Browsing Category

ରାଜନୀତି

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ,
Read More...

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ସଦର ମହକୁମା ପ୍ରଦକ୍ଷିଣ ଗୃହ ଠାରେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରାଙ୍କ ପରିଚାଳନାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ
Read More...

ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ

ଭୁବନେଶ୍ବର : ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପିର ବରିଷ୍ଠ, ବିଜେପି ନେତା ଅରୁଣ ସିଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ
Read More...

ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ନିଯୁକ୍ତ ହେଲେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ

ବରଗଡ଼ : ଆଜି ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଭିନ୍ନ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କୁ ନିଯୁକ୍ତି କରାଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଜଳ ସମ୍ପଦ, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଗୁଡ଼ିକର ଷ୍ଟାଣ୍ଡିଙ୍ଗ କମିଟି
Read More...

ଅମ୍ବାଦଳାରେ କଂଗ୍ରେସର ବିଜୟ ଉତ୍ସବ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବାଦଳା କଙ୍ଗ୍ରେସ ଦଳ ତରଫରୁ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଚଳିତ ନିର୍ବାଚନରେ ବିଷମ କଟକ ବିଧାନ ସଭାରେ କଙ୍ଗ୍ରେସ ଦଳ ବିଜୟ ଲାଭ କରିଥିବା ବେଳେ ଆଜି ଆମ୍ବାଦଳା କଙ୍ଗ୍ରେସ ଯୁବ ନେତା ଦିନେଶ ନାୟକ, ଦକ୍ଷ କରକରିଆ, ରଜନୀ ପୋଡାଲ ପ୍ରମୁଖଙ୍କ
Read More...

ସିଏମଓ ଅଫିସରଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ଅଫିସରମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନା ଅନୁଜାଇ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ଶିଳ୍ପ, ଆଇନ, ଯୋଜନା ଓ
Read More...

ଷଷ୍ଠ ଅଧିବେଶନରେ ଜିଲ୍ଲା ପରିଷଦର ପଞ୍ଚମ ବୈଠକ

ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଧ୍ୟକ୍ଷ ଜିଲ୍ଲାପରିଷଦ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଉପସଭାପତି ଜିଲ୍ଲାପରିଷଦ ବର୍ଷାରାଣୀ ମୁଣ୍ଡା, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି
Read More...

ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବୀ କରିଲ ଜିଲ୍ଲା ପ୍ରଶାସନ

ସମ୍ବଲପୁର : ସ୍ଥାନୀୟ ବୈଜାମୁଣ୍ଡା ସ୍ଥିତ ସମନ୍ମିତ ଭିତିଭୂମି ପରିସରରେ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡର ମିଳିତ ଆନୁକୁଲ୍ୟରେ ୧୫ ଜଣ ଭିନ୍ନକ୍ଷମଙ୍କୁ ଈ-ରିକ୍ସା ଦିଆଯାଇଛି। ସେଥିମଧ୍ୟରୁ ଯୁଯୁମରା ଵ୍ଲକରୁ ୫ ଜଣ, ଧନକଉଡା ବ୍ଲକରୁ ଜଣେ, ମାନେଶ୍ଵର ବ୍ଲକରୁ ୨ ଜଣ,
Read More...

ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ, ଯୋଗ ଦେଲେ ବିଧାୟକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମୁହିକ ବିକାଶ ଦିଗରେ ଗୁରୁବାରଦିନ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକ ରେ ବୌଦ୍ଧ ବିଧାୟକ ସରୋଜ କୁମାର l ପ୍ରଧାନ
Read More...

ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳିରେ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ତବ୍ୟ

କେନ୍ଦ୍ରାପଡ଼ା : ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅତୁଳନୀୟ ଅବଦାନକୁ ପ୍ରକୃତ ସମ୍ମାନ
Read More...