Browsing Category

ଖେଳ

ଏହି ଦୁଇ ଖେଳାଳିଙ୍କୁ ବିଜୟର ଶ୍ରେୟ ଦେଲେ ଧୋନୀ

ଦୁବାଇ : ଓପନର ଋତୁରାଜ ଗାଏକ୍ୱାଡ ଅପରାଜିତ ଅର୍ଦ୍ଧଶତକ ଓ ଡ୍ୱେନ ବ୍ରୋଭୋଙ୍କ ତୁଫାନୀ ଇନିଂସ ବଳରେ ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ହରାଇବା ପରେ ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହିଦୁଇ ବ୍ୟାଟ୍ସମ୍ୟାନଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ସେ
Read More...

ଆଜିଠାରୁ ଆଇପିଏଲ-୧୪ର ଦ୍ୱିତୀୟ ଚରଣ, ମୁହାଁମୁହିଁ ହେବେ ରୋହିତ-ଧୋନୀ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୪ତମ ସିଜିନର ଦ୍ଵିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରର ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପରସ୍ପରକୁ ଭେଟିବେ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ
Read More...

ଏହି ୩ ଖେଳାଳି ଟି-୨୦ରେ ଉପ ଅଧିନାୟକ ପଦ ପାଇଁ ପ୍ରବଳ ଦାବିଦାର : ସୂତ୍ର

ନୂଆଦିଲ୍ଲୀ: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିବା ପରେ ସମସ୍ତେ ପ୍ରାୟ ଏକମତ ହୋଇଛନ୍ତି ଯେ ପରବର୍ତ୍ତୀ ଅଧିନାୟକ ରୋହିତ ଶର୍ମା ହେବାକୁ ଯାଉଛନ୍ତି । ରୋହିତ ଅଧିନାୟକ ହେବା ପରେ ଦଳର ଉପ-ଅଧିନାୟକ କିଏ ହେବେ? ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।
Read More...

ଟି-୨୦ ଅଧିନାୟକ ପଦ ଛାଡିବେ ବିରାଟ, ନିଜେ ସୂଚନା ଦେଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଭାରତର ନିୟମିତ ଅଧିନାୟକ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବେ ବୋଲି ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଆଗକୁ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ସେ ଅଧିନାୟକ ପଦ ଛାଡିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ
Read More...

ଆଇସିସି ଟି-୨୦ ମାନ୍ୟତା ଘୋଷଣା, ଏହି ନମ୍ବରରେ ପହଞ୍ଚିଲେ ବିରାଟ

ଦୁବାଇ : ଟି -୨୦ ମାନ୍ୟତା ଘୋଷଣା କରିଛି ଆଇସିସି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକାର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ କ୍ୱିଣ୍ଟନ୍‌ ଡି କକ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ଆଧାରରେ ସେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି । ଡି କକ୍‌ ୪ଟି ସ୍ଥାନ
Read More...

ଖୁସି ଖବର, ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍‌ ଦେଖିପାରିବେ ଦର୍ଶକ

ଦୁବାଇ : ଆଇପିଏଲ୍‌ ୨୦୨୧ ର ଦ୍ୱିତୀୟ ପର୍ଯ୍ୟା ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ କ୍ରିକେଟ୍‌ ପ୍ରଶଂସକମାନେ ଷ୍ଟାଡିୟମକୁ ଯାଇ ମ୍ୟାଚ୍‌ ଉପଭୋଗ କରିପାରିବେ । ଏ ବିଷୟରେ
Read More...

ନଦୀରେ ଭାସିଗଲେ ବାପ-ପୁଅ

ଯାଜପୁର: ଯାଜପୁର ବରୀ ବ୍ଲକ୍‌ରେ ଏକ ଅଭାବନୀୟ ଘଟଣା ଘଟଛି । ନଦୀବଢ଼ିରେ ଭାସି ଯାଉଥିବା ଗାଇକୁ ବଞ୍ଚାଇବାକୁ ଯାଇ ବାପ-ପୁଅ ଦୁହେଁ ଭାସି ଯାଇଥିବା ଜଣାପଡ଼ିଛି ।ବରୀ ବ୍ଲକ୍‌ ଗଙ୍ଗାଧରପୁରରେ ଏଭଳି ଘଟଣା ଘଟିଛି । ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା । ଏହି
Read More...

ଆଇପିଏଲ ପୂର୍ବରୁ ଛକା ବର୍ଷା କଲେ ଡି ଭିଲିୟର୍ସ

ନୂଆଦିଲ୍ଲୀ : ଆଇପିଏ ୨୦୨୧ର ଦ୍ୱିତୀୟ ଭାଗ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡି ଭିଲିୟର୍ସ ବୋଲରମାନଙ୍କୁ ଚେତାବନୀ ଦେଇଛନ୍ତି । ଏହି ଚେତାବନୀଟି ହେଉଛି ଯେ ଏବି
Read More...

ଧୋନୀ ହେବେ କି ଭାରତୀୟ ଦଳର ମୁଖ୍ୟ କୋଚ୍‌ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଏଥିସହିତ ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଣ୍ଟର ଭାବେ ନିଯୁକ୍ତି କରିଛି ବିସିସିଆଇ । ଏହାକୁ ନେଇ ବହୁ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଥିବା ବେଳେ ଆଉ କେତେକ ଏହା ଦଳ ପାଇଁ ଫାଇଦା ଦେବ ବୋଲି
Read More...

ସିଏସ୍‌କେକୁ ଲାଗିପାରେ ବଡ ଝଟକ, ଏହି ଖେଳାଳି ହେଲେ ଆହତ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆସନ୍ତା ୧୯ ରେ ପୁନଃ ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଭେଟିବ । କିନ୍ତୁ ଦ୍ୱିତୀୟ ଚରଣର ପ୍ରଥମ ମ୍ୟାଚ୍‌
Read More...