Browsing Category

ରାଜନୀତି

ଉତ୍ତରପ୍ରଦେଶରେ ତାଲିବାନ ଅଛନ୍ତି- ମୁନୱାର ରାଣା

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମୁନୱାର ରାଣା । ଏଥରେ ସେ ତାଲିବାନ ବିଷୟରେ କହି ଆସିଛନ୍ତି ଚର୍ଚ୍ଚାକୁ । ଆଫଗାନିସ୍ତାନରେ ତାଲିବାନ ତା’ର ରାଜ୍ ଆରମ୍ଭ କରିଛି । ଏହାକୁ ନେଇ ଭାରତରେ ବୟାନ ବାଜି ଆରମ୍ଭ ହେଉଛି । ତେବେ ଏଭିତରେ ପ୍ରସିଦ୍ଧ କବି ମୁନୱାର ରାଣା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି
Read More...

ତ୍ରିପୁରାରେ ହେବ ଟିଏମସି ସରକାର- ମମତା ବାନାର୍ଜୀ

କୋଲକାତା: ତ୍ରିପୁରାରେ ଆଗାମୀ ଦିନରେ ସରକାର କରିବ ତୃଣମୂଳ କଂଗ୍ରେସ । ଏନେଇ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗେସ ମୁଖ୍ୟ ମମତା ବାନାର୍ଜୀ । ମମତା ବାନାର୍ଜୀ କହିଛନ୍ତି କି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ୍ ସରକାର ଟିଏମ୍ସିରେ ଯୋଗ ଦେବାକୁ ପତ୍ର
Read More...

ପରଲୋକରେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା । ସଂଗ୍ରାମ ଜେନାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କୋଭିଡରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ
Read More...

ଦଳ ଛାଡିଲେ ସର୍ବ ଭାରତୀୟ ମହିଳା କଂଗ୍ରେସ ମୋର୍ଚ୍ଚାର ମୁଖ୍ୟ ସୁସ୍ମିତା ଦେବ

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ଦଳ ଛାଡିଲେ ସର୍ବ ଭାରତୀୟ ମହିଳା କଂଗ୍ରେସ ମୋର୍ଚ୍ଚାର ମୁଖ୍ୟ ସୁସ୍ମିତା ଦେବ। କିଛି ଦିନ ହେଲା ଏହି ଚର୍ଚ୍ଚା ଲାଗି ରହିଥିବା ବେଳେ ତାହା ଆଜି ସଠିକ ପ୍ରମାଣିତ ହୋଇଛି ।ସୋମବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି
Read More...

ଆଉ ରାଜନୀତି କରିବେନି ଏହି ସୁପରଷ୍ଟାର

ନୂଆଦିଲ୍ଲୀ : ରାଜନୀତିକୁ ଗୁଡବାୟ କହିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମଙ୍କ ଅଫିସ୍ କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହା ପରେ ସେ ଆଉ କେବେ ବି ରାଜନୀତିରେ ଫେରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ରଜନୀକାନ୍ତ ତାଙ୍କ ପାର୍ଟି ‘ରଜନୀ
Read More...

ବିଜେପିର ମନ୍ତ୍ରୀ ରଣନୀତି, ବିଜେଡିକୁ ରୋକିବାରେ କେତେ ସଫଳ ହେବ ?

ଭୁବନେଶ୍ୱର : କ୍ଷମତାକୁ ଆସିବା ପୂର୍ବରୁ ବିଜେପି ପୂର୍ବୋଦୟର ବିକାଶ ନାରା ଦେଇଥିଲା । ଯାହା ଏବେ ମଧ୍ୟ ଜାରି ରଖିଛି ବିଜେପି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସର ଦ୍ୱିତୀୟ ବର୍ଷ ପୂର୍ତ୍ତି କେନ୍ଦ୍ର ସରକାରରେ ପୂରଣ କରିଥିବା ବେଳେ ଗତକାଲି ଏହାର
Read More...

ମୋଦୀ କ୍ୟାବିନେଟର ସମ୍ପ୍ରସାରଣ ପାଇଁ ମୁହୂର୍ତ୍ତ ସ୍ଥିର : ଏହି ଶୁଭ ସମୟରେ ଶପଥ ଗ୍ରହଣ କରିବେ ନୂତନ ମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନାନୁସାରେ, ସନ୍ଧ୍ୟା ୫:୩୦ ରୁ ୬:୩୦ ମଧ୍ୟରେ ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ।ସରକାରୀ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ
Read More...

ସ୍ମୃତି ଇରାନୀଙ୍କ ସଫଳ ଯାତ୍ରା: ମିସ୍ ଇଣ୍ଡିଆର ଫାଇନାଲରେ ପହଂଚିଥିଲେ କିନ୍ତୁ…

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ ଆଜିର ଦିନରେ ମୋଟାପଣ କମାଇବା କାରଣରୁ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଆସିଥିବା ଚିତ୍ରଗୁଡ଼ିକରେ ସ୍ମୃତିଙ୍କ ଓଜନ ବହୁତ କମ୍‌ ଥିବା ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସ୍ମୃତିଙ୍କ ଜୀବନର କିଛି
Read More...

ବେଙ୍ଗଲ ବିଜେପିରେ ସଂକଟ : ରାଜ୍ୟପାଳଙ୍କ ସହ ବୈଠକରେ ସାମିଲ ହେଲେନି ୨୪ ବିଜେପି ବିଧାୟକ

କୋଲକତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ପୁରା ବଦଳିଯାଇଛି । ପୁଣିଥରେ ବେଙ୍ଗଲରେ ଦିଦି ସରକାର ଆସିବା ପରେ ଦଳଡିଆ ନେତାମାନେ ଏବେ ତୃଣମୂଳ କଂଗ୍ରେସକୁ ଫେରିବାକୁ ବ୍ୟାକୁଳ ହେଉଥିବା ଜଣାପଡିଛି । ନିକଟରେ ଟିଏମସି ଛାଡି ବିଜେପି ଯୋଗ
Read More...