Browsing Category

ରାଜନୀତି

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ରମନ୍ତ୍ରୀ ବିଜୟ ରୂପାନୀ । ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବା ନିଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜୟ ରୂପାନୀ । ଗତ ୫ ବର୍ଷ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି ବିଜୟ ରୂପାନୀ । ୨୦୧୭ ଠାରୁ ୨୦୨୧
Read More...

ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା

କୋଲକାତା : ଆଗକୁ ଆସୁଛି ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନର ଉପ-ନିର୍ବାଚନ । ଭବାନୀପୁର ବିଧାନସଭା ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନିର୍ବାଚନ ଲଢୁଥିବା ଲଢିବେ । ଆସନ୍ତା ୩୦ ତାରିଖରେ ଭବାନୀପୁରରେ ଦିଦିଙ୍କ ଭାଗ୍ୟ ପରୀକ୍ଷା ହେବାକୁଥିବା ବେଳେ ମମତା
Read More...

ପୌର ଅଧ୍ୟକ୍ଷ ହେବାକୁ ବେଣୁ ମଉସାଙ୍କ ଇଚ୍ଛା, ଲଢିବେ ନିର୍ବାଚନ

ବାଲେଶ୍ୱର: ଗତ ବର୍ଷ ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବସ୍ତି ବାସିନ୍ଦା ନେତା ବେଣୁଧର ବାରିକ ଓରଫ ବେଣୁ ମଉସା। ନିର୍ବାଚନରେ ପରାଜିତ ହୋଇଥିଲେ ବି ଜନସେବା ପାଇଁ ତାଙ୍କ ମନରୁ ଉତ୍ସାହ ମଉଳିଯାଇ ନାହିଁ। ଅର୍ଥ ନ ଥିଲେ
Read More...

କ୍ୟାପ୍ଟେନଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ

ଚଣ୍ଡିଗଡ : ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଲଢାଯିବ । ସିଏମ୍‌ ଚେହେରାର ପରିବର୍ତ୍ତନ ଦାବି କରୁଥିବା ଲୋକଙ୍କୁ ଉତ୍ସାହିତ କରି ରାୱତ କହିଛନ୍ତି ଯେ ଏହି କଥାକୁ
Read More...

କଂଗ୍ରେସକୁ ପୁଣି ଝଟକ୍କା

ଗୌହାଟୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ପୁଣିଥରେ ଝଟକା ଲାଗିଛି । ତ୍ରିପୁରା କଂଗ୍ରେସ ମୁଖ୍ୟ ପିଜୁଶ କାନ୍ତି ବିଶ୍ୱାସ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ରାଜନୀତିରୁ ମଧ୍ୟ ଅବସର ଘୋଷଣା କରିଛନ୍ତି । ସେ ଶନିବାର ଦୁଇ ଧାଡିଆ ଟ୍ୱିଟ କରି ଏପରି ସୂଚନା ଦେଇଛନ୍ତି
Read More...

ତାରାଙ୍କ ପଣ, ନିରଞ୍ଜନଙ୍କୁ ଗାଦିରୁ ହଟାଇବି

ଭୁବନେଶ୍ୱର: ବଢ଼ିବାରେ ଲାଗିଛି କୋରାପୁଟ କଂଗ୍ରେସର ଫାଟ। ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆରୋ, ପ୍ରତ୍ୟାରୋପ ଚାଲିଥିବାବେଳେ ବିଗିଡ଼ି ଯାଇଥିବା ସ୍ଥିତିକୁ ସୁଧାରିବା ପାଇଁ ଦଳର ଶୀର୍ଷ ନେତୃତ୍ବ କଣ ପଦକ୍ଷେପ ନେବେ ତାହାକୁ କର୍ମୀମାନେ ଅପେକ୍ଷା କରି
Read More...

ପୁଣି ବିଗିଡ଼ିଲା ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା

ଚଣ୍ଡିଗଡ: ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଗୁରୁତର ହୋଇଛି । ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡି ଯାଇଛି। ମନ୍ତ୍ରୀଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଅମ୍ବାଲା ସ୍ଥିତ ବାସଭବନରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ତାଙ୍କ
Read More...

ଧର୍ମେନ୍ଦ୍ରଙ୍କୁ କଟାକ୍ଷ କଲେ ବବି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି । ଆୟୂଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର ଟ୍ୱିଟରେ ଉଲ୍ଲେଖ କରିଥିଲେଯେ,
Read More...

ଟିକା ନ ନେଲେ ବିଧାନସଭା ମନା

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ୯ ପର୍ଯ୍ୟନ୍ତ ଚାଲିବ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ପାଇଁ ଗୁରୁବାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଏକ ବୈଠକ ଡାକିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ, ବିଧାନସଭା ଅଧିବେଶନ ପାଇଁ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବିଧାନସଭା
Read More...

ବକୁଳ ବନରେ ଧର୍ମେନ୍ଦ୍ର ଓ ଅଶ୍ୱିନୀ

ପୁରୀ: ବକୁଳ ବନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଆଜି ପୁରୀ ଗସ୍ତ ସମୟରେ ପିପିଲି ଉତ୍ତରା ଛକଠାରେ ଉଭୟଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସତ୍ୟବାଦୀରେ ପହଞ୍ଚି ପ୍ରାୟ
Read More...