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଂଚାୟତର ୮୦ରୁ ଉର୍ଦ୍ଧ୍ୱ ବିଜେପି କଂଗ୍ରେସ!-->…
Read More...
Read More...
ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ,କଂଗ୍ରେସ ସେବାଦଳ ପକ୍ଷରୁ ସଦ୍ଭାବନା ରାଲି
ଭୁବନେଶ୍ୱର : ଦୀର୍ଘଦିନ ପରେ, ପଂଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।କଂଗ୍ରେସ ସେବାଦଳର ୯୮ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ସଦ୍ଭାବନା ରାଲିକୁ!-->…
Read More...
Read More...
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ
କଣ୍ଟାବାଞ୍ଜି :୨୫ତମ ବର୍ଷରେ ପାଦ ରଖିଛି ବିଜୁ ଜନତା ଦଳ । ଓଡିଶା ମାଟିର ପ୍ରବାଦ ପୁରୁଷ ସ୍ୱର୍ଗୀୟ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ନେଇ ଗଠିତ ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାନଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ପ୍ରଥମେ ବିଜୁ ବାବୁଙ୍କ!-->…
Read More...
Read More...
ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ
ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ଆଜି ସକାଳ ୯ଟା ୩୦ ରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଏନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ସୂଚନା ଯେ, ସେ ଆଜି ଘରେ ପଡ଼ିଯାଇଥିଲେ ଓ ସେଠାରେ ହିଁ!-->…
Read More...
Read More...
କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳ
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ବିଜେପିର ଏକ ପ୍ରତିନିଧି ମଣ୍ଡଳି ବୁଧବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ଧାନ ସଂଗ୍ରହରେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା!-->…
Read More...
Read More...
ପୁଇଁତଲା ବ୍ଳକସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ
ବଲାଙ୍ଗୀର: ପୁଇଁତଲା ବ୍ଳକ ବୁବେଲଠାରେ ବିଜୁ ଜନତାଦଳ ବ୍ଳକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଓ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ!-->…
Read More...
Read More...
ବିଜେଡ଼ି ଯୁବ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ସୋନପୁରର ପୂର୍ବତନ ସରପଞ୍ଚ କରମଚାନ୍ଦ ମହାନ୍ତି ବିଜେପି ଛାଡ଼ି ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସେ ଯୋଗ!-->…
Read More...
Read More...
ଯାଜପୁର ବିଜେପିର ୨ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ୨ ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର ସନ୍ଥ ଅରୀକ୍ଷିତ ପୀଠ ଓଳାଶୁଣୀ ଠାରେ ଆୟୋଜିତ ହୋଇଯାଇଛି । ପ୍ରଥମ ଦିବସରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯାଜପୁର!-->…
Read More...
Read More...
ବିଭିନ୍ନ ଦଳର କର୍ମୀ ବିଜେଡ଼ିରେ ମିଶିଲେ
ଫୁଲବାଣୀ:ଆଜି ସ୍ଥାନୀୟ ଫୁଲବାଣୀ ପ୍ରଦକ୍ଷଣ ଗୃହ ଠାରେ ଚକାପାଦ ବ୍ଲକ ଓ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,!-->…
Read More...
Read More...
ବିଜେଡିରେ ମିଶିଲେ ବିଧାୟକ ପ୍ରଫୁଲ୍ଲ ମାଝୀ| ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ
ଭୁବନେଶ୍ୱର:
ବିଜେଡିରେ ମିଶିଲେ ବିଧାୟକ ପ୍ରଫୁଲ୍ଲ ମାଝୀ । ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିର ମିଶ୍ରଣ ପର୍ବରେ ବହୁ ସମର୍ଥକମାନଙ୍କ ସହ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାଂଗଠନିକ ସମ୍ପାଦକ!-->!-->!-->…
Read More...
Read More...